Breaking News

ସୁପ୍ରିମ କୋର୍ଟ ଙ୍କ ବଡ ଘୋଷଣା . . . ଦେ ହ ବେପାର କୁ ମିଳିଲା ସମ୍ପୂର୍ଣ ଅନୁମତି

ବର୍ତ୍ତମାନ ବ୍ୟସ୍ତ ବହୁଳ ଜୀବନ ରେ ମଣିଷ କୈଣସି ନା କୈଣସି କାର୍ଯ୍ୟ କରିବା ରେ ବ୍ୟସ୍ତ ରହୁଛି। କାରଣ ବିନା କାମ କରିବା ରେ କାହାକୁ ଅର୍ଥ ମିଳିବ ନାହିଁ।  ଅର୍ଥ ନମିଳିଲେ ସେ ନିଜର ପରିବାର ର ପ୍ରତି ପୋଷଣ କରିପାରିବ ନାହିଁ | ତେଣୁ ପ୍ରତ୍ଯେକ ମଣିଷ କୌଣସି ନା କୌଣସି କର୍ମ କୁ ବାଛି ନେଉଛି |
ସମାଜ ରେ ସମସ୍ତ ଙ୍କ ପଇସା ଅର୍ଜନ କରିବା ର ତରିକା କିଛି ଅଲଗା ଅଲଗା ହୋଇଥାଏ। ଆପଣ ମାନେ ଏକ ବୃତି ର ନାମ ଶୁଣିଥିବେ ଯାହାକି ବେ ଶ୍ୟା ବୃତି, ହଁ ଆଞା ଦେ  ହ ବେପାର ଯେଉଁ ଥିରେ ନିଜର ପରିବାର ର ଭରଣ ପୋଷଣ କରିବା ପାଇଁ ଗୋଟିଏ ନାରୀ ଜଣେ ଅଜଣା ପୁରୁଷ ପାଖରେ ନିଜର ଶରୀର କୁ ସମର୍ପଣ କରିଦିଏ।


ଯାହାକୁ ଆମ ସମାଜ ରେ ଏକ ବଡ ଅପରାଧ ବୋଲି ମନା ଯାଈ ଥାଏ। କିନ୍ତୁ ଏହି ଦେହ ବେପାର ଏକ ବଡ ଅପରାଧ କି ନୁହଁ ତାହା ଏ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ର ଫଇସଲା ପାଇଁ ରହିଛି। ଯାହାର ଶୁଣାଣି ବର୍ତ୍ତମାନ ସୁଦ୍ଧା ସୁପ୍ରିମକୋର୍ଟ ଫଇସଲା କରିନାହିଁ। କିନ୍ତୁ ଏହାକୁ ନେଇ ବମ୍ବେ ହାଇକୋର୍ଟ ଆଜି ଏକ ବଡ ଶୁଣାଣି କରିଛି। କୋର୍ଟ ଏହି ଦେହ ବ୍ୟାପାର କୁ ମନ୍ଜୁରୀ ଦେଇ ସାରିଛି। ବମ୍ବେ ହାଇକୋର୍ଟ ବିଚାର ପତି କହିଛନ୍ତି ଯେ ଦେ ହ ବେପାର ଏକ ଅପରାଧ ନୁହଁ।

ବିଚାର ପତି କହିଛନ୍ତି ଯେ, ନିଜ ଇଛା ରେ କରୁଥିବା ବ୍ୟାପାର କୁ ଅପରାଧ କୁହାଯିବ ନାହିଁ। ବମ୍ବେ ହାଇକୋର୍ଟ ଏକ ଗଣଦୁ ଶ୍କର୍ମ ରେ ଜଡିତ ସମ୍ପୂର୍ଣ୍ଣ ତିନି ଜଣ ମହିଳା ଙ୍କ ସହ ଜଡିତ ଏକ ମାମଲା ର ଶୁଣାଣି ବେଳେ ବମ୍ବେ ହାଇକୋର୍ଟ ସେମାନଙ୍କୁ ସଂସୋଧନ କରି ମୁକ୍ତ କରୁ ବୋଲି କହିଛନ୍ତି। ତିନି ଜଣ ମହିଳା ଙ୍କ ସହ ଜଡିତ ଶରୀର ବ୍ୟାପାର ମାମଲା ର ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ କୈଣସି ବୟସ୍କ ମହିଳା ଙ୍କ ନିଜର ବୃତ୍ତି ବାଛିବା ଅଧିକାର ରହିଛି।

କୋର୍ଟ କହିଛି କୈଣସି ବୟସ୍କ ମହିଳା ଙ୍କୁ ତାଙ୍କ ବିନା ଅନୁମତି ରେ ସଂସ୍କାର ଗୃହ ରେ ବେଶି ସମୟ ରଖାଯାଇ ପାରିବ ନାହିଁ। ଜଷ୍ଟିସ ପ୍ରତିରାଜ୍ ଚାବନ୍ ଏହି ପରି ପିଟିସନ୍ ଦାଖଲ କରିଥିବା ତିନି ଜଣ ଯୁବତୀ ଙ୍କୁ ମୁକ୍ତ କରିବା ନିର୍ଦ୍ଦେଶ ଦେଇଥିବା ବେଳେ କହିଛନ୍ତି ଯେ ଅନୈତିକ କାରବାର ଆଇନ୍ ୧୯୫୬ ର ଉଦ୍ଦେଶ୍ଯ ରେ ଶରୀର ବ୍ୟାପାର କୁ ବନ୍ଦ କରିବା ନୁହଁ । ଏହି ନିୟମ ଅନୁସାରେ କୈଣସି ବ୍ୟବସ୍ଥା ନାହିଁ ଯାହା ଗଣଦୁ ଷ୍କର୍ମ କୁ ଅ ପରାଧ ବୋଲି ବିବେଚନା କରେ, କିମ୍ବା ଗଣଦୁ ଷ୍କର୍ମ ରେ ଜଡିତ ଲୋକ ଙ୍କୁ ଦଣ୍ଡିତ କରେ।


ଏହି ନିୟମ ଅନୁଯାୟୀ କେବଳ ବ୍ୟବସାୟୀକ ଉଦ୍ଦେଶ୍ଯ ଏବଂ ସର୍ବ ସାଧାରଣ ସ୍ଥାନ ରେ ଅଶ୍ଳୀଳ କାର୍ଯ୍ୟ ପାଇଁ ଯୈନ ଶୋଷଣ ବୋଲି ବିବେଚନା କରେ। ଜଷ୍ଟିସ କହିଛନ୍ତି ଯେ ସମ୍ବିଧାନ ଅନୁସାରେ ପ୍ରତ୍ୟେକ ବ୍ଯକ୍ତି ର ଗୋଟିଏ ସ୍ଥାନ ରୁ ଅନ୍ୟ ସ୍ଥାନ କୁ ଯିବା ଏବଂ ମନ ପସନ୍ଦ ର ସ୍ଥାନ ରେ ରହିବା ଅଧିକାର ରହିଛି। ଏହା କହି ଗଣଦୁ ଷ୍କର୍ମ ମୁକ୍ତ ହୋଇଥିବା ଝିଅ ଙ୍କୁ ସଂସ୍କାର ଗୃହ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ଦେଲା ପ୍ରମାଣ କେବେ ଅନ୍ତ ହେବ କରୋନାର ପ୍ରଭାବ! କେଉଁ କେଉଁ ଏଥିରୁ ବଞ୍ଚିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଯେ ମାଳିକା ଦେଲା ପ୍ରମାଣ କେବେ ସରିବ କରୋନା …

Leave a Reply

Your email address will not be published. Required fields are marked *