Breaking News

Cricket ଜଗତର ୧୦ଟି ଭୟଙ୍କର ବ୍ୟାଟ୍ସମ୍ୟାନ, ଯାହାଙ୍କ ନାଁ ଶୁଣି ବୋଲର ମାନେ ବୋଲିଙ୍ଗ କରିବାପାଇଁ ଥରି ଉଠନ୍ତି !

ହେଲୋ ଫ୍ରେଣ୍ଡ୍ କ୍ରିକେଟ ଖେଳରେ ଦୁଇଟି ଜିନିଷ ଉପରେ ନଜର ଉପରେ ସମସ୍ତଙ୍କର ନଜର ରହିଥାଏ ରନ୍ ଏବଂ ୱିକେଟ କ୍ରିକେଟ ଜଗତରେ ଏମିତି କିଛି ବୋଲର ଅଛନ୍ତି ଯାହାଙ୍କ ବୋଲିଙ୍ଗ ଆଗରେ ଆଚ୍ଛା ଆଚ୍ଛା ବ୍ୟାଟ୍ସମ୍ୟାନ୍ ମାନେ ମଧ୍ୟ ମୁଣ୍ଡ ନୂଆଁଇଛନ୍ତି ଏବଂ ସେହି କ୍ରିକେଟ ଜଗତରେ କିଛି ଏମିତି ଖତ୍ରନାକ ବ୍ୟାଟ୍ସମ୍ୟାନ୍ ଅଛନ୍ତି ଯାହାଙ୍କ ଆଗରେ ବୋଲିଙ୍ଗ କରିବା ବେଳେ ବୋଲର ମାନଙ୍କର ହାତ ମଧ୍ୟ ଥରିଥାଏ ଆସନ୍ତୁ ଜାଣିବା କ୍ରିକେଟ ଜଗତର ଖତ୍ରନାକ ବ୍ୟାଟ୍ସମ୍ୟାନ୍ ବିଷୟରେ

ନମ୍ବର 10 ରେ Andre russell – ୱେଷ୍ଟଇଣ୍ଡିଜ ଟିମ ବିଷ୍ପଟକ ଆଲ ରାଉଣ୍ଡର ଅଣ୍ଡ୍ରେ ରୁସର୍ଲ୍ଲ ନିଜର ଖତ୍ରନାକ ବ୍ୟାଟିଙ୍ଗ ଆଙ୍ଗେଲ ପାଇଁ ଆଜି ସାରା ବିଶ୍ବରେ ପରିଚିତ IPL ଭଳି ଲିଜ ଭଳି ରୁସର୍ଲ୍ଲ ନିଜର ଦବଦବା ବଜାଇ ରଖିଛନ୍ତି କହିବା ପାଇଁ ଗଲେ 2019 IPL ଇୟର ରୁସର୍ଲ୍ଲ ଙ୍କ ନାମ ରେ ଥିଲା ସମସ୍ତ ଦର୍ଶକ ଙ୍କ ମୁହଁରେ ଗୋଟିଏ କଥା ଥାଏ ଆଣ୍ଡ୍ରେ ଅନ୍ଦର ତ ଗେନ ବାହାର ଏହି IPL ରେ ସେ ଅନେକ ବିସ୍ଫୋରକ ପାରି ଖେଳିଥିଲେ ରୁସର୍ଲ୍ଲ ଙ୍କ ସମାରେ ଅନେକ ଅନେକ ମହାନ ମହାନ ବୋଲର ମଧ୍ୟ ବୋଲିଙ୍ଗ କରିବା ପାଇଁ ଭୟ କରିଥାନ୍ତି

ନମ୍ବର 9 ରେ Brendon muccullum – ନ୍ୟୁଜଲାଣ୍ଡ ର ଏହି ଧାକଡ ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଙ୍କୁ ନିଜର ପାୱାର ହିଟିଙ୍ଗ ପାଇଁ ଆଜି ସାରା ବିଶ୍ବରେ ପସନ୍ଦ କରାଯାଏ ମାକୁଲ୍ଲୁମ ଫର୍ଷ୍ଟ ବୋଲର ଙ୍କ ବିରୁଦ୍ଧରେ ତାବୋଡ ତୋଡ ଅନ୍ଦାଜରେ ବ୍ୟାଟିଙ୍ଗ କରିବା ପାଇଁ ମଧ୍ୟ ଭୟ କରି ନଥାନ୍ତି ଥରେ ଯଦି ତାଙ୍କର ହିଟିଙ୍ଗ ଆରମ୍ଭ କରି ଦିଅନ୍ତୁ ତାହା ବନ୍ଦ ହେବାର ନାହିଁ ଧରି ନଥାଏ ମାକଲ୍ଲୁମ କୁ ନ୍ୟୁଜଲାଣ୍ଡ ର ସବୁ ଠାରୁ ଖତ୍ରାନକ ବ୍ୟାଟ୍ସମ୍ୟାନ୍ ବୋଲି ମନାଯାଏ

