Breaking News

ଚାଷୀ ଭାଇ ମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର, ଏହି ଜିଲ୍ଲାରେ ମିଳିଲା କାଳିଆ ( Kalia )ଟଙ୍କା…. ଦେଖନ୍ତୁ ଆପଣଙ୍କ ଜିଲ୍ଲାରେ କେବେ ମିଳିବ କାଳିଆ ( Kalia ) ଟଙ୍କା !

ଦର୍ଶକବନ୍ଧୁ କାଳିଆ ଯୋଜନାରେ ଫୁଣି ଠାରେ ମିଳିଲା ସହାୟତା ରାଶି ସରକାର ପ୍ରଦାନ କଲେ କାଳିଆ ଚାଷୀ ଭାଇ ମାନଙ୍କ ପାଇଁ ଟଙ୍କା ଓଡ଼ିଶାର କେଉଁ ଜିଲ୍ଲାର ଲୋକ ଙ୍କୁ ମିଲିଆ ଯୋଜନାର ଭେଟି ଏବଂ ଚାଷୀ ମାନଙ୍କ ବ୍ୟାଙ୍କ ଖାତା କୁ କେତେ ଟଙ୍କା ଥିଲା ଓ କେତେ ନମ୍ବର କିସ୍ତି ଏହା ମିଳିଲା ତାହା ଆମେ ସମୁର୍ଣ୍ଣ ଡିଟେଲେସ ଜଣାନ୍ତୁ | ତେବେ ରଜ ସଂକ୍ରାନ୍ତିରେ କାଳିଆ ଯୋଜନାର ଭେଟି ମିଳିଛି ଚାଷୀ ଭାଇ ମାନକୁ ଚାଷୀଙ୍କ ଖାତାକୁ ଗଲା କାଳିଆ କିସ୍ତିର ଟଙ୍କା |

ଝାରସୁଗୁଡା ଚାଷୀ ମାନଙ୍କୁ ମିଳିଲା ଏହି ଭେଟି ଜିଲ୍ଲାର 3500 ରୁ ଅଧିକ କୁଦ୍ର ଓ ନାମ ମାତି ଚାଷୀ ଙ୍କୁ ମିଳୁଛି ସହାୟତା ରାଶି ପ୍ରତେକ ଚାଷୀ ଙ୍କ ଖାତାକୁ ଯାଇଛି 2000 ଟଙ୍କା ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟ ମନ୍ତ୍ରୀ ଚାଷୀଙ୍କ ବ୍ୟାଙ୍କ ଖାତାକୁ 7 କୋଟିରୁ ଅଧିକ ଟଙ୍କା ଯାଇଛି ଗତ ମାସ 3 ତାରିଖରେ ଅକ୍ଷିତୃତୀୟାରେ ରାଜ୍ୟର କାଳିଆ ବଣ୍ଟନ କାରୀଙ୍କୁ କୁହାଯାଇଥିଲା ଏହା ଦ୍ୱାରା ଉପକୃତ ହୋଇଛନ୍ତି 40 ହଜାର କୁଦ୍ର ନାମମାତ ଚାଷୀ ଏବାବଦରେ ରାଜ୍ୟ ସରକାର ଖର୍ଚ୍ଚା କରୁଛନ୍ତି 800 କୋଟି ଟଙ୍କା |

ସେତେବେଳେ ଝାରସୁଗୁଡା ଜିଲ୍ଲାକୁ କାଳିଆ ସହାୟତା ପ୍ରଦାନ କରାଯିବ ବୋଲି ଯାଇନଥିଲା ଉପ ନିବରଚନ ପାଇଁ ଆଚରଣ ବିଧି ଲାଗିଥିବାରୁ କାଳିଆ ସହାୟତା ଦିଅ ଯାଇନଥିଲା ତେଣୁ ନିବରଚନ ପରେ ଏବେ ଜିଲ୍ଲା ବାସୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯାଇଛି | ତେବେ ଝାରସୁଗୁଡା ବାସିନ୍ଧା ପରେ ଆଉ କେଉଁ ଜିଲାରେ କାଳିଆ ଟଙ୍କା ମିଳିନାହିଁ ତାହା ଆପଣ ମାନେ ଚାହିଁଲେ କମେଣ୍ଟ କରି ଜଣାଇ ପାରିବେ |

About odisha news

Check Also

ଆସିଗଲା ମେଟ୍ରିକ୍ ପରୀକ୍ଷା ରେଜଲ୍ଟ ତାରିଖ ଶୀଘ୍ର ଦେଖନ୍ତୁ, ବାହାରିବାକୁ ଯାଉଛି ମାଟ୍ରିକ ରେଜଲ୍ଟ…ଦେଖନ୍ତୁ କେଉଁ ସମୟରେ ବାହାରିବା ରେଜଲ୍ଟ !

ବର୍ତମାନର ବଡ଼ ଖବର ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ଼ ଖୁସି ଖବର ଆସନ୍ତା ବୁଧବାର ପ୍ରକାଶ ପାଇବ ପାଇବା …

Leave a Reply

Your email address will not be published.