ଆସୁଛି କରୋନା ଠାରୁ ଆହୁରି ଭୟଙ୍କର ରୋଗ କୋଭିଡି 19 ଠାରୁ ବି ଅଧିକ ଭୟଙ୍କର ରୋଗ ପୃଥିବୀ ବାସୀଙ୍କୁ ବ୍ୟାପିବାର ଆଶଂକା ରହିଛି । କରୋନା ଭୁତାଣୁ ସଂକ୍ରମଣ ସହ ସାରା ବିଶ୍ଵ ଲଢ଼ୁଥିବା ବେଳେ ଏବେ ଏକ ନୂଆ ଭୁତାଣୁ ଭୟ ଦେଖା ଦେଇଛି ।ଚାରି ଦଶନ୍ଧି ତଳେ ଇବୋଲା ରୋଗ ଆବିଷ୍କାର କରିଥିବା ବୈ୍ଞାନିକ ଜିନ୍ ଯ୍ୟାକ୍ ମୁଇମେ ଥାଫୋ ଚେତା ବନେଇଦେଇଛନ୍ତି ।
ସିଏ କହିଛନ୍ତି ଜେ ସାରା ବିଶ୍ଵ ରେ କ୍ଷୀପ୍ର ଗତିରେ ଆଉ ଏକ ଭୁତାଣୁ ସହ ଆକ୍ରମଣ ହଉଚି । ଏହା କୁ ଡିଜିଟି ଏସ ବୋଲି କୁହାଯାଉଛି । ଯାହା ଇବୋଲା ଠାରୁ ମଧ୍ୟ ଅଧିକ ମାରାତ୍ମକ ଜିଁ ଜ୍ୟାକ୍ କହିବା ଅନୁଯାୟୀ ମାନବ ଜାତି ଅଗଣିତ ଭୁତାଣୁ କରୋନା ର ସାମ୍ନା କରୁଛି । ଆଫ୍ରିକା ଟ୍ରଫି କାଲ୍ ରେ ଅଧିକ ରୁ ଅଧିକ ଭୁତାଣୁ ସଂକ୍ରମଣ ହେବାର ଆଶଙ୍କା ରହିଛି ।
ଏବେ ଆମେ ଏପରି ବିଶ୍ଵ ରେ ବସ ବାସ କରୁଛେ ଯେଉଁ ଠାରେ ଅଧିକ ରୁ ଅଧିକ ଭୁତାଣୁ ଆସିବେ ଯାହା ମାନବ ଜାତି ପାଇଁ ବିପଦ ସୃଷ୍ଟି କରିବେ । ଆଗାମୀ ଦିନରେ କରୋନା ଭୁତାଣୁ ଠାରୁ ଅଧିକ ମାରାତ୍ମକ ଭୁତାଣୁ ର ସଂକ୍ରମଣ ହେବା । ଆନ୍ତ୍ରଜାତିୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗଙ୍ଗରେ ଜଣେ ମହିଳା ଗୁରୁତ୍ଵ ର ଭାବେ ଅସୁସ୍ଥ ହୋଇ ପଡ଼ିବ ପରେ ତାଙ୍କର ବିଭିନ୍ନ ଟେଷ୍ଟ କାର ଯାଇଥିଲା । କିନ୍ତୁ ସବୁ ରିପୋର୍ଟ ନେଗେଟିଭ ଆସିଛି ।
ଡିଜିଟ ଏସ ର ସେ ପ୍ରଥମେ ଆକ୍ରାନ୍ତ ହୋଇଥିବା ବୋଲି ଅନୁମାନ କରାଯାଉଛି । ନୂଆ ଭୁତାଣୁ ସଂକ୍ରମଣ କରୋନା ପରି କ୍ଷିପ୍ର ଗତିରେ ସଂକ୍ରମିତ ହୋଇପାରେ । ସେପଟେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଡିଯିଟି ଏସ ପରିକଳ୍ପନା ବୋଲି ଅନୁମାନ କରାଯାଉଛି । ତେବେ ଯଦି ଏହା ବ୍ୟାପେ ଏହା କରୋନା ଭୁତାଣୁ ଠାରୁ ମଧ୍ୟ ଏହା କ୍ଷୀପ୍ର ଗତିରେ ସଂକ୍ରମଣ ହେବ ।
ପ୍ରଫେସର୍ ଜିନ୍ ପ୍ରଥମେ ଇବୋଲା ଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କ ର ରକ୍ତ ନମୁନା ସଂଗ୍ରହ କରି ଏହି ଭୂତାଣୁ କୁ ଇବୋଲା ନାଁ ଦେଇଥିଲେ । ତେବେ କୋଭିଡି 19 ଠାରୁ ଏହି ଭୂତାଣୁ ଅଧିକ ବେଗରେ ବ୍ୟାପିବା ସହ ଇବୋଲା ପରି ୫୦ ରୁ ୯୦ ପ୍ରତିଶତ ପ୍ରତି ଭାର ରହିବା ବୋଲି କୁହାଯାଇଛି । ଅନ୍ୟ ପଟେ ପଶୁଙ୍କ ଠାରୁ ମଣିଷ ଶରୀର କୁ ଡେଇଁ ଲା ପରେ ମାନବ ସମାଜ କୁ ଅନେକ ରୋଗ ର ଶିକାର ହେବା କୁ ପଡ଼ିବ ବୋଲି ସତର୍କ କରାଇ ଦେଇଛନ୍ତି ପ୍ରଫେସର୍ ଜିନ୍ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