Breaking News

ଜୀ ସାର୍ଥକ ର ଧାରାବାହିକରେ ନଜର ଆସିବେ ପୁନମ ମିଶ୍ର . . .

ପୁନମ ମିଶ୍ରଙ୍କୁ ବର୍ତ୍ତମାନ ୨୭ ବର୍ଷ ହୋଇଛି । ସେ ୧୯୯୩ ମସିହା ଜୁନ ମାସ ୩୦ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମ ସ୍ଥାନ ହେଲା ଭୁବନେଶ୍ଵର । ଭୁବନେଶ୍ଵର ରେ ତାଙ୍କର ନିଜ ଘରେ ଅଟେ । ପୁନମ ଙ୍କର ବାପାଙ୍କ ନାମ ନିରଞ୍ଜନ ମିଶ୍ର ଓ ତାଙ୍କ ମା ଙ୍କ ନାମ ସ୍ଵର୍ଣଲତା ମିଶ୍ର ଅଟେ  । ପୁନମ ମିଶ୍ରଙ୍କର ଜଣେ ବଡ ଭଉଣୀ ଅଛନ୍ତି ତାଙ୍କର ନାମ ମୋନାଲିସା ମିଶ୍ର ଅଟେ । ପୁନମଙ୍କର ବାପା ଓ ମା ବ୍ୟାଙ୍କରେ ଚାକିରି କରନ୍ତି ।

ପୁନମ ଭୁବନେଶ୍ଵର କିଟ ବିଶ୍ଵଦ୍ୟାଳୟରେ ଇଞ୍ଜିନିୟରିଙ୍ଗ ଛାତ୍ରୀଥିଲେ । ତେବେ ଯଦି ଆମେ ତାଙ୍କ ଅଭିନୟ କ୍ୟାରିୟର ବିଷୟ ରେ କରିବା ତେବେ ସେ ପ୍ରଥମେ ନିଜର କ୍ୟାରିୟର ଟିଭି ଉପସ୍ଥାପିକା ଭାବେ ଆରମ୍ଭ କରିଥିଲେ । ପୁନମ ପ୍ରଥମେ ଜଣେ ଟିଭି ଉପସ୍ଥାପିକା ଭାବେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏହା ପରେ ସେ ଓଡିଆ ସିନେମାରେ ନାୟିକା ଭାବେ ଏଣ୍ଟ୍ରି କରିଥିଲେ । ସେ ୨୦୧୧ ମସିହାର ବହୁ ଚର୍ଚିତ ସିନେମା ବାଇଶି ପାହାଚେ ଖେଳିବ ମୀନ ଜରିଆରେ ଓଡିଆ ସିନେମାରେ ପାଦ ରଖିଥିଲେ ।

ଯଦି ଆପଣମାନେ ଓଡ଼ିଆ ଧାରାବାହିକ ଦେଖିବାକୁ ପସନ୍ଦ କରୁଥିବେ ତେବେ ଆପଣମାନେ ଜି ସାର୍ଥକରେ ପ୍ରସାରିତ ହେଉଥିବା ହେ ପ୍ରଭୁ ଧାରାବାହିକ ବିଷୟରେ ନିଶ୍ଚୟ ଜାଣିଥିବେ | ତେବେ ଏଥିରେ ଅଭିନେତ୍ରୀ ଲିପସା ଏବଂ ସୁବଶିଷ ମୁଖ୍ୟ ଭୂମିକାରେ ନଜର ଆସିଥାନ୍ତି |


ହେଲେ ଦର୍ଶକ ବନ୍ଧୁ ଏବେ କିନ୍ତୁ ଏଥିରେ ନଜର ଆସିବେ ଓଲିଉଡ ଅଭିନେତ୍ରୀ ପୁନମ ମିଶ୍ର | ତେବେ ସେ ଓଲିଉଡ ର ଏକ ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ ଅଟନ୍ତି | ସେ ତାଙ୍କର ଦମଦାର ଅଭିନୟ ବଳରେ ଦର୍ଶକ ମାନଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି |ତେବେ ଆହୁରି ମଧ୍ୟ ଏହି ଧାରା ବାହୀକ ଏବେ ଘରେ ଘରେ ମଧ୍ୟ ବହୁତ ଲୋକପ୍ରିୟ ହୋଇସାରିଲାଣି | ଏବଂ ଏହାର ଟି . ଆର .ପି ମଧ୍ୟ ବହୁତ ଭଲ ଅଟେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *