Breaking News

ଆସିଲା ବଡ ଖବର !! ବ୍ଯାଙ୍କ ସମୟ ରେ ଆସିଲା ବଡ ପରିବର୍ତନ

ବର୍ତ୍ତମାନ ପରିସ୍ଥିତି କୁ ଆଖି ଆଗରେ ରଖି ଗ୍ରାହକ ମାନଙ୍କ ର ଶବକୁ ସକାଳ ୧୦ ଟା ରୁ ଆରମ୍ଭ କରି ଦିନ ୨ଟା ପର୍ଯ୍ୟନ୍ତ ରଖାଯାଇଛି ହେଲେ ପୂର୍ବ ଭଳି ବ୍ଯାଙ୍କ ସକାଳ ୧୦ ଟା ରୁ ଆରମ୍ଭ କରି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ | ତେବେ ଆସନ୍ତା ମେ ୧୫ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ ଏହି ନୂଆ ନିୟମ | ତେବେ ଏପରି ନୂଆ ନିୟମ ଯୋଗୁଁ ରାଜ୍ୟ ସ୍ତରୀୟ ବ୍ଯାଙ୍କର୍ସ କମିଟି କୁ ଅର୍ଥ ବିଭାଗ ର ନିର୍ଦେଶ ରହିଛି | ତେବେ ରୋଟେଶନ ଆଧାର ରେ ୫୦ ପ୍ରତିଶତ କର୍ମଚାରୀ ଙ୍କୁ ନେଇ କାମ କରିବାର ନିୟମ ରହିଛି | ଏହା ସହ ସବୁ ଜିଲ୍ଲାରେ ଏଟିଏମ ରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି |

ତେବେ ଏଭଳି ନିସ୍ପତି ନେବା ପଛରେ କାରଣ ରହିଛି ଦେଶ ରେ ଅଣାୟତ ଭାବେ ବଢୁଥିବା କୋଭିଡ ର ଦ୍ଵିତୀୟ ଲହରୀ | ତେବେ ଏଥିମଧ୍ୟ ରେ ଲକ ଡାଉନ କୁ ନେଇ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ସାହା ନିଜ ମନ୍ତବ୍ୟ ରଖିଛନ୍ତି | ତାଙ୍କ କହିବ ମୁତାବକ ଯେ ଗତ ବର୍ଷ ପ୍ରଥମେ ଲକଡାଉନ ହେବା ସମୟରେ ସେତେବେଳେ ସବୁ ଡାକ୍ତର ଖାନା ଗୁଡିକ ର ସ୍ଥିତି ଏତେ ଭଲ ନଥିଲା କି ହସ୍ପିଟାଲରେ ଏତେ ସଂଖ୍ୟକ ବେଡ ନଥିଲା |

କି ବହୁତ ସାରା ଅକସିଜେନ ସିଲିଣ୍ଡର ର ସୁବିଧା ମଧ୍ୟ ନଥିଲା ହେଲେ ବର୍ତ୍ତମାନ ପ୍ରଧାନ ମନ୍ତ୍ରୀ ଙ୍କ ଉଦ୍ୟମ ଯୋଗୁଁ ଦେଶ ରେ ହସ୍ପିଟାଲ ର ଭିତ୍ତିଭୂମି ସୁଦୃଢ ହୋଇ ପାରିଛି | ତା ଛଡା ସବୁ ରାଜ୍ୟ ମାନେ ନିଜ ନିଜ ରାଜ୍ୟ ରେ ଲକଡାଉନ କରିବେ କି ନାଇ ସେ ନେଇ ସେମାନେ ନିଷ୍ପତି ନେବା ପାଇଁ ସମ୍ପୂର୍ଣ ରୂପେ ସ୍ବତନ୍ତ୍ର ଅଟନ୍ତି | ତେବେ ଲକଡାଉନ କୁ ନେଇ କେନ୍ଦ୍ର ରାଜ୍ୟ ମାନଙ୍କୁ ଅନେକ କ୍ଷମତା ଦେଇଛି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *