Breaking News

ଦେଖନ୍ତୁ ଓଡିଶା ରେ ସବ୍ୟସାଚୀ -ଅର୍ଚିତା ଙ୍କ ରିସେପସନ

ଯେପରିକି ଆପଣମାନେ ଜାଣିଥିବେ ଗତ ସୋମବାର ଦିନ ଓଡିଆ ଫିଲ୍ମ ଇନଡସ୍ଟ୍ରି ର ଲୋକ ପ୍ରିୟ ଯୋଡି ସବ୍ୟସଚୀ ଏବଂ ଅର୍ଚିତା ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ | ସେ ରାଜସ୍ଥାନ ର ଏକ ରାଜପ୍ରସାଦ ରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ | ଏହି ବାହାଘରରେ ଓଡିଆ ସିନେମା ଇନଡସ୍ଟ୍ରିର ଏବଂ ସିରିୟଲ ଇନଡସ୍ଟ୍ରି ର କୌଣସି ଅଭିନେତା କି ଅଭିନେତ୍ରୀ ମାନେ ଯୋଗ ଦେଇନଥିଲେ |

କାରଣ ସବ୍ୟସଚୀ କୌଣସି ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କୁ ନିମନ୍ତ୍ରଣ ଦେଇନଥିଲେ | କିନ୍ତୁ ସବ୍ୟସଚୀ ଏବଂ ଅର୍ଚିତା ଙ୍କ ବାହାଘର ରେ ଓଡିଆ ଫିଲ୍ମ ଏବଂ ସିରିୟଲ ଦୁନିଆ ର ଅନେକ ଲୋକପ୍ରିୟ ଅଭିନେତା ଏବଂ ଅଭିନେତ୍ରୀ ମାନେ ଯୋଗ ଦେଇଥିଲେ | ଏହାପରେ ସବ୍ୟସଚୀ ଏବଂ ଅର୍ଚିତା ଙ୍କର ସପରିବାର ଉପସ୍ଥିତ ରହିଥିବା ଉପସ୍ଥିତି ରେ ବାହାଘର ହୋଇଥିଲା | ଏବେ ସେମାନଙ୍କର ରିସେପସନ ଭାଇରାଲ ଫୋଟୋ ମଧ୍ୟ ଦେଖିବାକୁ ମିଳିଛି |

ଯେଉଁଥିରେ ସେ ବହୁତ ଧୁମଧାମ ରେ ତାଙ୍କ ରିସେପ୍ଶନ ପାଳନକରୁଥିବାର ଜଣାପଡିଛି |ଦର୍ଶକ ବନ୍ଧୁ, ଆପଣମାନେ ଜାଣିଥିବେ ସବ୍ୟସଚୀ ଏବଂ ଅର୍ଚିତା ପାଖାପାଖି ଏକାଠି ୫ଟି ଓଡିଆ ଫିଲ୍ମରେ କାମ କରିସାରିଛନ୍ତି | ଏହି ଦୁଇ ଜଣଙ୍କ ଅଭିନୟକୁ ଦେଖିବା ପାଇଁ ସାରା ଓଡିଶାବାସୀ ବହୁ ମାତ୍ରାରେ ଅପେକ୍ଷା ମଧ୍ୟ କରିଛନ୍ତି | ଦର୍ଶକ ବନ୍ଧୁ , ଆପଣମାନେ ଜାଣିଥିବେ ୨୦୧୫ ମସିହାରେ ସବ୍ୟସଚୀ ମିଶ୍ର ବିବାହ କରିଥିଲେ | କିନ୍ତୁ କୌଣସି ଏକ କାରଣରୁ ସବ୍ୟସଚୀ ତାଙ୍କ ପ୍ରଥମ ସ୍ତ୍ରୀ ଙ୍କୁ ଛାଡପତ୍ର ଦେଇଥିଲେ | ଏହାପରେ ସବ୍ୟସଚୀ ଅର୍ଚିତା ଙ୍କ ପ୍ରେମରେ ପଡିଯାଇଥିଲେ | ତାପରେ ସବ୍ୟସଚୀ ଏବଂ ଅର୍ଚିତା ଶେଷ ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି |ଆହୁରି ମଧ୍ୟ ଅର୍ଚିତା ତାଙ୍କ ଶାଶୁ ଘରେ ବହୁତ ଭଲରେ ଅଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *