ଆପଣ ମାନେ ସମସ୍ତେ ଓଲିଉଡ ଜଗତର ଲୋକପ୍ରିୟ ଅଭିନେତା ଦୀପକ ଙ୍କୁ ନିଶ୍ଚୟ ଜାଣିଥିବେ ଓ ତାଙ୍କ ଅଭିନୟ ନିଶ୍ଚୟ ଦେଖିଥିବେ।ଏବେ ଦୀପକ ତାଙ୍କ ସ୍ତ୍ରୀ ତନୁଯା ଙ୍କ ସାହୁତ ନିଜର ଆନିଭରସରି କୁ ଗତ କାଲି ଧୁମଧାମରେ ପାଳନ କରିଛନ୍ତି।ସେ ଏହି ଫଟ ଗୁଡିକ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି।ଆପଣ ମାନେ ଜାଣିଥିବେ ଏହି ଦୁଇଜଣ ଯାକ ବର୍ଷେ ତଳେ ବିବାହ କରିଥିଲେ।ଆଜି ତାଙ୍କର ବିବାହ ବାର୍ଷିକ ତେଣୁ ସେ ଏହି ଫଟ ଗୁଡିକ ସେ ସେୟାର କରିଛନ୍ତି।
ତାଙ୍କର ଏହି ଆନିଭରସରି ଉପଲକ୍ଷେ ଦୁଇଜଣ ଯାକ ବାହାରକୁ ବୁଲିବାକୁ ଯାଇଥିଲେ।ଏହି ବୁଲିବା ବେଳର ଫଟ ମଧ୍ୟ ସେୟାର କରିଛନ୍ତି ସୋସିଆଲ ମିଡ଼ିଆ ରେ।ଆପଣ ମାନେ ଜାଣିଥିବେ ଏହି ଦୁଇଜଣ ପରସ୍ପର କୁ ବହୁତ ଭଲ ପାଆନ୍ତି ଓ ଏହି ଦୁଇଜଣ ଲଭ ମ୍ୟାରେଜ ମଧ୍ୟ କରିଥିଲେ।
ଦୁହିଁଙ୍କୁ ବହୁତ ଭଲ ପାଆନ୍ତି ଓ ସେ କହିଛନ୍ତି ଜଣେ ଅନ୍ୟ ଜଣଙ୍କ ବିନା ବଞ୍ଚିବା ମୁସ୍କିଲ।ତେବେ ଦୁଇଜଣ ଏବେ ଖୁବ ଖୁସି ରେ ଥିବା ଦେଖିବାକୁ ମିଳିଛି।ଏହି ଦୁଇଜଣ ମିଶି ମଧ୍ୟ ଗୋଟିଏ ଭଲ ଭିଡ଼ିଓ କରିଥିଲେ ଯାହା ୟୁ ଟୁବ ରେ ଦେଖିବାକୁ ମିଳିଥିଲା।
ତନୁଯା କହିଛନ୍ତି କି ଦୀପକ ମୋର ଜଣେ ଖୁବ ସୁନ୍ଦର ସ୍ୱାମୀ ମୁଁ ତାଙ୍କ ବିନା ରହିପାରିବି ନାହିଁ।ତନୁଯା ଓ ଦୀପକ ଙ୍କର ଯୋଡି ଙ୍କୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି।
ଆପଣ ମାନେ ଦେଖିଥିବେ ଏହି ଦୁଇଜଣଙ୍କ ବହୁତ ଗୁଡିଏ ମ୍ୟୁଜିକ ଭିଡ଼ିଓ ରେ ନଜର ଆସିଛନ୍ତି।କିନ୍ତୁ ତନୁଯା ଫିଲ୍ମି ଜଗତରେ ଏତେ ସକ୍ରିୟ ନୁହନ୍ତି।ଦୀପକ ଙ୍କୁ ବହୁତ ଗୁଡିଏ ଫିଲ୍ମି ରେ ଆପଣ ମାନେ ଦେଖିଥିବେ। ଆପଣ ମାନେ ଦେଖୁଥିବେ ଏବେ କା ସମୟରେ ଦୀପକ ବହୁତ ଗୁଡିଏ ସିରିଏଲ ରେ ନଜର ଆସୁଛନ୍ତି ଓ ଦୀପକ ସିରିଏଲ ଜଗତରେ ଏବେ ରାଜ କରୁଛନ୍ତି।ଦୀପକ ବହୁତ ଭଲ ଡ୍ୟାନ୍ସ ମଧ୍ୟ କରନ୍ତି ଆପଣ ମାନେ ଦେଖିଥିବେ।ସେ ବହୁତ ଗୁଡିଏ ଆଲବମ ମଧ୍ୟ କରିଛନ୍ତି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