Breaking News

ଧନକୁ ଚୁମ୍ବକ ପରି ଟାଣନ୍ତି ଏହି ପଶୁ ପକ୍ଷୀ, ଆପଣଙ୍କ ଘରକୁ ଆସୁଛନ୍ତି କି ?

ବନ୍ଧୁଗଣ ଏହି ଜିବ ମାନେ କରିଥାନ୍ତି ଧନୀ କାଉ ,ଗାଈ ,କୁକୁର ,ପାରା ,ଜନ୍ଦା ଓ ପିମ୍ପୁଡି ଓ କଣ କଲେ ଧନ ସାମ୍ୱବୃତି ପ୍ରାପ୍ତ ହେବ ସହିତ ଓ ଦୁଃଖ ଦୂର ହେବ ତେବେ ଆସନ୍ତୁ ସେହି ଉପାୟ ବିଷୟରେ ଜାଣିବା ଆମ ପୂର୍ବ ପୁରୁଷ ମାନେ ଏମାନଙ୍କୁ ଖାଦ୍ୟ ଦେଇଥାନ୍ତି ଓ ସେମାନଙ୍କର ସେବା ମଧ୍ୟ କରିଥାନ୍ତି ବିଶେଷ କରି ଶ୍ରଧ ଅନ୍ୟ କିଛି ପୂଜା ଅରଚନା କରିଥାନ୍ତି ଏମାନେ ସମର୍ପିତ ଖାଦ୍ୟ ଖାଇ ଥାନ୍ତି ତେବେ ତା ପୂର୍ବପୁରୁଷ ମାନେ ପ୍ରପ୍ତ ବୋଲି ମାନ୍ୟତା ରହିଛି କେହି ମାନନ୍ତୁ କି ନମାନନ୍ତୁ କିନ୍ତୁ ଏହା ଆମ ଜୀବନରେ ଅନେକ ପ୍ରଭବ ପଡିଥାଏ ଯଦି ସଧ ଭାବନା ବିଶ୍ୱସ ସହିତ ଏହି କାର୍ଯ୍ୟ କରାଯାଏ ନିଛିନ୍ତ ସୁଫଳ ମିଳିଥାଏ |

ପ୍ରଥମେ କାଉ
କାଉ ମଣିଷର ବନ୍ଧୁ ହୋଇଥାଏ କାରଣ ପରିବେଶକୁ ସଫା ସୁତୁରା ରଖିବାରେ ଏହା ଅନେକ ପ୍ରକାରର ସାହାଯ୍ୟ କରିଥାଏ | କାଉ ଶନି ଦେବଙ୍କ ବାହାନ ଅଟେ ଶନି ଦେବଙ୍କ ଅତି ପ୍ରିୟ ଅଟେ କାଉକୁ ପ୍ରତିଦିନ କିଛି ଖାଦ୍ୟ ଦେଇ ସନ୍ତୁଷ୍ଟ କଲେ ଶନି ଦେବ ବହୁତ ଖୁସି ହୁଅନ୍ତି ଖୀରି ,ପୁରୀ ,ରୁଟି ଆଦି ଖାଇବାକୁ ଦେଇପାରିବେ ପ୍ରତେକ ଅମାବାସ୍ୟା କିମ୍ବା ଶନିବାର ଦିନ କାଉକୁ ଖୀରି ଖୁଆଇଲେ ଶନି ଦେବଙ୍କ ସହ ଶୁକ୍ର ଗ୍ରହ ମଧ୍ୟ ପ୍ରସନ୍ନ ହୋଇଥାନ୍ତି ପିତୃ ପୁରୁଷଙ୍କୁ ପିଣ୍ଡ ଦାନରେ ମଧ୍ୟ କାଉକୁ ଭୋଜନ କରାଯାଏ ମାନ୍ୟତା ଅଛିକି କାଉ ଭୋଜନ ଗ୍ରହଣ କଲେ ପିତୃ ପୁରୁଷ ମାନେ ଗ୍ରହଣ କରନ୍ତି |

ଦ୍ଵିତୀୟ ରେ ହେଉଛି କୁକୁର
ଏହା ହେଉଛି କାଳର ଭୟରବଙ୍କ ବାହାନ ଅଟେ ତେଣୁ କଲା କୁକୁରଙ୍କୁ କିଛି ଖାଇବାକୁ ଖାଦ୍ୟ ଦିଆଯାଏ ସେ ବହୁତ ଶୁଭ ଫଳ ପ୍ରପ୍ତ ହୋଇଥାଏ ପ୍ରତେକ ଅମାବାସ୍ୟା କିମ୍ବା ଶନିବାରେ ରୁଟି ଗୁଡ ବିସ୍କୁଟ ଆଦି ଦିଅନ୍ତୁ ତେବେ ଶନି ଦେବ ପର୍ସନ ହୋଇଥାନ୍ତି ଯାହା ଦ୍ୱାରା ଆମ କଷ୍ଟ ଦୁଃଖ ଦୂର ହୋଇଥାଏ |

ତୃତୁୟ ରେ ଆସୁଛି ପିମ୍ପୁଡି ଏବଂ ଜନ୍ଦା
ସେମାନେ ବହୁତ ପରିଶ୍ରମୀ ଜୀବି ଅଟନ୍ତି ସେ ସବେଳେ ଖାଦ୍ୟ ଖୋଜିବାରେ ପ୍ରୟାସରେ ଥାନ୍ତି ଏହି ଜନ୍ଦା ପିମ୍ପୁଡି ଆମ ନଜରରେ ଆସିଲେ ଆମେ ସେମାନଙ୍କୁ ଅଣଦେଖା କରିଦେଇଥାଉ କିନ୍ତୁ ଶାସ୍ତ୍ର ଅନୁସାରେ ସେମାନଙ୍କୁ ଚିନି କିମ୍ବା ଗୁଡ ଆଦି ଖାଦ୍ୟ ଖାଇବାକୁ ଦିଆଯାଏ ତେବେ ଆମର ସମସ୍ତ ଦୁଃଖ କଷ୍ଟ ଦୂର ହୁଏ ଏବଂ ରାଶି ନକ୍ଷେତ୍ରରେ ଥିବା ଦୋଶ ମଧ୍ୟ ଦୂର ହୁଏ |

ଚତୁର୍ଥରେ ହଉଛି ଗାଈ
ଗାଈକୁ ହିନ୍ଦୁ ଧର୍ମରେ ମାତା ବୋଲି ମଣିଥାଉ ତା ଗୋବର ଓ ମୂତ୍ରରେ ଶୁଭ ବୋଲି କହିଥାନ୍ତି ଗାଈକୁ ପ୍ରତିଦିନ ଖାଦ୍ୟ ଦେଲେ ଓ ତା ସେବା କରିବା ଦ୍ୱାରା ଓ ଅନେକ ପୁଣ୍ୟ ମିଳିଥାଏ ଏବଂ ଆମର ସମସ୍ତ ପାପ ଦୋଷ ମଧ୍ୟ ଦୂର ହୋଇଥାଏ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.