Breaking News

ଆଶ୍ଚର୍ଯ୍ୟକର ଭିଡିଓ ଦେଖନ୍ତୁ – ବାଘ ସହ ଟୟଲେଟ ରେ ଲକ ହୋଇଗଲା କୁକୁର ଆଉ ତାପରେ ଯାହା ହେଲା ଭିଡିଓ ରେ ଦେଖନ୍ତୁ

ବେଳେ ଆମ ଆଖି ଆଗରେ ଏମିତି କିଛି ଘଟଣା ଘଟି ଯାଏ ଆମକୁ ଚକିତ କରି ଦିଏ । ସେମିତି ଏକ ଘଟଣା ଘଟିଛି କର୍ଣ୍ଣାଟକର ବିନିନେଳି ଗ୍ରାମରେ, ଯାହାକୁ ଦେଖିବା ପରେ କେହି ବି ତାଜୁବ ହୋଇ ଯାଇ ପାରେ । ଘଟଣା ଟି ହେଲା ଗୋଟିଏ ବାଘ ସହ ଏକ ବୁଲା କୁକୁର ଗୋଟିଏ ଟୟଲେଟ ମଧ୍ୟରେ ଦୀର୍ଘ 7 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା । ଏହି ଗ୍ରାମରେ ଗୋଟିଏ ବୁଲା କୁକୁର ର ପିଛା ଗୋଟିଏ ବାଘ କରିଥିଲା । କୁକୁର ବାଘ ଠାରୁ ନିଜ ଜୀବନ ବଞ୍ଚାଇବା ପାଇଁ ଏକ ଟୟଲେଟ ମଧ୍ୟକୁ ପ୍ରବେଶ କରି ଯାଇଥିଲା । ଏହା ପରେ ବାଘ ଟି ମଧ୍ୟ କୁକୁରର ପିଛା କରି କରି ଟୟଲେଟ ମଧ୍ୟକୁ ପ୍ରବେଶ କରି ଯାଇଥିଲା ।

ବାଘ ଓ କୁକୁର ଏହି ଦଉଡା ଦଉଡି ଘଟଣା ସ୍ଥାନୀୟ ଅଞ୍ଚଲର ଜଣେ ଲୋକ ଦେଖିଥିଲେ । କୁକୁର ଓ ବାଘ ଉଭୟ ଟଏଲେଟ ମଧ୍ୟରେ ପଶିବା ସେ ଟୟଲେଟକୁ ବାହାର ପଟୁ ବନ୍ଦ କରିଦେଇଥିଲେ । ଏହା ପରେ ଲୋକ ଜଣଙ୍କ ତୁରନ୍ତ ସ୍ଥାନୀୟ ପୋଲିସ ଓ ବନ ବିଭାଗକୁ ଏହି ବିଷୟରେ ଅବଗତ କରାଇଥିଲେ । ବାଘର ଲାଞ୍ଚ ଟି ଟୟଲେଟ ର ଥିବା ଫାଙ୍କରେ ବାହାରି ରହିଥିଲା । ଟୟଲେଟ ଟି ଲକ ଥିବାରୁ ବାଘ ଓ କୁକୁର ବାହାରକୁ ବାହାରି ପାରି ନଥିଲେ । ସ୍ଥାନୀୟ ଲୋକ ମାନେ ଟୟଲେଟର ଉପର ଭାଗରୁ ଉଭୟ ବାଘ ଓ କୁକୁରର ଫଟୋକୁ ଉଠାଇବାରେ ସକ୍ଷମ ହୋଇଥିଲେ ।

ଏହି ଫଟୋରେ ଏହା ସ୍ପଷ୍ଟ ମଧ୍ୟ ହୋଇଥିଲା ଯେ, ବାଘ ଟି ଟୟଲେଟର ଗୋଟିଏ କୋଣରେ ଓ କୁକୁର ଟି ଆଉ ଗୋଟିଏ କୋଣରେ ବସି ରହିଥିଲେ । ଦୀର୍ଘ 7 ଘଣ୍ଟା କାଳ ଉଭୟ ଏହା ମଧ୍ୟରେ ଫସି ରହିଥିଲେ । ଟୟଲେଟ ଉପରୁ ଏହି ସମୟରେ ବନ ଭିଭାଗ ଭିଡିଓ ରେକର୍ଡ କରିଥିଲେ । ସେମାନେ ଜାଲି ବାନ୍ଧି ବାଘକୁ କାବୁ କରିବା ପାଇଁ ଚାହିଁଥିଲେ ହେଲେ ବାଘ ଟି ଜାଲକୁ ଛିଣ୍ଡାଇ ସେଠାରୁ ଖସି ପଳେଇବାରେ ସକ୍ଷମ ହୋଇଥିଲା । ଏବେ ଏହାର ଭିଡିଓ ଟି ସୋସିଆଲ ଭିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି  ।

ଶେଷରେ ଟୟଲେଟ ମଧ୍ୟରେ ଫସି ରହିଥିବା କୁକୁରକୁ ସଂପୂର୍ଣ୍ଣ ସୁରକ୍ଷିତ ଭାବେ ଉଧାର କରିଥିଲେ । ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସାବାସ ରାଜେଶ୍ଵରୀ! ବନ୍ୟା ସମୟରେ ବେ-ହୋ-ସ ବ୍ୟକ୍ତିଙ୍କୁ କାନ୍ଧରେ ଉଠାଇ ହସ୍ପିଟାଲ ନେଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଚେନ୍ନାଇ ବର୍ଷା ପାଣି ରେ ଭାସୁଛି , ଚେନ୍ନାଇ ରେ ବର୍ଷା ଲାଗି …

Leave a Reply

Your email address will not be published. Required fields are marked *