Breaking News

ଦେଖନ୍ତୁ କାଳିଆ ଯୋଜନାର ସପ୍ତମ କିସ୍ତି ଟଙ୍କା କଣ ପାଇଁ ଆସିନି ଓ କଣ କଲେ ଆସିବ ଦେଖନ୍ତୁ !

ନମସ୍କାର ଦର୍ଶକବନ୍ଧୁ ଅକ୍ଷିତୃତୀୟା ଅବସରରେ ଚାଷୀଙ୍କୁ ଦେଲେ ରାଜ୍ୟ ସରକାର କାଳିଆ ଯୋଜନାର ସପ୍ତମ କିସ୍ତିର ଟଙ୍କା ପ୍ରତେକ ହିତାଧିକାରୀ ଙ୍କ 2000 ଟଙ୍କା ଲେଖାଏ ମିଳିଲା ଯାହା ସିଧା ସଳଖ ହିତାଧକାରୀ ଙ୍କ ବ୍ୟାଙ୍କ ଖଟକୁ ଗଲା କିନ୍ତୁ ଅନେକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏପର୍ଯ୍ୟନ୍ତ ଟଙ୍କା ଆସିନାହିଁ |

ଯଦି ଆପଣଙ୍କ ବ୍ୟାଙ୍କ ଖାତାକୁ କାଳିଆ ଯୋଜନାର ସପ୍ତମ କିସ୍ତିର ଟଙ୍କା ଆସିନାହିଁ ତେବେ ସୂଚନା ଯୋଗେ କାଳିଆ ଯୋଜନାର ଅଷ୍ଟମ କିସ୍ତିରେ ଟଙ୍କା ମିଳିବାକୁ ଯାଉଛି ରାଜ୍ୟର ସମସ୍ତ ଚାଷୀ ଓ ଭୂମି ହୀନ କୃଷକ ମାନଙ୍କୁ କୃଷି କାର୍ଯ୍ୟରେ ଅନେକ ସହାୟତା ଯୋଗାଇବା ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ଘୋଷଣା କରିଛନ୍ତି |

ସାରା ଦେଶରେ ଚାଷୀ କଲ୍ୟାଣ ପାଇଁ ଏହା ଏକ ଯୋଗାନ୍ତ କାରି ପାଦେଖେପ ଅଟେ ତେବେ ଚାଷୀ ମାନଙ୍କୁ ଏବେ ରବି ଋତୁରେ ବିହନ ସାରା ତଥା କୀଟନାଶକ ଓ କୃଷି ଯନ୍ତ୍ରପାତି ଯୋଗାଇ ଦେବାକୁ ମଧ୍ୟ ଆନୁସଙ୍ଗିକ ଭାବେ ସରକାର ଘୋଷଣା କରିଛନ୍ତି | ସେହି ପରି ଭୂମିହୀନ କୃଷକ ଭାଇ ମାନେ କିପରି ଆଗକୁ ବଢି ପାରିବେ ସେ ନେଇ ମଧ୍ୟ ସରକାର ଚିନ୍ତା କରିଛନ୍ତି | ତେବେ କେବେ ମିଳିବ କାଳିଆ ଯୋଜନା ଟଙ୍କା ଏନେଇ ସରକାର କୌଣସି ପଟିକୁଲାର ତାରିଖ ଦେଇ ନାହାନ୍ତି କିନ୍ତୁ ଅଗଷ୍ଟ ପୂର୍ବରୁ ସମସ୍ତ ଚାଷୀ ଭାଇ ମାନଙ୍କୁ ଟଙ୍କା ମିଳିବା ନେଇ ସରକାର ଅବଗତ କରାଇଛନ୍ତି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.