Breaking News

ଦେଖନ୍ତୁ , ଶୁଟିଙ୍ଗ ସେଟ ରେ ମଞ୍ଜରି କେମିତି ପାଗେଳି ଭଳି ହେଉଛନ୍ତି !

ଦକ୍ଷତା ଦେଖେଇବେ ବୋଲି ଆଗକୁ ଆସିଛନ୍ତି ଏବଂ ବାପା ମା ଙ୍କ ଗୋଟେ ଝିଅ ବୋଲି ମଞ୍ଜରୀ ଖୁବ୍ ଶୀଘ୍ର ଲୋକ ପରିଚିତ ହୋଇଗଲେ । ଅମ୍ବିକା ଙ୍କ ସ୍ଵପ୍ନ ଥିଲା ଯେ ସେ ବଡ଼ ପରଦା ରେ କାମ କରିବେ ବୋଲି ଯାହା ତାଙ୍କ ସ୍ଵପ୍ନ ଆଜି ପୂରଣ ହୋଇଗଲା ।ସେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ ମାୟା ଧାରାବାହିକ ରେ । ସେ ମାୟା ଧାରାବାହିକ ରେ ଜବରଦସ୍ତ ଅଭିନୟ କରି ବର୍ତ୍ତମାନ ବେଶ୍ ପରିଚିତ ।

 

ତାଙ୍କର ଜବରଦସ୍ତ ଅଭିନୟ ପାଇଁ ଆଜି ମାୟା ଧାରାବାହିକ ଟି ଓଡ଼ିଶା ର ନମ୍ବର ୱାନ ଧାରାବାହିକ ହୋଇପାରିଛି । ମଞ୍ଜରୀ ତାଙ୍କ ଅଭିନୟ ଫଳ ରେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି ।ମଞ୍ଜରୀ ଆଗରୁ ବହୁ ଧାରାବାହିକ ରେ ଅଭିନୟ କରିବା ପାଇଁ ଅଡ଼ିସନ୍ ଦେଇଥିଲେ କିନ୍ତୁ ସଫଳ ହୋଇ ନଥିଲେ । ସେ ବହୁ ଅଡ଼ିସନ୍ ଦବା ପରେ ମାୟା ଧାରାବାହିକ ରେ ଅଭିନୟ କରିବା ପାଇଁ ଅଡିସନ୍ ଦେଇଥିଲେ ଓ ସଫଳ ମଧ୍ୟ ହେଇଥିଲେ ।

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.