Breaking News

ଦେଖନ୍ତୁ କଣ ହୋଇଥିଲା ଓ କଣ ପାଇଁ ଆତ୍ମହତ୍ୟା କରିଥିଲେ ରଶ୍ମିରେଖା, ସବୁ ସତ ଏବେ ପଦାକୁ ଆସିଲା !

ନମସ୍କାର ବନ୍ଧୁଗଣ ଯାହା ଆପଣଙ୍କ ପାଇଁ ଆସିଯାଇଛି ବହୁତ ବଡ଼ ଦୁଃଖ ଖବର ଆପଣ ମାନଙ୍କର ପ୍ରିୟ କେମିତି କହିବି କହ ଧାରାବାହିକର ଅଭନେତ୍ରୀ ରଶ୍ମି ରେଖା ଓଝାଙ୍କର ମୃତ୍ୟ ପରେ ମୁହଁ ଖୋଲିଛନ୍ତି ଅଭନେତ୍ରୀ ସୁପ୍ରିୟା ନାୟକ ତାଙ୍କ କହିବା ଅନୁସାରେ ଏହା କେବେବି ହତ୍ୟା ହୋଇ ନପାରେ ସୁପ୍ରିୟା ଏକ ଇଣ୍ଟରବିଉ ରେ କହଛନ୍ତି ଯେତେବେଳେ ତାଙ୍କ ଶରୀରକୁ ଉଦ୍ଧାର କରାଗଲା ସେତେବେଳେ ତାଙ୍କ ଶରୀର ଶଙ୍ଖ ଶାଢ଼ୀ ସିନ୍ଧୁର ରହିଥିଲା |

ଏହା ସହିତ ସେ ମଧ୍ୟ କହିଛନ୍ତି ଯେ କିଛି ଦିନ ତଳେ ତାଙ୍କ ଆଖି ଫୁଲି ଯାଇଥିଲା ତେଣୁ ସେ ଆଖିକୁ ଢାଙ୍କି ଥିଲେ ଏବଂ ସାଙ୍ଗମାନେ ଯେତେବେଲେ ପଚାରିଥିଲେ ସେତେବେଳେ ସେ କହିଥିଲେ ତାଙ୍କ ଆଖିରେ କୌଣସି ପକା ମାଡ଼ ହୋଇଛି ସେଥି ପାଇଁ ତାଙ୍କ ଆଖିର ଅବସ୍ଥା ଏମିତି ହୋଇଛି ଯାହାପରେ ସୁପ୍ରିୟା ସେତେବେଳେ ସେକିଛି କହିନଥିଲେ କାହିଁକି ନା ଏକ ପୋକ ମାଡ଼ ହେଲେ ଏମିତି ଆଖିର ଅବସ୍ଥା ହୋଇପାରିବ ଏହା ଛଡା ସୁପ୍ରିୟା କହିଛନ୍ତି |

ପାଖା ପାଖି 3ମାସ ତଳେ ଶୁଣିବାକୁ ମିଳିଥିଲେ ସେ ବିବାହ କରିଥିଲେ ହୋଇପାରେ ତାଙ୍କ ସ୍ୱାମୀ ସ୍ତ୍ରୀ ମଧ୍ୟରେ କିଛିଟା ଝଗଡା ହୋଥିଲା ଯେଉଁ କାରଣ ପାଇଁ ତାଙ୍କ ଆଖି ଏମିତି ଫୁଲିଥିଲା |

ହୁଏତ ତାଙ୍କ ସ୍ୱାମୀ ତାଙ୍କୁ ମାରି ଥାଇ ପାରନ୍ତି ଏହାକୁ ନେଇ କିଛି ଜଣା ପଡି ନାହଁ କିନ୍ତୁ ସୁପ୍ରିୟା ଏନେଇ କହିନଥିଲେ ମଧ୍ୟ ସେ କହିଛନ୍ତି ଏହା କେବେବି ଆତ୍ମ ହତ୍ୟା ହୋଇ ନପାରେ ଏହି ଘଟଣାରେ ସମ୍ପୂର୍ଣ ତଦନ୍ତ କରାଯାଉ ଯାହାକୁ ବିବାହ କରିଥିଲେ ତାଙ୍କ ଉପରେ ସଠିକ ଭାବରେ ତଦନ୍ତ କରାଯାଉ | ମୁଁ ଯେତିକି ତାଙ୍କ ସହିତ ମିଶିଛି ସେ କେବେବି ଏମିତି କରି ପାରିବେ ନାହିଁ |

About odisha news

Check Also

ଘୋଷଣା ହେଲା ଦଶମ ବୋର୍ଡ଼ ପରୀକ୍ଷାର ରେଜଲ୍ଟ, ଦେଖନ୍ତୁ ଏହି ତାରିଖରେ ପ୍ରକାଶ ପାଇବା ଦଶମ ପରୀକ୍ଷା ରେଜଲ୍ଟ !

ଯାହାକି ଆମ ରାଜ୍ୟରେ ମାଟ୍ରିକ ଫଳ କୁ ନେଇ ଆସୁଛି ଆଉ କିଛି ବଡ଼ ସୂଚନା ଫୁଣି ଆସିଲା ମାଟ୍ରିକ …

Leave a Reply

Your email address will not be published.