Breaking News

ଦେଖନ୍ତୁ ଭିଡିଓ ନୂଆ ବୋହୂ ଧାରାବାହିକର ସୁମି ଅପା ବିବାହ ବନ୍ଧନରେ ବାନ୍ଧି ହେଲେ

ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ନୂଆ ବୋହୂ ଧାରା ବାହିକ ରେ ଅଭିନୟ କରିଥିବା ସୁମି ଅପା କ୍ୟାରେଟର ବା ମୋନାଲିସା ଏବେ ବିବାହ ବନ୍ଧରେ ବାନ୍ଧି ହୋଇଯାଇଛନ୍ତି । ଏବଂ ହାତକୁ ମଧ୍ୟ ଦି ହାତ ହୋଇଛନ୍ତି । ତେବେ ମୋନାଲିସା ଆଗରୁ ବିବାହ ବନ୍ଧରେ ବାନ୍ଧି ହୋଇନଥିଲେ କିନ୍ତୁ ଏବେ ବିବାହ ବନ୍ଧରେ ବାନ୍ଧି ହୋଇ ଯାଇଛନ୍ତି ।

କାହାକୁ ବିବାହ କରିଛନ୍ତି ଏବଂ କେଉଁ ଦିନ ବିବାହ କରିଛନ୍ତି ଆସନ୍ତୁ ଜାଣିବା । ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି ନୂଆ ବୋହୂ ସିରିଏଲ ରେ ଅଭିନୟ କରୁଥିବା ସୂମି ଅପା ବା ମୋନାଲିସା । ତାଙ୍କ ଘର କେନ୍ଦ୍ରାପଡା ଅଟେ ଏବଂ ସେଠାରୁ ସେ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରିଛନ୍ତି ।

 

ଧାରାବାହିକ ଏବଂ ତା ପରେ ଚଳଚ୍ଚିତ୍ର ରେ ନଜର ଆସିବ ସହିତ କିଛି ମିଜ୍ୟୁକି ଭିଡିଓ ରେ ନଜର ଆସିଛନ୍ତି । ତେବେ ମୋନାଲିସା ବିବାହ ବନ୍ଧରେ ବାନ୍ଧି ହୋଇଛନ୍ତି ସତ କିନ୍ତୁ ଆଗକୁ ଆସିବାକୁ ଯାଉଚି ଏକ ମୋନାଲିସା ଙ୍କ ର ମିଜ୍ୟୁକ ଭିଡିଓ ।

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସତ କିନ୍ତୁ ରିଲ ଲାଇଫରେ ଯେଉଁ ଫଟୋ ଗୁଡ଼ିକ ଛାଡିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବ କୁ ଲାଗିଚି । କିନ୍ତୁ ମୋନାଲିସା ଆଗରୁ ମଧ୍ୟ ଧାରାବାହିକ ଅଭିନୟ କରିଛନ୍ତି କିନ୍ତୁ ନୂଆ ବୋହୂ ଧାରାବାହିକ ତାଙ୍କୁ ବହୁତ୍ ମାଇଲେଜ୍ ଦେଇଛି । ଲୋକ ମାନେ ମଧ୍ୟ ତାଙ୍କ ଅଭିନୟ କୁ ନୂଆ ବୋହୂ ସିରିଏଲ ପସନ୍ଦ କରିଛନ୍ତି ।

 

ଲୋକ ମାନଙ୍କ ଧାରାବାହିକ ପସନ୍ଦ ଅନୁଯାୟୀ ସେଇ ଧାରାବାହିକ ଟି ପାପୁଲାର ହୋଇଚାଲିଛି । କିନ୍ତୁ ନିଜର ବ୍ୟକ୍ତି ଗତ କାରଣ ଯୋଗୁ ଧାରାବାହିକ ଅଧାରୁ ଛାଡିଦେଇଥିଲେ । କିନ୍ତୁ ତାଙ୍କ ଭଲ ପାଇବା ଓ ଲୋକଙ୍କ ପ୍ରତି କମିନଥିଲା ଏବଂ ଆଗକୁ ତାଙ୍କର ଅନେକ ମିଜ୍ୟୁକ ଭିଡିଓ ଆପଣ ମାନେ ଦେଖି ବାକୁ ପାଇପାରିବେ ।

ଏବଂ ଖୁବ୍ ଶୀଘ୍ର ଫେରୁଛନ୍ତି ଆଉ ଏକ ନୂଆ ଧାରାବାହିକରେ । ସୁମୀ ଅପାଙ୍କ ଏହି ଧାରାବାହିକ ରେ ଅଭିନୟ କରୁଥିବା ଆପଣ ମାନଙ୍କୁ ତ ନିଶ୍ଚୟ ଭଲ ଲାଗୁଥିବ । କାରଣ ସେ ନିଜର ଅଭିନୟ ମାଧ୍ୟମରେ ଲୋକ ମାନଙ୍କ ମନରେ ଜାଗା କରିବସିଛନ୍ତି ।

 

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *