Breaking News

ଦେଖନ୍ତୁ ଭିଡ଼ିଓ ଏଲିନା ଓ ଭୂମିକା ଙ୍କର ଏହି ଡ୍ୟାନ୍ସ ଭିଡ଼ିଓ ଟି ନିଆଁ ଭଳି ଭାଇରଲ ହେଉଛି ସୋସିଆଲ ମିଡ଼ିଆ ରେ ..

ଏହି ନୂଆବର୍ଷ ପାଳନ ହେବା ଅବସର ରେ ଆପଣ ମାନେ ସମସ୍ତେ ନିଜ ନିଜ ଆପଣାର ଲୋକମାନଙ୍କୁ ଆପଣ ନିଶ୍ଚୟ ଶୁଭେଛା ଜଣାଇଥିବେ।କାରଣ ନୂଆ ବର୍ଷ ରେ ସମସ୍ତେ ସମସ୍ତ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥାନ୍ତି।ତେବେ ଏହି ନୂଆବର୍ଷ ଅବସରେ ଶୁଭେଛା ଓ ଶୁଭକାମନା ଜଣାଇବାକୁ ବାଦ ପଡିନାହାନ୍ତି ଓଡ଼ିଆ ଜଗତର ଅଭିନେତା ଆଉ ଅଭିନେତ୍ରୀ ମାନେ।ସେମାନେ ମଧ୍ୟ ଭିଡ଼ିଓ ମାଧ୍ୟମରେ ତାଙ୍କ ଫ୍ୟାନ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଆଜି ଆମେ ଏମିତି ଗୋଟିଏ ଭିଡ଼ିଓ ଦେଖେଇବୁ ଯାହା କି ନିଆଁ ଭଳି ଭାଇରଲ ହେଉଛି ସୋସିଆଲ ମିଡ଼ିଆ ରେ।ତେବେ ଡେରି ନ କରି ଅସନ୍ତୁ ଜାଣିବା ଭିଡ଼ିଓ ବିଷୟରେ। ଆମ ଓଲିଉଡ ଜଗତର ହିରୋ ହିରୋଇନ ମାନେ ବିଭିନ୍ନ ପ୍ରକାରର ରେ ତାଙ୍କ ଫ୍ୟାନ ମାନଙ୍କୁ ନୂତନ ବର୍ଷ ର ଶୁଭେଚ୍ଛା ଜଣାଇଛନ୍ତି।

କିଏ ସୋସିଆଲ ମିଡ଼ିଆ ରେ ଫଟ ପୋଷ୍ଟ କରି ଅଭିନନ୍ଦନ ଜଣେଇଛନ୍ତି ତ ଆଉ କିଏ ସୋସିଆଲ ମିଡ଼ିଆ ରେ ଲାଇଭ ଭିଡ଼ିଓ କରି ତାଙ୍କ ଫ୍ୟାନ ମାନଙ୍କୁ ଅଭିନନ୍ଦନ ଜଣେଇଛନ୍ତି। ସବୁ ହିରୋ ହିରୋଇନ ମାନେ ନିଜ ନିଜ ଷ୍ଟାଇଲ ରେ ତାଙ୍କ ଫ୍ୟାନ ମାନଙ୍କୁ ନୂତନ ବର୍ଷ ର ଅଭିନନ୍ଦନ ଜଣେଇଛନ୍ତି ।ତେବେ ଏହି ଓଲିଉଡ ଜଗତର ସବୁଠାରୁ କମ ବୟସ ନାୟିକା ଭୂମିକା ଓ ଏଲିନା ସାମନ୍ତରାୟ ନିଆରା ଢଙ୍ଗରେ ତାଙ୍କ ଫ୍ୟାନ ମାନଙ୍କୁ ନୂତନ ବର୍ଷ ର ଅଭିନନ୍ଦନ ଜଣେଇଛନ୍ତି ।ତେବେ କଣ ରହିଛି ତାଙ୍କର ଏହି ନିଆରା ଶୈଳୀ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଭୂମିକା ତରଙ୍ଗ ଟିଭି ରେ ଏକ ସୋ ର ଅଡିସନ ମାଧ୍ୟମରେ ଓଲିଉଡ ଜଗତରେ ଏଣ୍ଟ୍ରି କରିଥିଲେ।ସେବେଠୁ ସେ ତାଙ୍କର ସୁନ୍ଦର ଅଭିନୟ କାଳରେ ଆଗକୁ ଆଗେଇ ଚାଲିଛନ୍ତି ସେ ଖୁବ କମ ବୟସରେ ବହୁତ ସଫଳତା ହାସଲ କରିପାରିଛନ୍ତି।ସେମିତି ଏଲିନା ବି ଖୁବ କମ ବୟସରୁ ବହୁତ ସଫଳତା ହାସଲ କରିଛନ୍ତି ଓଲିଉଡ ଜଗତରେ।

ଭୂମିକା ବହୁତ କମ ବୟସରୁ ଫିଲ୍ମି ଜଗତରେ ପାଦ ଦେଇଛନ୍ତି।ଆଉ ସେବେଠାରୁ ସେ ସଫଳତା ପରେ ସଫଳତା ହାସଲ କରି ଚାଲିଛନ୍ତି।ତେବେ ଏଲିନା ଆଉ ଭୂମିକା ଏକ ଡ୍ୟାନ୍ସ ମାଧ୍ୟମରେ ସେ ତାଙ୍କ ଫ୍ୟାନ ମାନଙ୍କୁ ନୂତନ ବର୍ଷ ର ଅଭିନନ୍ଦନ ଜଣାଇଛନ୍ତି ଯାହା କି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *