Breaking News

ଦେଖନ୍ତୁ କଣ ଘଟିଲା !! କୋର୍ଟ ରେ ମୁହାଁ ମୁହିଁ ହେଲେ ଅନୁଭବ- ବର୍ଷା

ଅଦାଲତ ରେ ହଜାର ହେଲେ ଅନୁଭବ ଏବଂ ବର୍ଷା | ତେବେ ଉଭୟ ଅନୁଭବ ଏବଂ ବର୍ଷା ଙ୍କୁ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ | ତେବେ ଯେପରିକି ଆପଣ ମାନେ ଜାଣିଥିବେ ସେମାନଙ୍କ ମଧ୍ୟରେ ବହୁଦିନରୁ ପାରିବାରିକ ବିବାଦ ଲାଗିରହିଛି | ତେବେ କୋର୍ଟ କଣ ନିର୍ଦ୍ଦେଶ ଦେଲେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର | ତେବେ ପ୍ରଥମେ ବର୍ଷା ଏବଂ ପରେ ଅନୁଭବ କୋର୍ଟ ରେ ହାଜର ହୋଇଥିଲେ |

ତେବେ ପୂର୍ବ ରୁ ଯଦି କହିବେ ଅନୁଭବ ମହାନ୍ତି ବିବାହ ବିଛେଦ ପାଇଁ ଦିଲ୍ଲୀ ର ପଟିଆଲା କୋର୍ଟ ରେ ଆବେଦନ କରିଥିଲେ | ସେଠାରେ ସେ ମଧ୍ୟ ଦର୍ଶାଇ ଥିଲେ ଯେ ତାଙ୍କ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ |ତେବେ ତାଙ୍କ ବିବାହ ର ସତ ବର୍ଷ ମଧ୍ୟରେ ବର୍ଷା ତାଙ୍କ ସହ ଶାରୀରିକ ସମ୍ପର୍କ ରଖିନାହାନ୍ତି | ତେବେ ତାଙ୍କ ପରିବାର କୁ ଆଗକୁ ବଢାଇବା ପାଇଁ ମଧ୍ୟ କୌଣସି ଉଦ୍ୟମ କରିନାହାନ୍ତି | ଏବଂ ତାଙ୍କ ପରିବାର ରେ ଅଶାନ୍ତି ର ବତ୍ତାବରଣ ସୃଷ୍ଠୀ କରିଛନ୍ତି |

ତେବେ ଏହି ଭଳି ଅଭିଯୋଗ କରି ତାଙ୍କ ଠାରୁ ସିଧାସଳଖ ଅଭିଯୋଗ ଚାହିଁ ଥିଲେ ବୋଲି ଅଭିଯୋଗ କରିଥିଲେ | ଏବଂ ପରବର୍ତୀ ସମୟରେ ଅନୁଭବ ଙ୍କ ଘର ପକ୍ଷ ରୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଛି ବୋଲି ଅଭିଯୋଗ ଆଣିଥିଲେ | ତେବେ ଅନୁଭବ ଙ୍କ ଦ୍ଵାରା ଦିଲ୍ଲୀ ପଟିଆଲା କୋର୍ଟ ରେ ଆବେଦନ କରାଯାଇଥିବା ଛାଡପତ୍ର ଏବେ କଟକ କୁ ସ୍ଥାନନ୍ତରଣ କରାଯାଉ ବୋଲି ସେ ଆବେଦନ କରିଥିଲେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *