Breaking News

ଧୋନିଙ୍କ ଝିଅ ଜିଭା ଏବେ ବିଜ୍ଞାପନ ଦୁନିଆରେ ପାଦ ଛାପିବାକୁ ଯାଉଛନ୍ତି

ଫୁଣି ଚମକିବେ କ୍ୟାପଟେନ ଏଥର ନିଜେ ନୁହେଁ, ଝିଅ ପାଇଁ ପପୂଳାର ହେବେ ଭାରତରେ ପୂର୍ବ ତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ୨୦୨୧ ମସିହା ଆସୁ ଆସୁ ଏମିତି ଏକ ଖବର ସାମ୍ନାକୁ ଆସିଚି ଖୁବ୍ ଜଲ୍ଦୀ ବିଜ୍ଞାପନ ଦୁନିଆରେ ପାଦ ଥିବାକୁ ଯାଉଛନ୍ତି ମହେନ୍ଦ୍ର ସିଂ ଧୋନି ଙ୍କ ଝିଅ ଜିଭା । ସୋସିଆଲ ମିଡିଆରେ ଏମିତି ଚର୍ଚା ଜୋର୍ ଦରିଚି ।

ଆନ୍ତର ଜାତୀୟ କୀର୍କେଟ୍ ରୁ ଅବସର ନେବା ପରେ ଏବେ ନିଜ ପରିବାର ସହ ସମୟ ବିତାଉଛନ୍ତି ଆଉ ସିଏ ତାଙ୍କ ପରିବାର ଙ୍କୁ ସମୟ ଦେଉଛନ୍ତି ବୋଲି ଧୋନି ଖୁସି ଅନୁଭବ କରୁଛନ୍ତି । ଆଇ.ପି.ଏଲ ୨୦୨୦ ରେ ଖରାପ ପ୍ରଦର୍ଶନ କୁ ଭୁଲି ଯାଇ ସିଏ ତାଙ୍କ ସ୍ତ୍ରୀ ସାକ୍ଷୀ  ଓ ଝିଅ ଜିଭ ଙ୍କ ସହ ଛୁଟି କଟାଉଛନ୍ତି ଦୁବାଇରେ ।

 

ଦୁବାଇରେ ବୁଲୁ ଥିବା ଫଟୋ ଉଠାଇ ନିଜ ସୋସିଆଲ ଆକାଉଣ୍ଟ ପୋଷ୍ଟ କରିଥିଲେ । ବାପା ଜଣେ ଭଲ କ୍ରିକେଟର ଭାବରେ ନାଁ କମେଇ ଥିବା ବେଳେ ଝିଅ ଜିଭ ନାଁ କମେଇ ବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ଜିଭା ସିଂ ଧୋନି ବିଜ୍ଞାପନ ଦୁନିଆରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ସେଲେବ୍ରେଟି ଫଟୋ ଗ୍ରାଫର୍ ଭାଇରାଲା ବୟାନୀଙ୍କ ଅନୁସାରେ ମାହି ନିଜ ଝିଅଙ୍କ ସହ ନୂଆ ଆଡ ରେ ନଜର ଆସିପାରନ୍ତି ।

ଯଦି ଏପରି ହେଲା ଜୀଭା ବିଜ୍ଞାପନ ଦୁନିଆରେ ପାଦ ଥାପିବେ । ଅନ୍ୟମ ପଟେ ଓରିଓ ବିସ୍କୁଟର ପକ୍ଷରୁ ସୋସିଆଲ ଆକାଉଣ୍ଟ ରେ ପୋଷ୍ଟ କରାଯାଇ ଥିବା ବେଳେ । ଅନୁମାନ ଲଗାନ୍ତୁ ଆମ ପରିବାର ସହ କିଏ ସାମିଲି ହେବାକୁ ଯାଉଛନ୍ତି ? ଅଧି ନାୟକ ଓ ଉପ ଅଧିନାୟକ ଖେଳ ପାଇଁ ରିପୋର୍ଟ କରିବାକୁ ଯାଉଛନ୍ତି । ଏହି ପୋଷ୍ଟ ରୁ ଅନୁମାନ କରାଯାଉଛି ଯେ ଏଥିରେ ଧୋନି କଥା ହିଁ କୁହାଯାଇଛି କିନ୍ତୁ ଏହା ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *