Breaking News

ଦେଖନ୍ତୁ Dubaiର ଜେଲରେ ମହିଳାଙ୍କ ସହିତ ପ୍ରତିଦିନ କଣ କଣ ହୁଏ ? ଦେଖିଲେ ଡରିଯିବେ ଆପଣ, ସବୁଠୁ କଷ୍ଟତ…

ନମସ୍କାର ବନ୍ଧୁଗଣ ଦୁବାଇ ର ଭବ୍ୟ ଭବନ ଛୁଆଁ ହୋଟେଲ ଏଵଂ ସୁନ୍ଦର ଆକର୍ଷଣୀୟ ସ୍ଥାନ କୁ ଦେଖିବାକୁ ସାର ବିଶ୍ଵ ର ଲୋକ ସେଠାକୁ ବୁଲି ବାକୁ ଯାଇଥାନ୍ତି । ପରନ୍ତୁ ଦୁବାଇ ର ବାହାର ସଜବାଜ ଦୁନିଆ ବ୍ୟତିତ ସେଠୀ ଆଊ ଗୋଟିଏ ଅନ୍ଧକାର ଦୁନିଆ ମଧ୍ୟ ଅଛି । ଯାହା କାହା କାହାକୁ ବି ଦେଖାଯାଏ ନାହିଁ ତାହା ହେଲା ଦୁବାଇ ର କଡ଼ା ନିୟମ । ଆପଣ ମାନେ ଦେଖିଥିବେ ପୋଲିସ ଜେଲ୍ ଏବଂ ଅପରାଧୀ ଙ୍କୁ ଅନେକଥର ଟିଭି ଏବଂ ସିନେମାରେ ଦେଖିଥିବେ ଯେଉଁଟି ଅପରାଧୀ ମାନଙ୍କୁ ଏମିତି ଦଣ୍ଡ ଦିଆ ଯାଏ ।

ହେଲେ ଦୁବାଇ ଜେଲ୍ ଏମିତି ଏକ ସ୍ଥାନ ଅଟେ ଯେଉଁଠାରେ ଛୋଟ ଛୋଟ ଭୁଲ ପାଇଁ ମଧ୍ୟ ବଡ଼ ଭୟାନକ ଦଣ୍ଡ ଦିଆଯାଇ ଥାଏ ଥରେ ଭାବି ଦେଖନ୍ତୁ ସେଠାରେ ମହିଳା ଅପରାଧୀଙ୍କ ସହିତ କ’ଣ କରାଯାଉଥିବା ଆସନ୍ତୁ ଜାଣିବା ଏଠି ମହିଳା ଅପରାଧୀ ମାନଙ୍କ ସହିତ କିଭଳି ବ୍ୟବହାର କରାଯାଏ ଓ ସେମାନେ ସେଠୀ କିପରି ରୁହନ୍ତି ? ଏହି ସବୁ ଜାଣିବା ପୂର୍ବ ରୁ ଆମେ ଦୁବାଇ ର ନିୟମ ବିଷୟରେ ଜାଣିବା କାରଣ ଆପଣ ଯଦି କେବେ ଦୁବାଇ ବୁଲି ବାକୁ ଯିବେ ଆଉ ସେଠାରେ ଆପଣ ଯଦି ନିୟମ ଉଲଙ୍ଘନ କରିବେ ଆପଣଙ୍କୁ ମଧ୍ୟ ଜେଲ୍ ଦଣ୍ଡ ହୋଇ ପାରେ ।

