Breaking News

ଦିଲ୍ଲୀ ହାଇ କୋର୍ଟଙ୍କ ବଡ ରାୟ : ବିବାହ ପ୍ରତିଶ୍ରୁତି ଦେଇ ଯେଉଁ ଶାରୀରିକ ସମ୍ପର୍କ ରଖାଯାଉଛି ତାକୁ ଦୁଷ୍କର୍ମ କୁହାଯାଇ ପାରିବ ନାହିଁ

ହାଇକୋ୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ । ସହମତିରେ ଶାରୀରିକ ସଂପର୍କ ଦୃଷ୍କର୍ମ୍ ନୁହେଁ । ବିବାହ ପ୍ରତିଶ୍ରୁତି ଦେଇ ଯୌ  ନ ସଂପର୍କ କୁ କୁହାଯିବନି ଦୁଷ୍କର୍ମ । ବିବାହ ପ୍ରତିଶ୍ରୁତି ଦେଇ ଯୌ  ନ ସଂପର୍କ ରଖିବାକୁ ସବୁ ପରିସ୍ଥିତି ରେ ଦୁଷ୍କର୍ମ ଶ୍ରେଣୀ ଭୁକ୍ତ  କରାଯାଇ ପାରିବ ନାହିଁ । କାହିକିଁ ନା ଏହା ମହିଳାଙ୍କ ସହମତିରେ ହୋଇଥାଏ ।ଏଭଳି ମାମଲାରେ କୌଣସି ପରିସ୍ଥିତିରେ ଦୁଷ୍କର୍ମ ବୋଲି କୁହାଯାଏ ପାରିବ ନାହିଁ ।

 

ଦିଲୀ ହାଇକୋ୍ଟ ବିଚାର ପତି ବିଭୁ ବାଖୁର ନେତୃତ୍ୱରେ ଗଠିତ ଖଣ୍ଡ ପୀଠରେ ଏକ ମାମଲା ର ବିଚାର କରି ଏ ଭଳି ରାୟ ଦିଆଯାଇଛି । କୋଟ ପକ୍ଷରୁ ଏ କଥା ସ୍ପଷ୍ଟ କରାଯାଇଛି, ଯେ ବିବାହ ପ୍ରତି ସୁତ୍ରି ଦ୍ୱାରା ସୋ ଇଛାରେ ସ୍ଥାପନ କରୁଥିବା ଶାରୀରିକ ସଂପର୍କ କୁ ଅନୈତିକ କୁହାଯାଏ ପାରିବ ନାହିଁ । ଭାରତୀୟ ପୀଙ୍ଗୋଲ କୋଟ ଧାରା,୩୭୫ ଅନୁସାରେ ବିବାହ ପ୍ରତି ସୃତ୍ରି ଦେଇ ଦ୍ରିଘ ଦିନ ଧରି ଶାରୀରିକ ସଂପର୍କ କରିବାରେ ଉଭୟ ମହିଳା ଓ ପୁରୁଷ ସହମତି ରହିଥାଏ ।

ତେଣୁ ଏହାକୁ ଦୁଷ୍କର୍ମ ବୋଲି କୁହାଯାଇ ପାରିବ ନାହିଁ । ସୂଚନା ମୂତ ବକ ଜଣ ମହିଳାଙ୍କ ଅଭିଯୋଗ ଅନୁସାରେ ୨୦୦୮ ରୁ୨୦୧୫ ପର୍ଯ୍ୟନ୍ତ ଜଣେ ପୁରୁଷ ବିବାହ ପ୍ରତି ସୃତି ଦେଇ ତାଙ୍କ ସହ ବାରମ୍ବାର ଶାରୀରିକ ସଂପର୍କ ରଖିଥିଲେ ଏବଂ ପରର୍ବତୀ ସମୟରେ ସେ ତାଙ୍କୁ ବିବାହ ନକରି ଅନ୍ୟ ଜଣ ଯୁବତୀ ଙ୍କୁ ବିବାହ କରିଥିଲେ । ଫଳରେ ମହିଳା ଜଣଙ୍କ ସମ୍ପୃକ୍ତ ପୁରୁଷ ନାଁ ରେ କୋଟ ରେ ଦୁଷ୍କର୍ମ ମାମଲା ରେ ଦାୟର କରିଥିଲେ ।

 

ଏବେ ମାମଲା ର ବିଚାର କରି ଦିଲ୍ଲୀ ହାଇକୋଟ ଏଭଳି ରାୟା ଶୁଣେଇବା ସହ ଯୁବକଙ୍କୁ ଦୋଷ ମୁକ୍ତ କରିଛନ୍ତି । ଏଠାରେ ଆମେ କହିରଖୁଚୁ କି,ଆମ ସମାଜରେ ବିବାହ ପୂର୍ବରୁ ଶାରୀରିକ ସଂପର୍କ ସ୍ଥାପନ କରୁଥିବା ମହିଳା ଓ ପୁରୁଷ ମାନଙ୍କର ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ଏହା ବର୍ତ୍ତମାନ ଏକ ଟ୍ରେଣ୍ଡ ଭଳି ମାନେ ହଉଚି ।ମାତ୍ର କିଛି କ୍ଷେତ୍ରରେ ପ୍ରେମରେ ବିଫଳ ହେବା ବା ପ୍ରେମିକ ସହ ମନ ମାଲିନ୍ୟା ହେବା ବେଳେ ମହିଳା ମନେ ଏହାର ସୁଯୋଗ ନେଇ ସେହି ପୁରୁଷ ବନ୍ଧୁଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ।

ହେଲେ ଉଭୟଙ୍କ ସହମତିରେ ହଉଥିବା ପଂପର୍କ ସ୍ଥାପନ ହୋଇଥିବା ବେଳେ ଏହାର ସୁଯୋଗ ମହିଳା ମନେ ନେଉ ଥିବା ବେଳେ ପୁରୁଷ ମାନେ ଦଣ୍ଡିତ ହେଉଛନ୍ତି । ଏଭଳି କ୍ଷେତ୍ରରେ ଦିଲ୍ଲୀ ହାଇକୋ୍ଟଙ୍କ ଏଭଳି ରାୟକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟ ସରକାର ଙ୍କ ନିଷ୍ପତି , ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ 1 ଲକ୍ଷ ଟଙ୍କାର ଜୋରିମାନା

ଆଜିକାଲି ବଡ଼ ବଡ଼ ସହର ମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ଶବ୍ଦ ପ୍ରଦୂଷଣ। କେମିତି ବି ନହେବ ଯେଉଁ …

Leave a Reply

Your email address will not be published. Required fields are marked *