ନମ୍ବର 8 ରେ Kevin pietersen – ଇଂଲଣ୍ଡ ଟିମ୍ ର ଏହି ବ୍ୟାଟ୍ସମ୍ୟାନ୍ ନିଜର କ୍ରିକେଟ କ୍ୟାରିୟର ଆରମ୍ଭ ରୁ ହିଁ ଜଣେ ହାର୍ଡ ହିଟର ରହି ଆସିଛନ୍ତି ନିଜ ଟିମ୍ ପାଇଁ ଅନେକ ଥର ଅଗ୍ରେସିଭ ନେଚର ରେ ବ୍ୟାଟିଙ୍ଗ କରି ଅନେକ ମ୍ୟାଚ୍ ଜିତାଇଛନ୍ତି ତାଙ୍କର ବ୍ୟାଟିଙ୍ଗ କରିବା ଷ୍ଟାଇଲ ରେ ଆଜି ସାରା ବିଶ୍ବ ଦିୱାନା

ନମ୍ବର 7 ରେ s.Jaysuriya – ଶ୍ରୀଲଙ୍କା ଟିମ୍ ର ଏହି ବିସ୍ଫୋଟକ ବ୍ୟାଟ୍ସମ୍ୟାନ୍ ଙ୍କୁ କ୍ରିକେଟ ଜଗତ ସବୁ ବେଳେ ପାଇଁ ମାନେ ରଖିବ one day କ୍ରିକେଟ କୁ t20 ଭଳି ଖେଳିବାର କାବିଲିୟତ ରଖିଥିବା ଏହି ବିସ୍ଫୋଟକ ବ୍ୟାଟ୍ସମ୍ୟାନ୍ ଜଣଙ୍କ ନମ୍ବର 7 ରେ ଅଛନ୍ତି

ନମ୍ବର 6 ରେ Adam Gilchrist – ଅଷ୍ଟ୍ରେଲିଆ ଟିମ୍ ର ପୂର୍ବତନ ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଆଡାମ୍ ଗିଲସ୍ରିଷ୍ଟ ଏମିତି ଏକ ନାମ ଯାହାକୁ ଚିର ଦିନ ପାଇଁ ମାନେ ରଖାଯିବ ଅଷ୍ଟ୍ରେଲିଆ ଟିମ୍ କୁ ଆଗକୁ ନେବାରେ ଗିଲାଶ୍ରିଷ୍ଟ ଙ୍କର ବୋହୂତ ବଡ ଭୂମିକା ରହିଛି ତାଙ୍କର ଖତ୍ରନାକ ଶୈଳୀରେ ବ୍ୟାଟିଙ୍ଗ କଥା ଭାବିଲେ ବୋଲର ମାନଙ୍କର ରୁମ୍ ଟାଙ୍କରି ଉଠିଥାଏ କେବଳ t20 ଓ one day ଫର୍ମାଟ ରେ ନୁହେଁ ସେ ଟେଷ୍ଟ କ୍ରିକେଟ ରେ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟାଟ୍ସମ୍ୟାନ୍ ଥିଲେ

ନମ୍ବର 5 ରେ Viv richardas – ୱେଷ୍ଟଇଣ୍ଡିଜ ର ଏହି ମାରାତ୍ମକ ବ୍ୟାଟ୍ସମ୍ୟାନ୍ ଯେତେ ବେଳେ ବ୍ୟାଟିଙ୍ଗ କରିବା ପାଇଁ ମଇଦାନକୁ ଓହ୍ଲାନ୍ତି ମହାନ୍ ମହାନ୍ ବୋଲାରଙ୍କର ମଧ୍ୟ ଭୟରେ ଝାଳ ବାହାରି ଯାଏ କ୍ରିକେଟ ର ଭଗବାନ ସଚିନ ତେନ୍ଦୁଲକର ମଧ୍ୟ ରିଚର୍ଡାସ ଙ୍କୁ ନିଜର ଆଇଡଲ ବୋଲି ମାନନ୍ତି

ନମ୍ବର 4 ରେ Chris gayle – କାରିବିଆନ ଟିମ୍ ର ବିସ୍ଫୋଟକ ବ୍ୟାଟ୍ସମ୍ୟାନ୍ ଏବଂ ଉନିଭର୍ଶେ ବସ ନାମରେ ପରିଚିତ କ୍ରିସ ଗେଲ ଙ୍କୁ ଆଜି କିଏ ବା ନାଜାନିଛି କୁହାଯାଏ କ୍ରିସ ଗେଲ ଚୌକାରେ ନୁହେଁ କେବଳ ଛକାରେ ଡ଼ିଲ କରି ଥାଆନ୍ତି କ୍ରିସ ଗେଲ t20 କ୍ରିକେଟ ରେ 1000 ରୁ ଅଧିକ ଛକା ମାରିଛନ୍ତି ଗେଲ ଙ୍କୁ ଲିମିଟେଡ ଓଭର ରେ ସବୁ ଠାରୁ ଖତ୍ରନାକ ବ୍ୟାଟ୍ସମ୍ୟାନ୍ ବିଲି ମାନା ଯାଏ

ନମ୍ବର 3 ରେ Virendar sehwag – ଇଣ୍ଡିଆନ କ୍ରିକେଟ ଟିମ୍ ର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହୱାଗ ନିଜର ପାୱାର ହିଟିଙ୍ଗ ଷ୍ଟାଇଲ ପାଇଁ ଆଜି ସାରା ବିଶ୍ବରେ ଶେଷ ପ୍ରସିଦ୍ଧ ସେହୱାଗ ଙ୍କ ଆଗରେ ମଧ୍ୟ ବୋଲିଙ୍ଗ କରିବା ପାଇଁ ମହାନ୍ ବୋଲର ମାନେ ଭୟ କରି ଥାଆନ୍ତି ସେହୱାଗ ନିଜର କ୍ରିକେଟ କ୍ୟାରିୟର ରେ 17 ରୁ ଅଧିକ ଥର ଛକା ମାରୀ ନିଜର ପାରି ଆରମ୍ଭ କରିଛନ୍ତି

ନମ୍ବର 2 ରେ rohit sharma – ଭାରତର ହିଟ ମ୍ୟାନ ରୋହିତ ଶର୍ମା ଙ୍କ ବ୍ୟାଟିଙ୍ଗ କେତେ ଯେ ଭୟଙ୍କର ହୋଇଥାଏ ତାହା ପ୍ରମାଣ କରିବାର ଆବଶ୍ୟକତା ନାହିଁ ଯେତେ ବେଳେ ହିଟ ମ୍ୟାନ ନିଜ ଅନ୍ଦାଜ ରେ ବ୍ୟାଟିଙ୍ଗ କରିବା ଆରମ୍ଭ କରନ୍ତି ସେତେ ବେଳେ ମହାନ୍ ମହାନ୍ ବୋଲର ଝାଳ ବାହାରି ଥାଏ ସେ ODI କ୍ରିକେଟ ରେ 264 ରନ୍ ର ଏକ ବିଶାଳ ପାରି ଖେଳିବାରେ ମଧ୍ୟ ସକ୍ଷମ ହୋଇଛନ୍ତି ଓ ସେ ଆଜି ପର୍ଯ୍ୟନ୍ତ ODI କ୍ରିକେଟ ରେ 3 ଟିଦ୍ୱିତୀୟ ସେଞ୍ଚୁରି ମାରୀ ସାରିଛନ୍ତି

ନମ୍ବର 1 ରେ Ab db villiers – ଏହା ଏମିତି ଏକ ନାମ ଯାହାଙ୍କ ପରିଚୟ ଦେବା ପାଇଁ ପଡେ ନାହିଁ କାହିଁକି ନା ଏମିତି କେହି କ୍ରିକେଟ ପ୍ରେମୀ ନଥିବେ ଯିଏ କି AB DB VILLIERS ଙ୍କୁ ଜାଣି ନଥିବେ ସାଉଥ୍ ଆଫ୍ରିକା ର ଏହି ଖତ୍ରନାକ ବ୍ୟାଟ୍ସମ୍ୟାନ୍ ଆଜି ସାରା ବିଶ୍ବରେ 360 ° ନାମରେ ପରିଚିତ ଫିଲ୍ଡର ସମସ୍ତ ଦିଗକୁ ସର୍ଟ ମାରିବାର କ୍ଷମତା ତାଙ୍କ ପାଖରେ ଅଛି ତାଙ୍କ ଆଗରେ ଅଛା ଆଚ୍ଛା ବୋଲର ବୋଲିଙ୍ଗ କରିବା ପାଇଁ ଡରନ୍ତି ସେ ଯେତେ ବେଳେ ଚାହାନ୍ତି ସେତେ ବେଳେ ନିଜର ବ୍ୟାଟିଙ୍ଗ କରିବା ଷ୍ଟାଇଲ କୁ ପରିବର୍ତ୍ତନ କରି ଏକ ଖତ୍ରନାକ୍ ଶୈଳୀ ରେ ବ୍ୟାଟିଙ୍ଗ କରନ୍ତି ତାଙ୍କ ବିଷୟରେ ଯେତେ କହିଲେ ମଧ୍ୟ କମ୍ ପଡ଼ିବ

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.