Breaking News

ଦେଖନ୍ତୁ Live ଭିଡିଓ ରେ ଏଲିନା ଆସି କହିଲେ କେବେ ଓ କାହାକୁ ବିବାହ କରିବେ ଏହି ଭିଡିଓ ଭାଇରାଲ ହେଉଛି

ଆପଣ ମାନେ ଜାଣିଥିବେ ମନ୍ୟୁଷ ଜୀବନ ଏତେ ବ୍ୟସ୍ତ ବହୁଳ ଯେ ଲୋକମାନେ ଟିକେ ଭଲରେ ରହିବାକୁ ବା ସୁଖରେ ରହିବାକୁ ସମୟ ପାଉନାହାନ୍ତି।ତେବେ ବହୁତ ଲୋକ ଅଛନ୍ତି ସେମାନେ ଟିକେ ଖୁସିରେ ରହିବା ପାଇଁ ଅନେକ କିଛି କରିବାକୁ ଭଲ ପାଆନ୍ତି।ଯେମିତିକି ଗୀତ ଗାଇବା ସିରିଏଲ ଦେଖିବା ଡ୍ୟାନ୍ସ କରିବା ଏମିତୁ ଅନେକ କିଛି କରିଥାନ୍ତି। ତେବେ ଦେଖିବାକୁ ଗଲେ ଆମ ଦେଶ ରେ ଫିଲ୍ମ ଆଉ ସିରିଏଲ ରେ ବହୁତ ଲୋକପ୍ରିୟତା ରହିଛି।

ବହୁତ ଲୋକ ଫିଲ୍ମି ଓ ସିରିଏଲ ଦେଖି ମନୋରଞ୍ଜନ କରିଥାନ୍ତି। ତେବେ ଦେଖିବାକୁ ଗଲେ ଏହି ବ୍ୟସ୍ତ ବହୁଳ ଜୀବନ ରେ ଲୋକ ମାନେ କିଛି ସମୟ ପାଇଁ ନିଜ ପରିବାର , ବନ୍ଧୁବର୍ଗ ଙ୍କ ସହ ଫିଲ୍ମ ଦେଖି ଥାନ୍ତି,ଆଉ ତା ସହ ବହୁତ ଖୁସି ମଧ୍ୟ ହେଇ ଥାନ୍ତି। ଆମ ଓଡିଶାରେ ଓଡ଼ିଆ ଚଳଚ୍ଚିତ୍ର ର ବହୁତ ଚାହିଦା ରହିଛି।

ଓଡ଼ିଆ ଫିଲ୍ମି ଜଗତରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ କେବଳ ଓଡ଼ିଶାରେ ନୁହେଁ ବରଂ ସାରା ଦେଶରେ ଲୋକପ୍ରିୟତା ପାଇପାରିଛନ୍ତି।ସେମାନେ ତାଙ୍କ ଅଭିନୟ ପାଇଁ ଲୋକମାନଙ୍କ ହୃଦୟ କୁ ନିଜର ଅଭିନୟ , ସୁନ୍ଦରତା ପାଇଁ ଲୋକ ଙ୍କ ପାଖରେ ପ୍ରିୟ ହୋଇ ଥାନ୍ତି। ତେବେ ଓଲିଉଡ଼ ରେ ଏମତି ଅନେକ ଅଭିନେତ୍ରୀ ମାନେ ରହିଛନ୍ତି। ଆମେ ଏମିତି ଜଣେ ଅଭିନେତ୍ରୀ ଙ୍କ ବିଷୟରେ ଜାଣିବା।ତେବେ ଚାଲନ୍ତୁ ଜାଣିବା ସେହି ଅଭିନେତ୍ରୀ ଙ୍କୁ।

 

ତେବେ ସେ ଆଉ କେହି ନୁହନ୍ତି ଆପଣ ମାନେ ଜାଣିଥିବେ ଏଲିନା ସାମନ୍ତରାୟ ଙ୍କୁ। ତେବେ ସେ ଏକ ସୋ ମାଧ୍ୟମରେ ଓଲିଉଡ଼ ସିନେ ଜଗତ କୁ ପ୍ରବେଶ କରି ଥିଲେ।ଆଉ ପରେ ଅନେକ ସଫଳତା ମଧ୍ୟ ପାଇଥିଲେ। ତେବେ ତାଙ୍କର ସୁନ୍ଦରତା , ଅଭିନୟ ଦର୍ଶକ ମାନଂକୁ ଖୁସି ଆଣି ଦେଇଛି, ତେଣୁ ସେ ଦର୍ଶକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇ ପାରିଛନ୍ତି।

ତେବେ ଆପଣ ମାନେ ଦେଖିଥିବେ ସୋସିଆଲ ମିଡ଼ିଆ ରେ ତାଙ୍କର ଗୋଟିଏ ଫଟ ଭାଇରଲ ହେବାରେ ଲାଗିଛି।ତେବେ କିଛି ଦିନ ତଳେ ଏଲିନା ସାମନ୍ତରାୟ ତାଙ୍କ ଦର୍ଶକ ମାନଙ୍କ ପାଇଁ ଲାଇଭ୍ ଆସିଥିଲେ।ତେବେ ତାଙ୍କର ଗୋଟିଏ ମ୍ୟୁଜିକ ଭିଡ଼ିଓ ଥିଲା ଏହି ଗୀତକୁ ଅସୀମା ପଣ୍ଡା ଗାଇଛନ୍ତି। ତାଙ୍କ ଗୀତ ଟି ରିଲିଜ ହେବା ପରେ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି, ଆଉ ବହୁତ ସାରା କମେଣ୍ଟ , ଲାଇକ , ସେୟାର ମଧ୍ୟ କରିଛନ୍ତି।ତେବେ ଏହି ଗୀତ ପାଇଁ ଏଲିନା ଙ୍କୁ ସବୁଆଡୁ ପ୍ରଶଂସା ର ସୁଅ ଛୁଟୁଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *