Breaking News

ଧନୀ ହେବା ପୂର୍ବରୁ ମାତାଲକ୍ଷ୍ମୀ ଦେଇଥାନ୍ତି ଏହି ୫ଟି ସଂକେତ ନଜାଣିଥିଲେ କାନ୍ଦି କାନ୍ଦି ମରିବେ

ବନ୍ଧୁଗଣ ମା ଲକ୍ଷ୍ମୀ ଘରକୁ ଆସିବାର ମିଳିଥାଏ 5ଟି ସଙ୍କେତ ଭଲ ସମୟ ଆସିବା ପୂର୍ବରୁ ଏହି ସବୁ ସଙ୍କେତ ମିଳିଥାଏ ପ୍ରତେକ ବେକ୍ତି ଜୀବନରେ ଧନର ଅବଶକ୍ୟତା ରହିଥାଏ ଧନ ବିନା ବେକ୍ତି ଜୀବନରେ କେବେ ଖୁସିରେ ରହିପାରିବ ନାହିଁ ଯଦି ଜୀବନରେ ଧନର ମହତ୍ୱ ନଥାନ୍ତି ତାହାନେ ବେକ୍ତି କଣ ପାଇଁ କଠିନ ପରିଶ୍ରମ କରିଥାନ୍ତା ବେକ୍ତି ଜୀବନରେ ସୁଖ ଶାନ୍ତି ପ୍ରାପ୍ତ କରିବା ପାଇଁ ଧନର ଆବଶକ୍ୟ ପଡିଥାଏ |

କିନ୍ତୁ କିଛି ବେକ୍ତିଙ୍କର କ୍ଷେତ୍ରରେ ଏହା ସମ୍ଭବ ହୋଇପାରେ ନାହିଁ ଏଠି ପାଇଁ ପ୍ରତେକ ବେକ୍ତି ମା ଲକ୍ଷ୍ମୀଙ୍କର ଆରଧନା କରନ୍ତି ମା ଲକ୍ଷ୍ମୀଙ୍କ କୃପା ଲାଭ ହେଲେ ଧନ ଆଗମନ ହେବାର ଘରେ ମଧ୍ୟ ଶୁଭ ସଙ୍କେତ ଦେଖିବାକୁ ମିଳିଥାଏ | ଆସନ୍ତୁ ସେ ସବୁ ସଙ୍କେତ ବିଷୟରେ ଜାଣିବା ଅମାବାସ୍ୟ ଦିନ ଘରେ ପେଚା ବସିବାର ଦେଖନ୍ତି ବିଲେଇ ଯଦି ଘରେ କ୍ଷୀର ପିଏ ରାତିରେ ମୂଷାକୁ ଦେଖନ୍ତି ଏହା ଘରେ ଲକ୍ଷ୍ମୀ ଆସିବାର ଶୁଭ ସଙ୍କେତ ଦେଇଥାଏ |

ଗୁରୁବାର ଦିନ ଘରର କୌଣସି ବସ୍ତୁକୁ ବିକ୍ରି କରନ୍ତୁ ନାହିଁ ଏହା ଦ୍ୱାରା ମା ଲକ୍ଷ୍ମୀ ଘର ଛାଡି ପଳାୟନ କରନ୍ତି ଘରେ ଯଦି ଅଭାବ ଲାଗି ରହୁଥାଏ ତେବେ ଛୋଟ ପିତଳ ଢାଳରେ ଖୁଚୁରା ମୁଦ୍ରା ପୁରାନ୍ତୁ ତାକୁ ଘରର ପଶ୍ଟିମ ଦିଗରେ ରଖି ପ୍ରଣାମ କରନ୍ତୁ ଏହା ଦ୍ୱାରା ଧନ ଜନିତ ଦୂର ହେବ | ମଙ୍ଗଳବାର ଦିନ କୌଣସି ଲୁହା ଦିନିଷ କିମ୍ବା ଯାନ ବାହାନ ବିକ୍ରି କରନ୍ତୁ ନାହିଁ |ଏବେ ଆସନ୍ତୁ ଜାଣିବା ମା ଲକ୍ଷ୍ମୀ ଆସିବାର କୋଉ 3ଟି ସଙ୍କେତ ମିଳିଥାଏ |

ପ୍ରଥମେ କଳା ରଙ୍ଗର ପିମ୍ପୁଡି
ଘରେ ନାଲି ପିମ୍ପୁଡି ରହିବା ତ ଶୁଭ ହୋଇଥାଏ କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସରେ କଲା ପିମ୍ପୂଡ଼ିକୁ ଶୁଭ ମନାଯାଏ ଘରେ ଓଲିଲା ତରରେ କଲା ପିମ୍ପୁଡି ଦେଖା ଯାଏ ତା ଉପରେ ଭଲଦି ପକାଇ ଅଟା ଆଉ ଚିନି ଖାଇବାକୁ ଦେଲେ ଧନ ବୃଦ୍ଧି ହେବେ ସହ ମା ଲକ୍ଷ୍ମୀ ଆସିବାର ଆଗମନ ଦେଇଥାଏ |

ଦୁତୀୟରେ ଝିଟିପିଟି
ଝିଟିପିଟି କୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମନା ଯାଇଥାଏ ଘରେ ଯଦି 3 ଝିଟିପିଟି ଏକ ଥରେ ଦେଖା ଯାଏ ମା ଲକ୍ଷ୍ମୀ ଆସିବା ସୂଚନା ଦିଏ ଗୋଟେ ଝିଟିପିଟି ଆଉ ଗୋଟେ ଝିଟିପିଟି କୁ ଫିଛା କରୁଥିଲେ ଏହା ଘରର ଉର୍ନତି ହେବାର ସଙ୍କେତ ଦେଇଥାଏ |

ତୃତୀୟ ରେ ହେଉଛି ପକ୍ଷୀ
ଯଦି ଆପଣଙ୍କ ଘରେ କୌଣସି ବଷା ବାନ୍ଧେ ତେବେ ଏହା ଶୁଭ ସଙ୍କେତ ହେବେ ସହ ଘରକୁ ମା ଲକ୍ଷ୍ମୀ ଆସିବା ସହ ଘରେ ଧନ ବୃଦ୍ଧି ମଧ୍ୟ ହୋଇଥାଏ |

ଚତୁର୍ଥରେ ହେଉଛି ଶଙ୍ଖର ଧୋନୀ
ଯଦି ଆପଣଙ୍କୁ ସକାଳେ ସନ୍ଧ୍ୟାରେ ଶଙ୍ଖ ଧୋନୀ ଶୁଣା ଯାଇଥାଏ ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ ଏହା ଦ୍ୱାରା ମା ଲକ୍ଷ୍ମୀଙ୍କ ଆଗମନ ହେବା ସହ ଆର୍ଥିକ ସଙ୍କଟ ଦୂର ହୋଇଥାଏ |

ପଞ୍ଚମରେ ଆସୁଛି ହାତର ପାପୁଲି
ଆପଣଙ୍କ ହାତର ପାପୁଲି କୁଣ୍ଡେଇ ହେଲେ ଏହା ମା ଲକ୍ଷ୍ମୀନ୍କ କୃପା ଲାଭ ହେବାର ସୂଚନା ଦେଇଥାଏ ଏହା ଦୂର ଆପଣଙ୍କର ସମସ୍ତ ଇଛା ମଧ୍ୟ ପୁରଣ ହୋଇଥାଏ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.