Breaking News

ଦେଖନ୍ତୁ କେମିତି ଆପଣଙ୍କୁ ବୋକା ବନାନ୍ତି ଫିଲ୍ମ ର ହିରୋ ମାନେ, ବଡ଼ି ନଥିଲେ ମଧ୍ୟ ଏମିତି Film ରେ ଦେଖେଇଥାନ୍ତି ବଡି ଦେଖିଲେ ଆପଣଙ୍କ ମୁଣ୍ଡ ଗରମ ହୋଇଯିବ…

ଦର୍ଶକବନ୍ଧୁ ଫିଲ୍ମରେ ଏବେ ଏମିତି ଅନେକ ସିନ୍ ଦେଖନ୍ତି ଯାହା ଉପରେ ଆମ ଆଖି ମଧ୍ୟ ବିଶ୍ୱାସ କରିପାରେ ନାହିଁ ଅନେକ ଥର ତ ଏପରି କଳାକାର ମାନଙ୍କ ସିକ୍ସପ୍ୟାକ୍ ଦେଖାଇଦିଆ ଯାଇଥାଏ ଯେଉଁମାନେ ଅସଲରେ କେବେ ଜିମ୍ ଯାଇ ନଥିବେ ଆଉ ଅନେକ ସମୟରେ ହିରୋ ମାନଙ୍କ ଡବଲ ରୋଲ୍ ମଧ୍ୟ ଦେଖାଯାଇଥାଏ ଆଉ ଅନେକ ଥର ତ ହୋରି ଏବଂ ହିରୋଇନଙ୍କ କିଶିଂ ସିନ୍ ମଧ୍ୟ ଦେଖେଇ ଦିଆଯାଇଥାଏ ଯାହା ସେମାନେ ଅସଲରେ କରି ନଥିବେ ତେବେ ଦର୍ଶକ ବନ୍ଧୁ ଏହିସବୁ ସୁଟିଂ କିପରି ହୋଇଥାଏ ଆସନ୍ତୁ ଜାଣିବା।

ଦର୍ଶକ ବନ୍ଧୁ ଆଜିକାଲି ସବୁ ଆକ୍ସନ ସିନ୍ ଫିଲ୍ମରେ ହିରୋ ମାନଙ୍କର ସିକ୍ସପ୍ୟାକ୍ ଆବ୍ସ ଦେଖାଯାଇଥାଏ ଏବେ ତ ଏପରି ମାନାଯାଉଛି ଯେଉଁ ଫିଲ୍ମରେ ସିକ୍ସପ୍ୟାକ୍ ଆବ୍ସ ନାହିଁ ସେ ହିରୋ ନିଜେ ଦର୍ଶକ ବନ୍ଧୁ ଏହି ଟ୍ରେଣ୍ଡର ଆରମ୍ଭ ସଲମାନ୍ ଖାନ୍ କରିଥିଲେ ଆଉ ତାଙ୍କୁ ହିଁ ଦେଖି ଆଜିକାର ନୂଆ ଆକ୍ଟର୍ ସିକ୍ସପ୍ୟାକ୍ ବନାଉଛନ୍ତି ଦର୍ଶକ ବନ୍ଧୁ ଏହି ସିକ୍ସପ୍ୟାକ୍ ର କମାଲ VFX ଆଉ ଏକ ଖାସ୍ ପ୍ରକାରର ବଡ୍ଡି ଶୁଟ ଦ୍ଵାରା ହୋଇଥାଏ।

VFX ସାହାଯ୍ୟରେ କୌଣସି ବି ଆକ୍ଟର୍ କୁ ସିକ୍ସପ୍ୟାକ୍ ଦିଆଯାଇ ପାରିବ କିଛି ଫିଲ୍ମରେ ଆକ୍ଟର୍ ମାନଙ୍କୁ ଖାସ୍ ପ୍ରକାରର ବଡ୍ଡି ଶୁଟ୍ ମଧ୍ୟ ପିନ୍ଧିବାକୁ ଦିଆଯାଇଥାଏ ଯାହା ଫଳରେ ଆକ୍ଟର୍ ବଡ୍ଡିରେ ସିକ୍ସପ୍ୟାକ୍ ଦେଖା ଯାଇଥାଏ ଆଉ ଏହି ଲିଷ୍ଟରେ ଗୋବିନ୍ଦା ଏବଂ ଅକ୍ଷୟ କୁମାରଙ୍କ ନାଁ ମଧ୍ୟ ସାମିଲ ରହିଛି।

ଦର୍ଶକ ବନ୍ଧୁ ଆପଣମାନେ ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ଏମଏସ ଧୋନି ତ ନିଶ୍ଚିତ ଭାବରେ ଦେଖିଥିବେ ଏଥିରେ ଆପଣମାନେ କେତେକ ସିନ୍ ଦେଖିଥିବେ ଯେଉଁଥିରେ ରିୟଲ୍ ମ୍ୟାଚ୍ ର ବୋହୁତ ଭିଡିଓ ଦେଖା ଯାଇଥିଲା ଯେଉଁଠାରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେହେରା ବଦଳରେ ସୁଶାନ୍ତ ସିଂ ରାଜପୁତଙ୍କ ଚେହେରା ଦେଖାଯାଇଛି କିନ୍ତୁ ପ୍ରକୃତରେ ଏଠାରେ ମଧ୍ୟ VFX ସାହାଯ୍ୟରେ ଏହି ସିନ୍ ପ୍ରସ୍ତୁତ କରାଯାଇଥିଲା।

ଆଉ ପ୍ରକୃତ ମ୍ୟାଚ୍ ର ଫୁଟେଜରେ ଧୋନିଙ୍କ ଚେହେରା ଲଗା ଯାଇଥିଲା ଏହି ଫିଲ୍ମରେ ଏକ ଏମିତି ସିନ୍ ମଧ୍ୟ ଥିଲା ଯେଉଁଥିରେ ସୁଶାନ୍ତ ସିଂ ରାଜପୁତଙ୍କୁ ବୋହୁତ ପତଳା ଏବଂ କମ୍ ବୟସର ଦେଖା ଯାଇଥିଲା ଏହି ସିନ୍ ବନାଇବା ପାଇଁ ଏକ ପତଳା ଆକ୍ଟର୍ ଙ୍କ ସାହାଯ୍ୟ ନିଆଯାଇଥିଲା ଯେଉଁଥିରେ ତାଙ୍କ ଚେହେରାକୁ ବଦଳାଇ ସୁଶାନ୍ତ ସିଂ ରାଜପୁତଙ୍କ ଚେହେରା ଲଗା ଯାଇଥିଲା।

ଦର୍ଶକବନ୍ଧୁ ବଲିଉଡର ପ୍ରାୟ ସମସ୍ତ ଫିଲ୍ମରେ ଆପଣ କିଶିଂ ସିନ୍ ଦେଖିଥିବେ ପ୍ରାୟ କେତେକ ସମୟରେ ଏହାକୁ ସତରେ କରାଯାଇଥାଏ କିନ୍ତୁ ବୋହୁତ ଥର କିଛି ହିରୋ ବା ହିରୋଇନ୍ ଏହି ସିନ୍ କରିବା ପାଇଁ ମନା କରିଦେଇ ଥାଆନ୍ତି ଏହା ଫଳରେ VFX ସାହାଯ୍ୟରେ ଏହାକୁ ଏଡିଟ କରାଯାଇଥାଏ ଆଉ ଦର୍ଶକମାନଙ୍କୁ ଏପରି ଲାଗେ କି ହିରୋ ହିରୋଇନ୍ ମାନେ ବାସ୍ତବରେ କିସ୍ କରୁଛନ୍ତି।

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.