କୌଣସି ବାହାର ଦେଶରୁ ଟ୍ୟୁରିଷ୍ଟର ଦୁବାଇ କୁ ବୁଲିବାକୁ ଆସିବେ ଏବଂ ଯଦି ପବ୍ଲିକ୍ ପ୍ଲେସ ରେ ନିଜ ସାଥୀ ଙ୍କୁ କିସ୍ କିମ୍ବା ଆଲିଙ୍ଗନ କରନ୍ତି ତେବେ ଆପଣଙ୍କୁ ଜେଲ୍ ଦଣ୍ଡ ଦିଆଯିବ । ଏବଂ ଯଦି କୌଣସି ଅବିବାହିତ ଯୁବକ ଯୁବତୀ ଦୁବାଇ ର ହୋଟେଲ ରୁମ୍ ରେ ଏକାଠି ଥିବା ବେଳେ ଧରା ପଡିଯାନ୍ତି ତାହେଲେ ସେମାନଙ୍କୁ ଦଣ୍ଡ ଭୋଗି ବାକୁ ପଡ଼ିଥାଏ । ଆମ ଭାରତରେ ସୋସିଆଲ ମିଡିଆରେ ଅନେକ ଖରାପ ଭାଷାରେ ଗାଳୀ ଗୁଲଜ ଦେଖିଥିବେ କିନ୍ତୁ ଦୁବାଇ ରେ ସୋସିଆଲ ମିଡିଆରେ ଅଭଦ୍ର ଭାଷା ପ୍ରୟାଗ କରେ ତା ହେଲେ ତାକୁ ସିଧା ଟେକି ନେଇ ଜେଲ୍ ରେ ପୁରେଇଦିଅନ୍ତି ।

ଏହା ବ୍ୟତୀତ କୌଣସି ଲୋକ ଇସଲାମ ଧର୍ମ କୁ ଅବମାନନା କରେ ତେବେ ତାକୁ କଡ଼ା ଦଣ୍ଡ ଦିଆଯାଏ। ଏହି ସବୁ ନିୟମ କୁ ବାହାର ଦେଶ ରୁ ଆସୁଥିବା ଲୋକ ଏହା ନ ଜାଣି ଏମିତି ଭୁଲ କରିଦିଅନ୍ତି ଯାହା ଦ୍ଵାରା ଦୁବାଇ ରେ ଜେଲ୍ ଦଣ୍ଡ ମିଳି ଥାଏ । ଏମିତି ଭୁଲ ଅନେକ ମହିଳା ମାନେ କରି ଥାଆନ୍ତି । ଦୁବାଇ ର ଆଲବିର ରେ ଥିବା ଓମେନ୍ ସେଣ୍ଟ୍ରାଲ ଜେଲ୍ ପ୍ରାୟେ ୪୦୦ ଜଣ ମହିଳା କଏଦି ଙ୍କୁ ରଖା ଯାଇଛି ସେମାନଙ୍କ ମଧ୍ୟରୁ ଅଧିକ ବିଦେଶୀ ମହିଳା ଅଟନ୍ତି । ଏହି ମହିଳା ମାନେ ଋଷିଆ ,ଇରାକ , ଇଣ୍ଡିଆ , ଏଥୋପିଆ,ଶ୍ରୀଲଙ୍କା ଏବଂ ପାକିସ୍ତାନ ର ଅଟନ୍ତି ।

ଆଜି ପଯ୍ୟନ୍ତ ସିନେମାରେ କିମ୍ବା ବାସ୍ତବରେ ଆପଣଦେଖି ଥିବେ କି ସମସ୍ତ ମହିଳା କଏଦୀ ଧଳା ରଙ୍ଗର ଶାଢ଼ୀ ପିନ୍ଧିଥାନ୍ତି କିନ୍ତୁ ଦୁବାଇ ର ଏହି ଜେଲ୍ ରେ ମହିଳା କଏଦି ମାନଙ୍କୁ ପିଙ୍କ୍ ରଙ୍ଗର ସାଲୱାରଭଳି ଢିଲା ଢିଲା ବସ୍ତ୍ର ପିନ୍ଧି ବାକୁ ପଡ଼ିଥାଏ । ଏହି ଉନିଫର୍ମ ସହିତ ସେମାନଙ୍କ ଚେହେରା ଘୋଡାଇବାକୁ କପଡା ମଧ୍ୟ ଦିଆଯାଇଥାଏ । ଏହା ବ୍ୟତୀତ ସେମାନଙ୍କ ଡ୍ରେସ ରେ ଭିନ୍ନ ଭିନ୍ନ କପଡା ମଧ୍ୟ ଲାଗିଥାଏ ଯାହା ଦ୍ଵାରା ସେମାନଙ୍କୁ କେତେ ବର୍ଷ ର ସଜା ଶୁଣାଯାଇ ଥାଏ ଜାଣି ହୁଏ ଉଦାହଣ ସ୍ୱରୂପ ତାଙ୍କ ବସ୍ତ୍ର ରେ ଲାଲ କପଡା ଲାଗିଛି ତାହେଲେ ତାଙ୍କୁ ୭ବର୍ଷ ରୁ ଅଧିକ ଜେଲ୍ ଦଣ୍ଡ ମିଳିଛି ।

ଏହି ପରି ଯଦି ଏଠା ଥିବା ମହିଳା କର୍ମଚାରୀ ବିଷୟରେ କହିବା ସେମାନେ ନୀଳ ରଙ୍ଗର ପୋଷାକ ପିନ୍ଧି ଥାଆନ୍ତି ଏହି ମହିଳା କର୍ମଚାରୀ ମାନେ ବହୁତ ବିନମ୍ର ଶ୍ୱଭାବର ହୋଇ ଥାଆନ୍ତି । କିନ୍ତୁ ବିଦେଶୀ ମହିଳା ମାନଙ୍କର ଅବସ୍ଥା ଏଠାରେ ବହୁତ ଖରାପ ବୋଲି ଏଠାରେ ଥିବା କିଛି ଜେଲରେ ଥିବା ବିଦେଶୀ ମହିଳା କହିଛନ୍ତି । ଦୁବାଇ କୁ ବେଳେ ବେଳେ ପଶ୍ଚିମ ଦେଶ ର ମହିଳା ନିଜ ଚାକିରି କାମ ରେ କିମ୍ବା ପର୍ଯ୍ୟଟନ ପାଇଁ ଆସି ସେମାନଙ୍କ ର କିଛି କିଛି ଭୁଲ ପାଇଁ ଜେଲ୍ ଯିବାକୁ ପଡିଥାଏ । ଆମ ଦେଶ ରେ ତାହା ଗୋଟେ ସାମାନ୍ୟ କଥା ହେବ । ଏମିତି ଜଣେ ମହିଳା ଯିଏ କି ଦୁବାଇ ର ଜେଲ୍ ଭିତରେ ଥିଲେ ନିଜର ଖରାପ ଅନୁଭୂତି ବିଷୟରେ କହିଛନ୍ତି,ସେ ହେଉଛନ୍ତି ଇଂଲଣ୍ଡ ର ଚାଲଆଡମସି ନାମକ ଜଣେ ମହିଳା ଯିଏ କି ଦୁବାଇ ଜେଲ୍ ରେ ୨୩ ଦିନ ବନ୍ଦୀ ଭାବରେ ଥିଲେ ଆଊ ତାର କାରଣ ମାତ୍ର ଏହା ଥିଲା ସେ ଗୋଟେ ରେଷ୍ଟୁରାଣ୍ଟ ରେ ନିଜ ପୁରୁଷ ବନ୍ଧୁଙ୍କ ଗଳାରେ କିସ୍ କରିଥିଲେ ।

