Breaking News

କରୋନା ଠାରୁ ଏକ ଭୟଙ୍କର ଏକ ନୂଆ ରୋଗ ଆସୁଛି, ସତର୍କ କରାଇଲେ ବିଶ୍ଵର ବଡ ବଡ ବୈଜ୍ଞାନିକ ମାନେ

ଆସୁଛି କରୋନା ଠାରୁ ଆହୁରି ଭୟଙ୍କର ରୋଗ କୋଭିଡି 19 ଠାରୁ ବି ଅଧିକ ଭୟଙ୍କର ରୋଗ ପୃଥିବୀ ବାସୀଙ୍କୁ ବ୍ୟାପିବାର ଆଶଂକା ରହିଛି । କରୋନା ଭୁତାଣୁ ସଂକ୍ରମଣ ସହ ସାରା ବିଶ୍ଵ ଲଢ଼ୁଥିବା ବେଳେ ଏବେ ଏକ ନୂଆ ଭୁତାଣୁ ଭୟ ଦେଖା ଦେଇଛି ।ଚାରି ଦଶନ୍ଧି ତଳେ ଇବୋଲା ରୋଗ ଆବିଷ୍କାର କରିଥିବା ବୈ୍ଞାନିକ ଜିନ୍ ଯ୍ୟାକ୍ ମୁଇମେ ଥାଫୋ ଚେତା ବନେଇଦେଇଛନ୍ତି ।

ସିଏ କହିଛନ୍ତି ଜେ ସାରା ବିଶ୍ଵ ରେ କ୍ଷୀପ୍ର ଗତିରେ ଆଉ ଏକ ଭୁତାଣୁ ସହ ଆକ୍ରମଣ ହଉଚି । ଏହା କୁ ଡିଜିଟି ଏସ ବୋଲି କୁହାଯାଉଛି । ଯାହା ଇବୋଲା ଠାରୁ ମଧ୍ୟ ଅଧିକ ମାରାତ୍ମକ ଜିଁ ଜ୍ୟାକ୍ କହିବା ଅନୁଯାୟୀ ମାନବ ଜାତି ଅଗଣିତ ଭୁତାଣୁ କରୋନା ର ସାମ୍ନା କରୁଛି । ଆଫ୍ରିକା ଟ୍ରଫି କାଲ୍ ରେ ଅଧିକ ରୁ ଅଧିକ ଭୁତାଣୁ ସଂକ୍ରମଣ ହେବାର ଆଶଙ୍କା ରହିଛି ।

ଏବେ ଆମେ ଏପରି ବିଶ୍ଵ ରେ ବସ ବାସ କରୁଛେ ଯେଉଁ ଠାରେ ଅଧିକ ରୁ ଅଧିକ ଭୁତାଣୁ ଆସିବେ ଯାହା ମାନବ ଜାତି ପାଇଁ ବିପଦ ସୃଷ୍ଟି କରିବେ । ଆଗାମୀ ଦିନରେ କରୋନା ଭୁତାଣୁ ଠାରୁ ଅଧିକ ମାରାତ୍ମକ ଭୁତାଣୁ ର ସଂକ୍ରମଣ ହେବା । ଆନ୍ତ୍ରଜାତିୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗଙ୍ଗରେ ଜଣେ ମହିଳା ଗୁରୁତ୍ଵ ର ଭାବେ ଅସୁସ୍ଥ ହୋଇ ପଡ଼ିବ ପରେ ତାଙ୍କର ବିଭିନ୍ନ ଟେଷ୍ଟ କାର ଯାଇଥିଲା । କିନ୍ତୁ ସବୁ ରିପୋର୍ଟ ନେଗେଟିଭ ଆସିଛି ।

ଡିଜିଟ ଏସ ର ସେ ପ୍ରଥମେ ଆକ୍ରାନ୍ତ ହୋଇଥିବା ବୋଲି ଅନୁମାନ କରାଯାଉଛି । ନୂଆ ଭୁତାଣୁ ସଂକ୍ରମଣ କରୋନା ପରି କ୍ଷିପ୍ର ଗତିରେ ସଂକ୍ରମିତ ହୋଇପାରେ । ସେପଟେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଡିଯିଟି ଏସ ପରିକଳ୍ପନା ବୋଲି ଅନୁମାନ କରାଯାଉଛି । ତେବେ ଯଦି ଏହା ବ୍ୟାପେ ଏହା କରୋନା ଭୁତାଣୁ ଠାରୁ ମଧ୍ୟ ଏହା କ୍ଷୀପ୍ର ଗତିରେ ସଂକ୍ରମଣ ହେବ ।

ପ୍ରଫେସର୍ ଜିନ୍ ପ୍ରଥମେ ଇବୋଲା ଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କ ର ରକ୍ତ ନମୁନା ସଂଗ୍ରହ କରି ଏହି ଭୂତାଣୁ କୁ ଇବୋଲା ନାଁ ଦେଇଥିଲେ । ତେବେ କୋଭିଡି 19 ଠାରୁ ଏହି ଭୂତାଣୁ ଅଧିକ ବେଗରେ ବ୍ୟାପିବା ସହ ଇବୋଲା ପରି ୫୦ ରୁ ୯୦ ପ୍ରତିଶତ ପ୍ରତି ଭାର ରହିବା ବୋଲି କୁହାଯାଇଛି । ଅନ୍ୟ ପଟେ ପଶୁଙ୍କ ଠାରୁ ମଣିଷ ଶରୀର କୁ ଡେଇଁ ଲା ପରେ ମାନବ ସମାଜ କୁ ଅନେକ ରୋଗ ର ଶିକାର ହେବା କୁ ପଡ଼ିବ ବୋଲି ସତର୍କ କରାଇ ଦେଇଛନ୍ତି ପ୍ରଫେସର୍ ଜିନ୍ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *