ଦର୍ଶକବନ୍ଧୁ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ମୟୁର ପଙ୍ଖ ର କିଛି ଉପକାରିତା ରହିଥାଏ ତେବେ ଆଜି ଆମେ ଜାଣିବା ମୟୁର ପଙ୍ଖ ରୁ ଆମେ କେମିତି ଆମର ଅର୍ଥ ବଢ଼ାଇଥାଉ | ତେବେ ବନ୍ଧୁଗଣ ଶୋଇବା ଘରର ପୂର୍ବ ଦିଗ ରେ ମୟୁର ପଙ୍ଖ ରଖିବା ଦ୍ୱାରା ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ ଏବଂ ଅଟକି ଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଥାଏ |
ତେବେ ବନ୍ଧୁଗଣ ମନେ ରଖିବେ ଯଦି ଆପଣଙ୍କର ଘରେ ଆର୍ଥିକ ସମସ୍ୟା ଦେଖାଯାଉଥାଏ କିମ୍ବା ପଇସା ର ଅଭାବ ଦେଖାଯାଉଥାଏ ତେବେ ପଇସା ରଖିବା ସ୍ଥାନରେ ଗୋଟେ ମୟୁର ପଙ୍ଖ ରଖି ଦିଅନ୍ତୁ ଏହା କରିବା ଫଳରେ ଆପଣଙ୍କର ଘରେ କେବେ ଆର୍ଥିକ ସମସ୍ୟା ଦେଖାଯିବ ନାହିଁ ତେବେ ବନ୍ଧୁଗଣ ମନେ ରଖିବେ ଆଲମାରୀ ରେ ମୟୁର ପଙ୍ଖ ରଖିବା ଦ୍ୱାରା ଆପଣଙ୍କର ଆର୍ଥିକ ସ୍ତିତି ମଜବୁତ ହୋଇଥାଏ |
ତେବେ ଦର୍ଶକବନ୍ଧୁ ଆପଣମାନେ ଜାଣିରଖିବା ଦରକାର କି ମୟୁର ପଙ୍ଖ ବହୁତ ପ୍ରଭାବ ସାଳି ହୋଇଥାଏ ସେଥିପାଇଁ ଆପଣ ଏହାକୁ ପାଖରେ ରଖିବା ଦ୍ୱାରା ଅନ୍ୟ ଲୋକଙ୍କ ନକାରାତ୍ମକ ପ୍ରଭାବ ଆପଣଙ୍କର ଉପରେ ପଡ଼ିନଥାଏ ଯାହା ଦ୍ୱାରା ଆପଣଙ୍କର ମଙ୍ଗଳ ହୋଇଥାଏ |
ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ମୟୁର ପଙ୍ଖ ମାତା ସରସ୍ବତୀଙ୍କ ଅତି ପ୍ରିୟ ହୋଇଥାଏ ତେଣୁ ପିଲାଙ୍କ ପଢିବା ଘରେ ମୟୁର ପଙ୍ଖ ଟିଏ ରଖନ୍ତୁ ଏହା କଲେ ଆପଣଙ୍କର ପିଲା ବିଦ୍ୱାନ ହୋଇଥାଏ | ଯଦି ଆପଣଙ୍କର ପିଲାମାନେ ଜିଦି ସ୍ଵଭାଵ ର ହୋଇଥାନ୍ତି ତେବେ ତାଙ୍କ ଶୋଇବା ଘରେ ମୟୁର ପଙ୍ଖ ରଖନ୍ତୁ ଯାହା ଦ୍ୱାରା ଆପଣଂକର ପିଲାମାନଙ୍କ ସ୍ଵଭାଵ ରେ ସୁଧାର ଆସିଥାଏ |
ବନ୍ଧୁଗଣ ମୟୁର ପଙ୍ଖ ଘର ପାଇଁ ଅତ୍ୟନ୍ତ ଶୁଭ ଓ ପୂଜନୀୟ ହୋଇଥାଏ ତେଣୁ ତାକୁ ତଳେ ପକାଇବା କେବେ ଉଚିତ ହୋଇନଥାଏ ଏବଂ ସର୍ବଦା ହାତ କୁ ସଫା କରି ଧରିବା ଉଚିତ ଏବଂ ଗ୍ରହମାନଙ୍କର ଦୃଷ୍ଟି ରୁ ବଞ୍ଚିବା ପାଇଁ ମୟୁର ପଙ୍ଖ ର ବ୍ୟବହାର କରିବା ଉଚିତ ହୋଇଥାଏ |
Check Also
ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …
ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …