Breaking News

ଦେଖନ୍ତୁ ଏହି 10ଟି ଖାତରନାକ ନମୁନା, ଯାହାଙ୍କ କାଣ୍ଡ ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ ଦେଖନ୍ତୁ Video ଆଉ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଆଜି କାଲି ଭାଇରାଲ ହେଉଥିବା ମଜାଳିଆ ଭିଡ଼ିଓ ବିଷୟରେ କହିବୁ ଯାହାକୁ ଶୁଣି ଆପଣ ହସି ହସି ଗଡି ଯିବେ

ନମ୍ବର 1 ରେ – ଆପଣମାନେ ୟୁଟ୍ୟୁବରେ ରେ ଏମିତି ବ୍ଲକ ଚ୍ୟାନେଲ ଦେଖି ଥିବେ ଯେଉଁଥିରେ ଲୋକ ନିଜର ଡେଲି ଲାଇଫ କୁ ଲୋକମାନଙ୍କ ସହିତ ସେୟାର କରି ଥାଆନ୍ତି କି ସେ ଦିନ ସାରା କଣ କରନ୍ତି କଣ ଖାଆନ୍ତି ଓ କଣ ପିଅନ୍ତି କେମିତି ବଞ୍ଚନ୍ତି କେମିତି ରୁହନ୍ତି ସବୁ କିଛି ସେହି ଭଳି ଜଣେ ଲୋକ ୟୁଟ୍ୟୁବ ଚ୍ୟାନେଲ ଖୋଲିଲା ଯେଉଁଥିରେ ତାର ଫାଷ୍ଟ ଫୁଡ୍ ବ୍ଲକ ଏମିତି ଥିଲା ଯାହା ଦେଖି ଆପଣ ମଧ୍ୟ ହସିବେ ସେଥିରେ ସେ କହିଛି ସେ କଣ ଖାଉଛି ରୁଟି ସହିତ ବିଲମ୍ ମିଶାଇ ଖାଉଛି ଆଉ କୋଉଛି ବୋହୁତ ଟେଷ୍ଟି ଆପଣ ମଧ୍ୟ ଟ୍ରାଏ କରନ୍ତୁ

ନମ୍ବର 2 ରେ – ଯେତେ ବେଳେ ନ୍ୟୁଜ ରିପୋର୍ଟର ଛୁଆ ଙ୍କୁ କିଛି ପ୍ରଶ୍ନ ପଚାରି ଥାଆନ୍ତି ସେତେ ବେଳେ ଛୁଆ ଏମିତି କିଛି ଉତ୍ତର ଦେଇଥାନ୍ତି କି ରିପୋର୍ଟର ଆଉ କିଛି କହି ପାରନ୍ତି ନାହିଁ ସେମିତି ଏକ ଘଟଣା ଦେଖିବା ପାଇଁ ମିଳିଛି ଯେଉଁ ଥିରେ ଜଣେ ମହିଳା ରିପୋର୍ଟର ଗୋଟିଏ ପିଲାକୁ ପଚାରିଲେ କୁ ତମେ କଣ ଭାବୁଛ ବଡ ହୋଇକି କଣ କରିବ ପିଲାଟି ଗର୍ବରେ କୁହେ ବିଜନେସ ମ୍ୟାନ ହେବି ଯେତେ ବେଳେ ସେହି ରିପୋର୍ଟର ପଚାରେ କଣ ବିଜନେସ କରିବ ତାହା ପରେ ପିଲାଟି ଏମିତି ଉତ୍ତର ଦେଲା ରିପୋର୍ଟର ମଧ୍ୟ କଣ କହିବେ ଜାଣି ପାରିଲେ ଓ ହସିଲେ ନାହିଁ ପିଲାଟି କହିଲା ଝିଅଙ୍କ ବିଜନେସ କରିବି ରିପୋର୍ଟର ହସିବାକୁ ଲାଗିଲେ ପିଲାଟି କହିଲା ମେକପର ବିଜନେସ କରିବି

ନମ୍ବର 3 ରେ – ଆପଣମାନେ ଫିଲ୍ମ ନାଟକ ବୋହୁତ ସାରା ସିରିଏଲ ରେ ମହିଳାଙ୍କ ମୁହଁରୁ ଏହି କଥା ଶୁଣି ଥିବେ ପୁରୁଷ ମହିଳାଙ୍କ କଷ୍ଟ କେବେ ବୁଝି ପାରିବେ ନାହିଁ ଏହି କଥା ସତ କି ମିଛ ତ ଜଣା ନାହିଁ କିନ୍ତୁ ଜଣେ ମହିଳାଙ୍କ କହିବା ଅନୁସାରେ ସ୍ବାମୀ ମାନେ ସ୍ତ୍ରୀ ଙ୍କ କଥା କଷ୍ଟ ବୁଝନ୍ତୁ ଭଲ ଭାବରେ ବୁଝି ପାରନ୍ତି କିନ୍ତୁ ସ୍ତ୍ରୀ ଆଉ କାହାର ହେବା ଦରକାର

ନମ୍ବର 4 ରେ – ଜଣେ ଲୋକ ବିନ ବଜାଉଥିଲେ ଓ ତାଙ୍କ ଆଗରେ କିଛି ସାପ ଥିଲା କିନ୍ତୁ ସାପ ଅସଲି ଥିଲେ କି ନକଲି ତାହା ତାଙ୍କୁ ଜଣା ଠିକ୍ ସେହି ସମୟରେ ତାଙ୍କର ଜଣେ କମିନା ସାଙ୍ଗ ପଚାରୁ ଚୁପ୍ କରି ଆସି ତାଙ୍କ ଗଳାରେ ତାର ଭଳି କଣ ପକାଇ ଦିଏ ଯାହା ପରେ ବିନ ବାଜାଉଥିବା ଲୋକ ଏମିତି ଡରେ କି ଯେମିତି ସତ୍ ସାପ ତା ଉପରେ ଚଢ଼ିଗଲା

ନମ୍ବର 5 ରେ – ଜଣେ ଲୋକ ଅର୍ଥପେଡି ପାଖକୁ ନିଜର ଗୋଡ଼ ଠିକ୍ କରିବା ପାଇଁ ଆସିଥିଲେ ଡକ୍ଟର ମଧ୍ୟ ପ୍ରାଣ ପଣେ ଗୋଡ଼କୁ ଠିକ୍ କରିବା ପାଇଁ ଲାଗି ପଡ଼ିଲେ ଆଉ ଠିକ୍ କରି ଦେଲେ ମଧ୍ୟ କିନ୍ତୁ ଗୋଡ଼ ଠିକ୍ ହେବା ପାରେ ସେ ଆହୁରି ଗୋଡ଼ ଭାଙ୍ଗିକି ଚାଲିଲେ

ନମ୍ବର 6 ରେ – ଜଣେ ଲୋକ ଝିଅକୁ ଦେଖି ଲାଇନ ମାରନ୍ତି ଆଉ କୁହନ୍ତି ଆମକୁ ଟିକେ ଦେଖ ଆଉ ସବୁ ଝିଅଙ୍କ ଭଳିଆ ଝିଅ ମଧ୍ୟ କହିଲା ମୋ ଚପଲ ର ସାଇଜ ଜଣା ଅଛି ତତେ ପୁଅ ମଧ୍ୟ କିଛି କମ୍ ନଥିଲା ପୁଅ ମଧ୍ୟ ଏମିତି କହିଲା କି ଝିଅ ମଧ୍ୟ ଚୁପ୍ ହୋଇଗଲା ସେ କହିଲା ଗିର୍ଲଫ୍ରେଣ୍ଡ୍ ହେଇନାହିଁ ଏପର୍ଯ୍ୟନ୍ତ ଡିମାଣ୍ଡ କରିବା ଆରମ୍ଭ କରି ଦେଲୁଣି

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.