ଭଗବାନ ଧବଳେଶ୍ୱର ମନ୍ଦିରରେ ଉଭା ହେଲେ ନାଗ | ସାଧାରଣତ ସାପର ନାମ ଶୁଣିଲେ ଦେହ ଭୟରେ ଥରିଉଠେ ପ୍ରୟତ ବର୍ଷା ଦିନେ ସାପ ଘର ମାନଙ୍କରେ ପଶି ଯାଏ ଆମେ ଭୟଭିତ ହେଇଯାଇଥାଉ ଆମ ଭାରତରେ ବିଭିନ୍ନ ପ୍ରଜାତିର ବିଷଧର ସାପ ଦେଖିବାକୁ ମିଳିଥାଏ ଯେମିତିକି ଆନାକଣ୍ଡା, କୋବ୍ରା, ନାଗ ସାପ କିନ୍ତୁ ଅନେକ ସାପ ଏମିତି ଦେଖିବାକୁ ମଧ୍ୟ ମିଳିଯାଏ ଯାହାକୁ ଆମେ ଚିହ୍ନି ପାରିନଥାଉ |
ଯେଉଁ ପ୍ରକାର ସାପ ହେଉ ଆମେ ଜାଣି ପାରିନଥାଉ ନାଗ ସାପକୁ ପ୍ରାୟ ଆମେ ଜାଣି ପାରିଥାଉ ଏହା ଭାଗବାନ ଶିବଙ୍କର ଅତି ପ୍ରିୟ ହେଇଥାଏ ବୋଲି ମାନେ କରାଯାଏ | ତେବେ ବର୍ତ୍ତମାନ ଏହି ସବୁ ମଧ୍ୟରୁ ନାଗ ସାପ ଅଧିକ ଗାଁ ଗହଳି ମାନଙ୍କରେ ଦେଖିବାକୁ ମିଳିଥାଏ ଏବଂ ଅନେକ ସମୟରେ ଦେଖିଥିବେ ନାଗ ସାପ ଘରେ ପସିଯାଇଥାଏ |
ନାଗ ସାପ ହେଉଛି ବିଷାକ୍ତ ସାପ ଏହି ଚୋଟରୁ ବଞ୍ଚିବ ବହୁତ କଷ୍ଟ କର କିନ୍ତୁ ହିନ୍ଦୁ ଧର୍ମର ପୁରାଣ ଅନୁସାରେ ସାପ ବହୁବାନ ଶିବଙ୍କର ଅତି ପ୍ରିୟ ବୋଲି କୁହାଯାଏ | ବର୍ତମାନ ଓଡ଼ିଶାର ପ୍ରସିଧ ଧବଳେଶ୍ଵର ମନ୍ଦିର କଟକ ରେ ଅବସ୍ତିତ ସେ ମନ୍ଦିର ପରିସରେ ଏକ ନାଗ ସାପ ଦେଖିବାକୁ ମିଳିଛି କିଛି ଲୋକ ମାନେ ଏହା ଦେଖି ଅତ୍ୟନ୍ତ ଖୁସି ହୋଇ ପୂଜା ଅର୍ଚନା କରିଛନ୍ତି |
କାରଣ ଧବଳେଶ୍ଵର ମନ୍ଦିରରେ ନାଗ ସାପ ଦେଖିବା ଅର୍ଥ ନାଗ ଦେବତାଙ୍କ ସହିତ ଦର୍ଶନ କରିବା ସମାନ ହୋଇଥାଏ ବର୍ତମାନ ପୁରାଣ ଅନୁସାରେ ସମୁନ୍ଦ୍ର ମଂଥନ ସମୟରେ ଏହି ସାପ ମାନେ ଭଗବାନ ଶିବଙ୍କ ସହିତ ବିଷ ସେବନ କରିଥିଲେ ଏବଂ ସେବେ ଠାରୁ ଭଗବାନ ଶିବଙ୍କ ଗଳାରେ ରହିଛନ୍ତି ଏମିତିବି କୁହାଯାଏ ଭଗବାନ ଶିବ ସାପ ରୂପରେ ଆସିଥାନ୍ତି | ଓଡ଼ିଶାର ପ୍ରସୀଦ ବାଲେଶ୍ଵର ଧବେଳେଶ୍ଵର ମନ୍ଦିର ଯେଉଁ ମନ୍ଦିର କଟକର ଅବସୀସ୍ଥ ହେଇଛି ତେବେ ଏହି ସାପ ଭଗବାନଙ୍କ ରୂପ ନେଇ ଆସିଛି |
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …