Breaking News

ଦେଖନ୍ତୁ , ତାରିଣୀ ଓ ରୂପମ କଲେ ରୋମାଣ୍ଟିକ ଡାନ୍ସ , ଭିଡିଓ ହେଲା ଭାଇରାଲ

ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଉଳୀଉଡ ଜଗତ ର କଳାକାର ମାନ ଙ୍କୁ ସେମାନେ ବହୁ ସଂଘର୍ଷ ଓ ପରିଶ୍ରମ କରି ସେ ଆଜି ଉଳିଉଡ଼ ଜଗତ ରେ ପ୍ରବେଶ କରିଛନ୍ତି । ଆପଣ ମାନେ ଜାଣିଥିବେ ଏହି କଳାକାର ମାନେ କିଛି ନା କିଛି କାରଣ ପାଇଁ ସବୁବେଳେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଥାନ୍ତି ।

ଆଜି ଆମେ ଜାଣିବା ଓଡ଼ିଆ ଧାରାବାହିକ ର ଦୁଇ ଯୋଡ଼ି ରୁପମ୍ ଓ ତାରିଣୀ ଜଣା ଶୁଣା ଅଭିନେତା ଓ ଅଭିନେତ୍ରୀ ଙ୍କ ବିଷୟ ରେ । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରା ତାରେଣି ଧାରାବାହିକ ରେ ଲିଡ ନାୟକ ଓ ନାୟିକା ଭାବରେ ଅଭିନୟ କରୁଥିବା ରୂପମ୍ ବା ତାରେଣୀ ବିଷୟ ରେ ।

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ଏହି ଦୁଇ ଜଣ ଙ୍କ ଜବରଦସ୍ତ ଅଭିନୟ ତାରା ତାରେଣୀ ରେ । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ତାରା ତାରେଣୀ ଆଜି ଓଡ଼ିଶାର ନମ୍ୱର୍ ୱାନ୍ ଶିରିଏଲ୍ ହୋଇପାରିଛି ଓ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ଲିପି ଧାରାବାହିକ ରେ ଅଭିନୟ କରିବା ସହିତ ସେ ଅନେକ ଫିଲ୍ମ୍ ଓ ମ୍ୟୁଜୀକ୍ ଭିଡିଓ ଆଲବମ୍ ରେ ଭଲ ଅଭିନୟ କରି ସେ ଆଜି ଲୋକ ପ୍ରିୟ ହବା ସହିତ ଅଲିଉଡ୍ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି ।

ରୁପମ୍ ମଧ୍ୟ ଅନେକ ଗୁଡ଼ିଏ ଧାରାବାହିକ କରିବା ସହିତ ଅନେକ ଫିଲ୍ମ୍ ମଧ୍ୟ କରିଛନ୍ତି। ବର୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହବା ରେ ଲାଗିଛି । ଏହି ଫଟୋ ଟି ହେଉଛି ତାଙ୍କ ସୁଟିଂ ସମୟ ର । ସେ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *