Breaking News

ଦେଖନ୍ତୁ ଓଡିଆ ନାୟିକା ଲିପ୍ସା(Lipsa) ସବ୍ୟ ଅର୍ଚିତା (Sabyasachi Archita) ଙ୍କ ବାହାଘରକୁ ନେଇ କଣ କହିଲେ

କିଛି ଦିନ ତଳେ ଅଲିଉଡ ର ସୁପର ହିଟ ଯୋଡି ସବ୍ୟସାଚୀ ଏବଂ ଅର୍ଚ୍ଚିତାବିବାହ ବନ୍ଧନରେ ବାନ୍ଧି ହୋଇଥିବା ସମୟ ରେ କଣ ହୋଇଥିଲା ଆସନ୍ତୁ ଜାଣିବା ଆମର ଏହି ପୋଷ୍ଟ ମାଧ୍ୟମ ରେ । ରାଜସ୍ଥାନ ର ଏକ ବିଳାସ ପୂର୍ଣ୍ଣ ସ୍ଥାନ ରେ ଉଭୟଙ୍କ ବାହାଘର ହୋଇଥିଲା। ଏହି ବିବାହ ରେ ସବ୍ୟ ରାଜା ବିଷୟ ରେ ସଜେଇ ହୋଇଥିଲା ବେଳେ ରାଣୀ ବେଶ୍ ରେ ସୁନ୍ଦରୀ ଅର୍ଚ୍ଚିତା ବେଶ୍ ମାନୁଛନ୍ତି । ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ଉଭୟ ଙ୍କ ବର୍ କନିଆ ଫଟୋ ସୋସିଆଲ ମିଡିଆ ରେ ଘୁରି ବୁଲୁଛି ସେ ତାଙ୍କ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।

ଓଡ଼ିଆ ସିନେମା ଜଗତ ରେ ଏମିତି ଯୋଡ଼ି ଅଛନ୍ତି ଯାହାକୁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥାନ୍ତି । ସେଥି ମଧ୍ୟରୁ ସବ୍ୟସାଚୀ ଏବଂ ଚକୋଲେଟ ହୀରୋଇନ ଅର୍ଚ୍ଚିତା ଙ୍କ ଯୋଡ଼ି ନିଆରା ଏହି ଯୋଡ଼ି ଙ୍କୁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥାନ୍ତି । ହଁ ବନ୍ଧୁ କେତେବେଳେ ଅର୍ଚ୍ଚିତା ଙ୍କ ପାଉଁଜି ସ୍ୱର୍ ରେ ସବ୍ୟସାଚୀ ପାଗଳ ହୋଇଛନ୍ତି ତ କେତେବେଳେ ଅର୍ଚ୍ଚିତା ଙ୍କ ପାଇଁ ସପନ ର ସୌଦାଗର ପାଲଟିଛନ୍ତି । ଆଉ କେତେ ବେଳେ ଏ ଦୁଂହୀ ଙ୍କ ପ୍ରେମ ଜ୍ଵର ମଧ୍ୟ ହୋଇଛି ଏବଂ ମୁଁ ଏକ ତୁମର କହି ସାତ ଜନମ ପାଇଁ ବାନ୍ଧି ହୋଇଥିବା ।

ଅଲିଉଡ ର ସୁପର୍ ହିଟ ଯୋଡି । ଅନେକ ଦିନ ହେଲା ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କୁ ନେଇ ପ୍ରେମ ସମ୍ପର୍କ ଚର୍ଚ୍ଚା ରେ ଚାଲିଥିଲା । ହଁ ବନ୍ଧୁ ପ୍ରଥମେ ବନ୍ଧୁତା ତ ପରେ ଭଲପାଇବା ତା ପରବର୍ତ୍ତୀ ସମୟରେ ସାତ ଜନମ ପାଇଁ ସାଥି । ଉଭୟ ମହଲ ରୁ ତାଙ୍କୁ ଶୁଭେଛା ଜନେଇଛନ୍ତି । ସବ୍ୟ କହିଛନ୍ତି ଯାହା ଭଗବାନ ଙ୍କ ଇଚ୍ଛା ତା ହିଁ ହବ ଓ ମଣିଷ ଯାହା ଚାହିଁଲେ ପେ ହବ ନାହିଁ । ରିଅଲ ଲାଇଫ ରେ ଏହି ସୁପର୍ ଯୋଡ଼ି ହିଟ୍ ଥିଲା ବେଳେ ରିଅଲ ଲାଇଫ ରେ ମଧ୍ୟ ଜୀବନ ସାଥୀ ହୋଇ ଚର୍ଚ୍ଚା ର ବିଷୟ ପାଲଟିଛନ୍ତି । ହଁ ବନ୍ଧୁ ରିଅଲ ଲାଇଫ ରେ ଏହି ଦୁଇ ଯୋଡ଼ି ସୁପର୍ ହିଟ ଯୋଡି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.