Breaking News

ଦେଖନ୍ତୁ ଭାଇ ଭଉଣୀ ଙ୍କ ସହ କେମିତି ମସ୍ତି କରୁଛନ୍ତି ତାରା ତାରିଣୀ ସିରିଏଲ ର ତନୁଜା

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଉଳୀଉଡ ଜଗତ ର କଳାକାର ମାନ ଙ୍କୁ ସେମାନେ ବହୁ ସଂଘର୍ଷ ଓ ପରିଶ୍ରମ କରି ସେ ଆଜି ଉଳିଉଡ଼ ଜଗତ ରେ ପ୍ରବେଶ କରିଛନ୍ତି । ଆପଣ ମାନେ ଜାଣିଥିବେ ଏହି କଳାକାର ମାନେ କିଛି ନା କିଛି କାରଣ ପାଇଁ ସବୁବେଳେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଥାନ୍ତି । ଆଜି ଆମେ ଜାଣିବା ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ ଙ୍କ ବିଷୟ ରେ ।

ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରା ତାରିଣୀ ଧାରାବାହିକ ରେ ଅଭିନୟ କରୁଥିବା ତନୁଜା ଙ୍କ ବିଷୟ ରେ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ତାରା ତାରିଣୀ ଧାରାବାହିକ ରେ। ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ତାରା ତାରିଣୀ ଓଡ଼ିଶାର ନମ୍ୱର୍ ୱାନ୍ ଶିରିଏଲ୍ ହୋଇପାରିଛି ଓ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ହଁ ବନ୍ଧୁ ଆଜି ଆମେ ଜାଣିବା ।

ତାଙ୍କ ପ୍ରକୃତ ନାମ ହେଉଛି ରଞ୍ଜିତା ପାଣିଗ୍ରାହୀ। ସେ ୧୯୯୬ ମସିହା ଡିସେମ୍ବର ୧୦ ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମ ସ୍ଥାନ ହଉଛି ମଧୁସୂଦନ ପୁର ,ଭଦ୍ରକ । ତାଙ୍କ ମାଆ ଙ୍କ ନାମ ସୁଲୋଚନା ପାଣିଗ୍ରାହୀ ଆଉ ବାପା ବସନ୍ତ ପାଣିଗ୍ରାହୀ । ରଞ୍ଜିତା ପାଣିଗ୍ରାହୀ ଙ୍କ ବାପା ମା ଉଭୟ ସରକାରୀ କର୍ମଚାରୀ । ତାଙ୍କ ପରିବାର ରେ ସେ ଆଉ ତାଙ୍କ ୪ ଭଉଣୀ ଅଛନ୍ତି । ରଞ୍ଜିତା ଙ୍କ ଅଜା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ।

ପିଲା ଟି ଦିନ ରୁ ରଞ୍ଜିତା ଙ୍କ ନାଚ,ଗୀତ ପ୍ରତି ଆଗ୍ରହ ଥିଲା । ସେ ମାତ୍ର ୩ ବର୍ଷ ବୟସରେ ସେ ଗୀତ ଗାଇଥିଲେ । ୨୦୧୬ ମସିହା ରେ ରଞ୍ଜିତା ରଜ କ୍ୱୀନି ରେ ବିଜେତା ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଲୋକ ଲୋଚନ କୁ ଆସିଥିଲେ । ତାରା ତାରିଣୀ ଧାରାବାହିକ ରେ ତନୁଜା ଭୂମିକାରେ ଅଭିନୟ କରିବା ସହ ଓଡ଼ିଆ ଆଲବମ୍ ରେ ମଧ୍ୟ ଅଭିନୟ କରିଛନ୍ତି ।ସେ ମାଷ୍ଟର ଡିଗ୍ରୀ ସମ୍ପୂର୍ଣ କରିଛନ୍ତି । ମାସ କମ୍ୟୁନିକେସନ ଆଣ୍ଡ ଜର୍ନାଲିଶିମ୍ ( BGU) ୟୁନିଭର ସିଟ୍ ରେ ।

ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ କିଛି ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ତନୁଜା ତାଙ୍କ ଭଉଣୀ ମାନ ଙ୍କ ସହ ମଜା ମସ୍ତି କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଫଟୋ ଗୁଡ଼ିକ ମଧ୍ୟ ଭାଇରାଲ ହବା ରେ ଲାଗିଛି ।ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *