Breaking News

ଡେରିରେ ଶୋଇ ଡେରିରେ ଉଠିଲେ କଣ ସବୁ କ୍ଷତି ହୋଇଥାଏ, ଯଦି ଆପଣ ଡେରିରେ ଶୋଉଚନ୍ତି ଆପଣଙ୍କର କଣ ସବୁ ଅସୁବିଦା ହେବାକୁ ଯାଉଛି ଜଣାନ୍ତୁ…

ବନ୍ଧୁଗଣ ସାଂସାରିକ ଜୀବନକୁ ସୁଖ ମୟ କରିବାକୁ ହେଲେ କିଛି ଜୋତିସ୍ତା ଉପାୟ କରିବା ଆବଶକ୍ୟ ଅଟେ ତେବେ ସେହି ପରି ଉପାୟ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ ଆସନ୍ତୁ ସେହି ସବୁ ଉପାୟ ବିଷୟରେ ଜାଣିବା | ବନ୍ଧୁଗଣ ଶନିବାର ଦିନ ଶୋଇବା ପୂର୍ବରୁ ଖଟ ତଳେ ସୋରିଷ ତେଲ ରଖି ତାକୁ ଗରିବ ଲୋକଙ୍କୁ ଦାନ କଲେ ଘରକୁ ଧନ ସମ୍ପତି ଏବଂ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ | ଡ଼ିମିରି ଗଛର ଚେରକୁ କପଡ଼ାରେ ବାନ୍ଧି ଚାନ୍ଦିର କବଜ ଭିତରେ ବାନ୍ଧି ବେକରେ ବାନ୍ଧିବା ଦ୍ୱାରା ଆର୍ଥିକ ସ୍ତିତିରେ ପରିବର୍ତନ ଆସେ ଓ ଲବାହ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହୋଇଥାଏ |

ଘରେ ପଇସା ରଖୁଥିବା ଅଲମାରୀରେ 9ଟି କୌଡୀ ସହିତ ଗୋଟେ ତମ୍ବା ପଇସା ରଖିବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ ଏହା କରିବା ଦ୍ୱାରା ଘରେ ପଇସାର ଅଭାବ ଦୂର ହୋଇଥାଏ | ମନେ ରଖିବେ ପ୍ରତି ଗୁରୁବାର ଦିନ ତୁଳସୀ ଗଛରେ କ୍ଷୀର ଅର୍ପଣ କରିବା ଦ୍ୱାରା ଏହା ଶୁଭ ହେବା ସହିତ ଆପଣଙ୍କର ଆର୍ଥିକ ସ୍ତିତି ମଧ୍ୟ ସୁଧୁଡ଼ ହୋଇଥାଏ | ଭୋଜନ କରିବା ପୂର୍ବରୁ କୁକୁର କିମ୍ବା ଗାଈଙ୍କ ପାଇଁ କିଛି ଖାଦ୍ୟ ବାହାର କରିବା ଦ୍ୱାରା ଏହା ଅତ୍ୟନ୍ତ ମଙ୍ଗଳ କାରି ହୋଇଥାଏ କେବେବି ଆର୍ଥିକ ସମସ୍ୟା ଘରେ ଦେଖା ଦେଇନଥାଏ |

ନିୟମିତ ଭାବରେ କଦଳୀ ଗଛର ମୂଳରେ ଜଳ ଅର୍ପଣ କରିବା ଦ୍ୱାରା ଏବଂ ଘିଅ ଦୀପ ଜଳାଇବା ଦ୍ୱାରା ଘରେ ସବୁ ଦରିଦ୍ରତା ଦୂର ହୋଇଥାଏ | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଷୋମବାର ଦିନ ଶିବ ମନ୍ଦିରରେ କ୍ଷୀର ଏବଂ ଚାଉଳ ଅର୍ପଣ କରିବା ଦ୍ୱାରା ମନ ମୁତାବକ ଚାକିରୀ ପ୍ରାପ୍ତ ହୋଇଥାଏ | ମଙ୍ଗଳବାର ଦିନ ଘରେ ହନୁମାନଙ୍କର ଉଡୁଥିବା ଫୋଟ ଲଗାଇ ନିତ୍ୟ ପୂଜା ଅର୍ଚ୍ଚନା କଲେ ମନ ପସନ୍ଦର ଚାକିରୀ ମିଳିଥାଏ |

ଶନିବାର ଦିନ ଶନିଙ୍କ ପୂଜା କରିବା ସମୟରେ ଓ ଓଁ ଶନି ସରାୟେ ନମଃ ଏହି ମନ୍ତ୍ର କୁ ଜପ କରିବା ଦ୍ୱାରା ଚାକିରୀ ଜନିତ ସମସ୍ୟା ଆପଣଙ୍କର ଦୂର ହୋଇଥାଏ | ବନ୍ଧୁଗଣ ଆପଣ ଯଦି ଚାକିରୀ ପାଇଁ କୌଣସି ସ୍ଥାନକୁ ଆପଣଙ୍କୁ ଯିବାକୁ ପଡୁଥାଏ ତେବେ ଗୋଟେ ଲେମ୍ବୁରେ ଗୋଟେ ଲବଙ୍ଗ କୁ ସାଙ୍ଗରେ ଲଗାଇ ଆପଣ ତାକୁ ନେଇକି ଯିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ | ପ୍ରତେକ ଦିନ ଗାଈକୁ କିଛି ଖାଦ୍ୟ ଖାଇବାକୁ ଦେବା ଦ୍ୱାରା ଏହା ଅତ୍ୟନ୍ତ ମଙ୍ଗଳ କରି ହୋଇଥାଏ ଏବଂ ଜୀବନରେ ଉର୍ନତି ପ୍ରାପ୍ତ ହୋଇଥାଏ |

ବିବାହ ଯୋଗ୍ୟ ଯୁବ ଯୁବତୀ ଯଦି ବିବାହ ହୋଇ ପାରୁନାହିଁ ତେବେ ଶୋଇବା ଘରର ରଙ୍ଗ ହାଲୁକା ଗୋଲାପୀ କୁମ୍ଭ ହଳଦିଆ କରିବା ଏହା ତାଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ | କୁଆଁରୀ କନ୍ୟା ମାନେ ଶୀଘ୍ର ବିବାହ କରିବା ପାଇଁ ହେଲେ ଗୁରୁବାର ବ୍ରତ କରିବା ଏହା ତାଙ୍କ ପାଇଁ ମଙ୍ଗଳ କରି ହୋଇଥାଏ | ଶନିବାର ମଙ୍ଗଳବାର ଏବଂ ଗୁରୁବାରରେ ମହିଳା ମାନେ ନଖ କାଟିବା ଅନୁଚିତ ପୁରୁଷ ମାନେ ବାଳ କାଟିବା ଅନୁଚିତ |

About odisha news

Check Also

ମିଳିଲା ଦୁନିଆର ସବୁଠାରୁ ବଡ଼ 425 Feet ଲମ୍ବ ର ସାପ, ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼, ଦେଖିଲେ କହିବେ ହେ ଭଗବାନ ଏତେ ବଡ ସାପ…

ଦର୍ଶକବନ୍ଧୁ ପୃଥିବୀରୁ ବିଲୁପ୍ତ ହୋଇଥିବା ଟାଇଟାନୋବିଆ ସାପକୁ ଦୁନିଆର ସବୁଠାରୁ ବଡ଼ ସାପ ବୋଲି କୁହାଯାଇଥାଏ କିନ୍ତୁ ବର୍ତ୍ତମାନ ଗୁଗଲ …

Leave a Reply

Your email address will not be published.