ଦର୍ଶକବନ୍ଧୁ ଆପଣମାନଙ୍କ ପାଇଁ ଆସିଛି ଗୋଟେ ବଡ଼ ଖୁସିର ଖବର ସିନ୍ଦୁରର ଅଧିକାର ସିରିଏଲ କୁ ଫେରିବେ ନୀଲାଖି ପାତ୍ର ତେବେ ଏହା ବିଷୟରେ କଣ ରହିଛି ସମ୍ପୁର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା | ତେବେ ଦର୍ଶକବନ୍ଧୁ ଓଡିଶା ରେ ଘରେ ଘରେ ପରିଚିତ ନୀଲାଖି ପାତ୍ର ବା ଇତି ଙ୍କୁ କିଏ ବା ନଜାଣେ ସାରା ଓଡ଼ିଶାର ଦର୍ଶକମାନେ ତାଙ୍କୁ ପସନ୍ଦ କରନ୍ତି |
କିନ୍ତୁ ହଟାତ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ସିନ୍ଦୁରର ଅଧିକାର ସିରିଏଲ କୁ ଛାଡିଦେଇଛନ୍ତି ଏହା ପରେ ଦର୍ଶକମାନେ ଲାଇଭ ଆସି ତାଙ୍କୁ ଏହି ସିରିଏଲ କୁ ଫେରିଆସିବେ ବୋଲି ରିକୁଏସ୍ଟ କରିଛନ୍ତି ତାହେଲେ ଦର୍ଶକବନ୍ଧୁ କଣ ହେବ ଇତି କଣ ତାଙ୍କ ଫ୍ୟାନ ମାନଙ୍କ ପାଇଁ ଏହି ସିରିଏଲ କୁ ଫେରିଆସିବେ |
ତେବେ ବନ୍ଧୁଗଣ ଇତି ସିନ୍ଦୁରର ଅଧିକାର ସିରିଏଲ ରୁ ବହୁତ ଲୋକଲୋଚନ କୁ ଆସିଥିଲେ ଏହି ସିରିଏଲ ରେ ତାଙ୍କର ଜବରଦସ୍ତ ଅଭିନୟ କୁ ସାରା ଓଡ଼ିଶାର ଦର୍ଶକମାନେ ବହୁତ ପସନ୍ଦ କରିବା ସହ ତାଙ୍କୁ ବହୁତ ସାରା ଭଲପାଇବା ମଧ୍ୟ ଦେଇଛନ୍ତି |
ତେବେ ବନ୍ଧୁଗଣ ଯଦି ଇତି ଏହି ସିରିଏଲ କୁ ଫେରିଆସିବେ ଆପଣମାନେ କେତେ ଖୁସି ହେବେ ଆଉ ଇତି ଙ୍କର ଅଭିନୟ ଆପଣମାନଙ୍କୁ କେତେ ଭଲଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |
Check Also
ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…
ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …