Breaking News

ଦେଖନ୍ତୁ , ପାଣି ପାଇଁ କିପରି ଡହଳ ବିକଳ ହେଉଛି ଗୁଣ୍ଡୁଚି ମୂଷା . . .

ପାଟି ଫିଟୁନି ହେଲେ ପାଣି ପାଇଁ ବିକଳ ହେଉଛି ଗୁଣ୍ଡୁଚି ମୂଷା , କଥାଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ |
ତେବେ ଆଜି କଲି ସୋଶଲ ମେଡିଆ ରେ ଏକ ଗୁଣ୍ଡୁଚି ମୂଷା ର ଭିଡିଓ ବେସ ଭାଇରାଲ ହେବାରେ ଲାଗୁଛି |


ଯେଉଁଥିରେ ସେ ଶୋଷ ମେଣ୍ଟାଇବା ପାଇଁ ସଂଘର୍ଷ କରୁଥିବାର ଦେଖିବା ପାଇଁ ମିଳିଛି | ତେବେ ସାଧାରଣତଃ ଗୁଣ୍ଡୁଚି ମୂଷା
ମଣିଷ ମାନଙ୍କର ପାଖବି ମଡ଼ନ୍ତି ନାହିଁ | ମଣିଷ କୁ ଦେଖିଲା ମାତ୍ରେ ସେମାନେ ପଳାଇ ଯାଆନ୍ତି | ତେବେ ସୋଶିଆଲ ମିଡିଆ ଏବେ ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ଗୁଣ୍ଡୁଚି ମୂଷାଟି ଶୋଷ ବିକଳରେ ଭୟ ନକରି ମଣିଷ କୁ ପାଣି ମାଗୁଥିବାର ଦେଖିବାକୁ ମିଳିଛି |


ତେବେ କୁହାଯାଏ କି , ଜଳ ହିଁ ଜୀବନ , ଜଳ ବୀନା ସୃଷ୍ଟି ଅସମ୍ଭବ ସେ ମନୁଷ୍ୟ ହେଉ ଅଥବା ଜୀବଜନ୍ତୁ ହୁଅନ୍ତୁ | ସମସ୍ତଙ୍କ ପାଇଁ ଖାଦ୍ଯ ସହ ପାଣି ଜୀବନ ପାଇଁ ନିହାତି ଭାବେ ଗୁରୁତ୍ଵପୂର୍ଣ |ତେବେ ବର୍ତ୍ତମାନ ମନୁଷ୍ୟ ଦ୍ଵାରା ହେଉଥିବା ଅପ୍ରାକୃତିକ କାରଣରୁ ଧୀରେ ଧୀରେ ପ୍ରାକୃତିକ ପାଣି ଏବେ ବହୁତ ଦୃଶିତ ହେବାକୁ ଲାଗିଲାଣି | ତେବେ ଯାହାଦ୍ୱାରା ଅନେକ ସମସ୍ଯା ଦେଖାଦେଲାଣି | ତେବେ ଜୀବଜନ୍ତୁ ମାନେ ମଧ୍ୟ ବହୁତ କଷ୍ଟ ଭୋଗୁଛନ୍ତି |

ତେବେ ଇନ୍ଟରନେଟ ରେ ନିଆଁ ଭଳି ଭାଇରାଲ ହେଉଥିବା ଏହି ଭିଡିଓ ସବୁକିଛି କହିଦେଉଛି | କିଭଳି ପାଣି ପାଇଁ ଡହଳବିକଳ ହୋଇ ଗୁଣ୍ଡୁଚି ମୂଷା ଟି ମଣିଷ ମାନଙ୍କ ଗହଳ କୁ ପଶି ଆସିଛି | ଏବଂ ତାହା ବି ବିଚ ଜନଗହଳି ଥିବା ସ୍ଥାନ ରେ |ତେବେ ଘଟଣାସ୍ଥଳରେ ରାସ୍ତା ରେ ଦୁଇଟି ଯୁବକ ଯାଉଥିବା ସମୟରେ ତାଙ୍କ ହାତରେ ପାଣି ବଟଲ କୁ ଦେଖି ଗୁଣ୍ଡୁଚି ମୂଷା ଟି ପାଣି ବଟଲ ପାଖକୁ ଆସିଥିଲା |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଜଣେ ଗରିବ ଝିଅ କେମିତି ହେଲା ନଡ଼ିଆ ରାଣୀ ମା ତାରିଣୀ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଦର୍ଶକବନ୍ଧୁ ତାରିଣୀ ମନ୍ଦିର କେନ୍ଦୁଝର ଜିଲ୍ଲା ଘଟ ଗାଁ ରେ ଥିବା ଏକ ଠାକୁରାଣୀ ମନ୍ଦିର ଏଠାରେ ଅଧିଷ୍ଟାତି ଦେବୀ …

Leave a Reply

Your email address will not be published.