Breaking News

ଧନକୁ ଚୁମ୍ବକ ପରି ଟାଣିଥାଏ ଅପରାଜିତା ଫୁଲ ବାସ ଥରେ କରନ୍ତୁ ଏହି ଉପାୟ

ବନ୍ଧୁଗଣ ଯାହାର ନାମ ଅପରାଜିତା ଅର୍ଥାତ ଯିଏ କେବେବି ହରେ ନାହିଁ ବା ଯାହାର କେବେବି ପରାଜୟ ହୋଇନଥାଏ ଏବଂ ଏହାର ଅନ୍ୟ ନାମ ହେଉଛି ନୀଳକଣ୍ଟ ଯାହା ଶିବଙ୍କର ଏକ ନାମ ଅଟେ ଅପରାଜିତା ମା ଦୁର୍ଗାଙ୍କର ଏକ ନାମ ଅଟେ ଏଣୁ ନୀଳ କଣ୍ଟ ଶିବଙ୍କ ନାମ ଅପରାଜିତା ଫୁଲଟି ଶିବ ଏବଂ ଶକ୍ତିଙ୍କର ସ୍ୱରୂପ ହୋଇଥାଏ ତେଣୁ ଏହା ଅତାନ୍ତ ଶୁଭକାରି ଓ ଚମତ୍କାରୀ ହୋଇଥାଏ |

ଏହି ଅପରାଜିତା ଭାରତର ସମସ୍ତ ସ୍ଥାନରେ ଦେଖିବାକୁ ମିଳିଥାଏ | ଏହି ଅପରାଜିତା ଫୁଲ ସବୁ ଋତୁରେ ଦେଖିବାକୁ ମିଳିଥାଏ ଏହି ଅପରାଜିତାର କିଛି ପ୍ରୟଗ ଦ୍ୱାରା ମନୁଷ୍ୟର ଦୁଃଖ ଦୂର ହୋଇଥାଏ | ତେଣୁ ଏହି ଅପରାଜିତାର ପ୍ରୟଗ କରାଯାଏ ଓ ତାର ଫାଇଦା କଣ ହୋଇଥାଏ ଏହି ବିଷୟରେ ଆପଣମାନଙ୍କୁ ଜଣାଇବି |

ବନ୍ଧୁଗଣ ଆପଣ ମାନେ ଏହି ଅପରାଜିତା ଫୁଲକୁ ନିଚୟ ଜାଣିଥିବେ ଏହି ଅପରାଜିତା ଫୁଲକୁ ସଂସ୍କୃତରେ ଏହାକୁ ବିଷ୍ଣୁ କାନ୍ତା ବିଷ୍ଣୁ ପ୍ରିୟା ବୋଲି କୁହାଯାଏ | ଏହି ଅପରାଜିତାକୁ ଖାଲି ଶିବ ପର୍ଵତୀ ଗଣେଶ କାର୍ତିକ ଙ୍କର ପ୍ରିୟ ହୋଇଥାଏ ବରଂ ହନୁମାନ ଏବଂ ଶନି ଦେବଙ୍କର ସହିତ ଲକ୍ଷ୍ମୀ ନାରାୟଣ ମଧ୍ୟ ପ୍ରିୟ ହୋଇ ଥାଏ |

ଏଣୁ ଘରେ ରୋଜଗାର ବୃଦ୍ଧି ପାଇବାପାଇଁ ଏହି ଉପାଏ ନିଚୟ କରନ୍ତୁ ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା କଣ ସେହି ସବୁ ଉପାୟ ଯାହା କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇ ଧନର ଆଗମନ କରିଥାଏ | ପ୍ରଥମେ ଉପାୟ ଶନିବାର ଦିନ କିମ୍ୱା ସୋମବାର ଦିନ ରାତ୍ରି ସମୟରେ ଏହି ଅପରାଜିତା ଫୁଲକୁ 5ଟି ତୋଳି କୌଣସି ନଦୀ ବା ଜଳ ସ୍ରୋତରେ ଭସାଇ ଦିଅନ୍ତୁ |

ଧ୍ୟାନ ଦେବେ ଏହି କାର୍ୟ୍ଯ କରିବା ସମୟରେ କାହାରିକୁ ଜଣାଇବେ ନାହିଁ କେହି ଦେଖିବେ ନାହିଁ କିମ୍ୱା କିଛି କଥା ହେବେ ନାହିଁ ଏହି ନିୟମ ହେଉଛି 5ଟି ଅପରାଜିତା ଫୁଲ ଶନିବାର କିମ୍ବା ସେମବାର ଦିନ ନଈରେ ପକେଇ ଦିଅନ୍ତୁ ଏବଂ ନିଜର ଦେବା ଦେବୀଙ୍କୁ ପାର୍ଥନା କରନ୍ତୁ ତେବେ ସମସ୍ତ ପ୍ରକାରର ଧନର ସମସ୍ୟା ଦୂର ହୋଇଥାଏ ଏବଂ କରଜରୁ ମଧ୍ୟ ମୁକ୍ତି ମଧ୍ୟ ମିଳିଥାଏ ଏହି ଉପାୟ ଟି ନିୟମିତ 5 ସପ୍ତାହ ପ୍ରଯନ୍ତ କରନ୍ତୁ ଏହାର ଲାଭ ନିଚୟ ପାଇବେ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.