ଦକ୍ଷତା ଦେଖେଇବେ ବୋଲି ଆଗକୁ ଆସିଛନ୍ତି ଏବଂ ବାପା ମା ଙ୍କ ଗୋଟେ ଝିଅ ବୋଲି ମଞ୍ଜରୀ ଖୁବ୍ ଶୀଘ୍ର ଲୋକ ପରିଚିତ ହୋଇଗଲେ । ଅମ୍ବିକା ଙ୍କ ସ୍ଵପ୍ନ ଥିଲା ଯେ ସେ ବଡ଼ ପରଦା ରେ କାମ କରିବେ ବୋଲି ଯାହା ତାଙ୍କ ସ୍ଵପ୍ନ ଆଜି ପୂରଣ ହୋଇଗଲା ।ସେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ ମାୟା ଧାରାବାହିକ ରେ । ସେ ମାୟା ଧାରାବାହିକ ରେ ଜବରଦସ୍ତ ଅଭିନୟ କରି ବର୍ତ୍ତମାନ ବେଶ୍ ପରିଚିତ ।
ତାଙ୍କର ଜବରଦସ୍ତ ଅଭିନୟ ପାଇଁ ଆଜି ମାୟା ଧାରାବାହିକ ଟି ଓଡ଼ିଶା ର ନମ୍ବର ୱାନ ଧାରାବାହିକ ହୋଇପାରିଛି । ମଞ୍ଜରୀ ତାଙ୍କ ଅଭିନୟ ଫଳ ରେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି ।ମଞ୍ଜରୀ ଆଗରୁ ବହୁ ଧାରାବାହିକ ରେ ଅଭିନୟ କରିବା ପାଇଁ ଅଡ଼ିସନ୍ ଦେଇଥିଲେ କିନ୍ତୁ ସଫଳ ହୋଇ ନଥିଲେ । ସେ ବହୁ ଅଡ଼ିସନ୍ ଦବା ପରେ ମାୟା ଧାରାବାହିକ ରେ ଅଭିନୟ କରିବା ପାଇଁ ଅଡିସନ୍ ଦେଇଥିଲେ ଓ ସଫଳ ମଧ୍ୟ ହେଇଥିଲେ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