ଜେଲ୍ ରୁ ବାହାରି ଆସିବ ପରେ ସେ କହୁଥିଲେ କି ଜେଲ୍ ରେ ରହୁଥିବା ସବୁ ମହିଳା ସକାଳ ୬ ତ ପୂର୍ବ ରୁ ଉଠିବାକୁ ପଡ଼ିଥାଏ ଏବଂ ରାତି ୧୦ ରେ ଜେଲ୍ ର ସମସ୍ତ କବାଟ ବନ୍ଦ କରି ଦିଆଯାଏ ।ଏହା ପରେ କଏଦି ମାନଙ୍କୁ ନିଜ ନିଜ ଭିତରେ କଥା ହେବାକୁ ବନ୍ଦ କରି ଦିଆଯାଏ ସେ ମଧ୍ୟ କହୁଥିଲେ ଦୁବାଇ ର ଜେଲ୍ ରେ ଖାଇବା ପିଇ ବାରେ ମିଳୁ ଥିବା ପଦାର୍ଥ ମଧ୍ୟ ଖରାପ ହୋଇଥାଏ। ଦୁବାଇ ର ଏହି ଜେଲ୍ ରେ ସମସ୍ତ ସୁଖ ସୁବିଧା ଥାଇ ପାରେ ଏଠାରେ ଥିବା ବିଦେଶୀ ମହିଳା ଙ୍କ ସହିତ ଭଲ ବ୍ୟବହାର କରାଯାଏ ନାହିଁ ।

କିନ୍ତୁ ଦୁବାଇ ର ଲୋକାଲ ମହିଳା ଅପରାଧୀ ଙ୍କ ପାଇଁ ଟିକେ ଅଲଗା ପ୍ରକାର ସୁବିଧା ଅଛି ଦୁବାଇ ର ଆଲବିର୍ ସହରରେ ଥିବା ଓମେନ ସେଣ୍ଟ୍ରାଲ ଜେଲ୍ ରେ ମହିଳା ମାନଙ୍କର ବହୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଏହି ଜେଲ୍ ରେ ଘେରି ରହିଛି ଏକ ଧଳା ରଙ୍ଗର ବଡ଼ କାନ୍ଥ ଓ ବାହାରେ ଲଗାଯାଇଛି ୱାଲ୍ସ ଟାୱାର ଏହି ଜେଲ୍ ରେ ନିର୍ମାଣ ଓପନ କନ୍ସେପ୍ଟ କୁ ଆଖି ଆଗରେ ରଖି କରାଯାଇଛି ଏବଂ ଜେଲ୍ ରେ ଥିବା କୋଠରୀ ରେ କେବେ ବି ତାଲା ପକା ଯାଏ ନାହିଁ। ଏହା ର କାରଣ ହେଲା ଏଠାରେ ଥିବା ମହିଳା କଏଦି ମାନେ ନିଜ ନିଜ ଭିତରେ କଥା ବାର୍ତ୍ତା ହୋଇ ପାରିବେ ।

ଏହା ବ୍ୟତୀତ ଆଊ ଗୋଟିଏ କଥା ହେଲା ଏଠାରେ ନାବାଳିକା ପାଇଁ ଅଲଗା କୋଠରୀ ରହିଛି ନାବାଳିକା ମହିଳା ଖେଳ କୁଦ ପାଇଁ ଓ ଜେଲ୍ ର ଷ୍ଟୋର ରୁ କିଣା କିଣି ପାଇଁ ଅଲଗା ସୁବିଧା ରହିଛି। ଏହା ସହିତ ଜେଲ୍ ରେ କୁରାନ କ୍ଲାସ୍ ଓ ହ୍ୟଣ୍ଡିକ୍ରାଫ୍ଟ କ୍ଲାସ୍ ଓ ଦେଣ୍ଟିଷ୍ଟ କିଳିନିକ୍ ମଧ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଏଠାରେ ଯେଉଁ ମହିଳା ମାନେ ଜେଲ୍ ଦଣ୍ଡ ଭୋଗୁଛନ୍ତି ଯଦି ସେମାନଙ୍କର କୌଣସି ଛୋଟ ଛୁଆ ଥାଏ ସେମାନେ ନିଜ ପିଲା କୁ ନିଜ ପାଖରେ ରଖି ପାରିବେ ପିଲାର ମେଟେଲହେଲ ପିଲାର ସବୁ କଥା ଭଲ ଭାବରେ ଧ୍ୟାନ୍ ରଖାଯଇଥାଏ।ଏଠି କଏଦି ପିଲା ମାନଙ୍କ ପାଇଁ ପ୍ଲେଏରିଆ ମଧ୍ୟ ବନାଯାଉଛି ।

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.