Breaking News

ଦେ ହଜୀବି ମାନେ ସରକାରଙ୍କ ଏହି ଗୁହାରି କରି କହିଲେ ଆମ କଥା ଟିକେ ବୁଝନ୍ତୁ, ଦେଖନ୍ତୁ ସେମାନେ କି ଗୁହାରି କରିଛନ୍ତି

ଅନ୍ୟ ର ଦୈ ହିକ ଭୋକ ମେ ଣ୍ଟଉଥିବ ଦେ ହଜୀବୀ ମାନେ ଏବେ ନିଜର ପେଟର ଭୋକ ଯନ୍ତ୍ରଣା ମେ ଣ୍ଟେଇବାରେ ଅସହ୍ୟ  । ମହାମାରୀ କରୋନା ଦାଉରୁ ଆଜି ସେମାନେ ଙ୍କୁ ରୋଜଗାର ଛଡେଇ ନେଇଥିବା ବେଳେ ସେମାନଙ୍କୁ ଏବେ ଆଜି ରାସ୍ତା କଡ଼କୁ ଠେଲି ଦେଇଛି । ମହାମାରୀ କରୋନା ସମୟରେ ଦେ ହଜୀବୀ ମାନେ ଙ୍କୁ ରାସନ୍ ସାମଗ୍ରୀ ଓ ୫ହଜାର ଟଙ୍କା ଦେବାକୁ ନିର୍ଦେଶ ଦେଇଥିଲେ ସୁପ୍ରିମ କୋର୍ଟ ।

ହେଲେ ସେମାନଙ୍କ ଆଜି ପର୍ଯ୍ୟନ୍ତ ସେମାନଙ୍କୁ କିଛି ବି ମିଳିନି । ଯାହା ପଛରେ ନାନା ପ୍ରକାର ହଇରାଣ ହଉଛନ୍ତି ଦେହ – ଜୀବୀ । ଏହାର ପ୍ରତବାଦରେ ଆଜି ଭୁନେଶ୍ୱରରେ ଗାନ୍ଧୀ ମାର୍କେଟ ଧାରଣାରେ ବସିଛନ୍ତି । ନିଜର ହକ୍ ନମିଳିବା ପର୍ଯ୍ୟନ୍ତ ଯାଇଁ ଧାରଣ ରୁ ଉଠିବେନି ବୋଲି କହିଛନ୍ତି । ଜଣେ ଦେହ -ଜୀବୀ କହିଛନ୍ତି କରୋନା ପାଇଁ ଯେଉଁ ଲକଡାଉନ ସଡାଉନ ରହିଲା ସାରା ସହର,  ବଞ୍ଚିବା ପାଇଁ ନାନା ପ୍ରକାର ହଇରାଣ ହେଲୁ ଏପରିକି ଖାଇବାକୁ ପାଇଲୁ ନାହିଁ ।

ଏବେ ଆମେ ଚାହୁଁଚୁ ଯେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଶୁଖିଲା ସାମଗ୍ରୀ ଓ ୫ ଟଙ୍କା ଦିଆଯାଉ । ଅନ୍ୟ ଜଣେ ଦେ ହଜୀବୀ କହିଛନ୍ତି ଲକଡାଉନ ରେ ଆମେ ବହୁ ଅସୁବିଧାର ପଡିଚୁ ଆମେ ଚାହୁଁଚୁ ମାସ କୁ ମାସ ଶୁଖିଲା ଖାଦ୍ୟ ଓ ଟଙ୍କା ଦିଆଯାଉ,  ଯାହା ଫଳରେ ଆମେ ବଞ୍ଚି ପାରିବୁ ।

 

ଓଡ଼ିଶା ପୀ ଡ଼ିତ ଜଣେ ସମିତି ର ଜଣେ କର୍ମ କର୍ତ୍ତା କହିଛନ୍ତି , ସେପ୍ଟେମ୍ୱର ୨୯ ତାରିଖରେ ମାନ୍ୟବର ସୁପ୍ରିମକୋର୍ଟ ଏକ ରାୟ ଦେଇଥିଲେ ଯୋଉଁଥିରେ କୋର୍ଟ ଦର୍ଶାଇଥିଲେ ମହାମାରୀ କରୋନା ସମୟରେ ଦେହ -ଜୀବୀ ମାନଙ୍କୁ ବିନା ଆଧାର କାର୍ଡ ରେ ରାସନ୍ ଓ ୫ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ।

ହେଲେ ଆଜି ପର୍ଯ୍ୟନ୍ତ ଦେ ହଜୀବୀ ଆର୍ଥିକ ସହାୟତା କଥା ଛାଡ଼ନ୍ତୁ ରାସନ୍ ବି ଦିଆଗଲା ନାହିଁ ସେମାନେ ଖାଇବା ପାଇଁ ବହୁ ଅସୁବିଧାରେ ପଡ଼ୁଛନ୍ତି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ମୁତାବକ ସେମାନଙ୍କୁ ସବୁ ପ୍ରକାର ସହାୟତା ଦେବା ପାଇଁ ଦାବି କରିଛନ୍ତି ଓଡ଼ିଶା ପତିତା ଉଦ୍ଧାର ସମିତି କର୍ମ କର୍ତ୍ତା ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ଦେଲା ପ୍ରମାଣ କେବେ ଅନ୍ତ ହେବ କରୋନାର ପ୍ରଭାବ! କେଉଁ କେଉଁ ଏଥିରୁ ବଞ୍ଚିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଯେ ମାଳିକା ଦେଲା ପ୍ରମାଣ କେବେ ସରିବ କରୋନା …

Leave a Reply

Your email address will not be published. Required fields are marked *