Breaking News

ଧନ ଆଗମନ ର ସଙ୍କେତ ଦେଇଥାଏ କୁକୁର. . . ଜାଣନ୍ତୁ କିପରି?

ଆପଣ ମାନେ ସମସ୍ତେ ଦୈନିକ ଜୀବନ ରେ କୁକୁର କୁ ଦେଖୁଥିବେ କିମ୍ବା ତାକୁ ପୋଷୁଥିବେ ମଧ୍ୟ | କୁକୁର ଏମିତି ଗୋଟେ ଜୀବ ଯାହାର ଉଦାହରଣ ମଣିଷ ସବୁବେଳେ ଦେଇଥାଏ | ଶାସ୍ତ୍ରାନୁଯାଇ କୁକୁର ଦ୍ଵାରା ଦିଆଯାଇଥିବା କିଛି ସଙ୍କେତ ଆମ ଜୀବନ ରେ ବହୁତ ପ୍ରଭାବ ପକାଇଥାଏ |
ଶକୁନ ଶାସ୍ତ୍ରରେ କୁକୁଡ଼ା ଦ୍ଵାରା କରା ଯାଇଥିବା ସଂକେତ ବିଷୟରେ ସପଷ୍ଟ ଓ ବିସ୍ତାର ଭାବରେ ଲେଖା ହୋଇଛି ଯାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଯେପରି ଯଦି କୌଣସି କୁକୁର ଯଦି ଆସି ଆପଣଙ୍କ ର ଆଣ୍ଠୁ ଶୁଙ୍ଗିଥାଏ, ତେବେ ଏହାର ଅର୍ଥ ଏହା କି ଯେ ଖୁବ ଶୀଘ୍ର ଆପଣଙ୍କର ଧାନ ପ୍ରାପ୍ତି ର ଯୋଗ ରହୁଛି | ସଫଳତା ଆପଣଙ୍କର ବହୁତ ପାଖରେ ଅଛି |


ଯଦି କୌଣସି କୁକୁର ଯାତ୍ରା ସମୟରେ ଆପଣଙ୍କ ବାଁ କଡରେ ବହୁତ ଦୂର ପର୍ଯ୍ୟନ୍ତ ଏକାଠି ଯାଇଥାଏ ତେବେ ଆପଣଙ୍କୁ କୌଣସି ସ୍ତ୍ରୀ ବା ଧନ ପ୍ରାପ୍ତି ହବାକୁ ଯାଉଛି ଓ ଯଦି ଡାହାଣ କଡରେ ଯାଇଥାଏ ତେବେ ଚୋରୀ ହବାର ସମ୍ଭାବନା ଅଟେ ।

ଯଦି ଆପଣଙ୍କର ଘର ଆଗରେ କୁକୁର ଓ ଗାଈ ଏକାଠି ଖେଳୁଥିବାର ଦେହିବାକୁ ମିଳେ ତେବେ ସନ୍ତାନ ପ୍ରାପ୍ତି ର ଯୋଗ ରହିଛି | କୁକୁର ଯଦି କୌଣସି ଜାଗାରେ ବାରମ୍ବାର ନିଜ ମୁଣ୍ଡ ରଗଡି ଥାଏ ତେବେ ସେଠାରେ ଧନ ଥିବାର ସମ୍ଭାବନା ହୋଇଥାଏ ।


ଯଦି କୌଣସି କୁକୁର ଆପଣଙ୍କ ସାମ୍ନାକୁ ଜଳୁଥିବା କାଠ ନେଇକି ଆସିଥାଏ ତେବେ ଏହାର ଅର୍ଥ ଆପଣଙ୍କ ମୃତ୍ୟୁ ସମୟ ପାଖେଇ ଆସିଲାଣି ବା ବହୁତ ଭୟଙ୍କର କଷ୍ଟ ଆପଣଙ୍କୁ ହବ ଯାହା ମୃତ୍ୟୁ ଠାରୁ ବି କଷ୍ଟକର ହୋଇବ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରର ଏହି ସବୁ ସ୍ଥାନରେ ଦର୍ପଣ ରଖୁଥିଲେ ହୋଇଯାନ୍ତୁ ସାବଧାନ !

ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଘରେ କିଭଳି ଭାବରେ ସୁଖ ଶାନ୍ତି ବଜାୟ ରହିବ ଏ …

Leave a Reply

Your email address will not be published. Required fields are marked *