Breaking News

ଚୁନରିୟା ଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଓ ତାଙ୍କ ଘର କେଉଁଠି !

ହେଲୋ ଫ୍ରେଣ୍ଡ ତେବେ ଆପଣମାନେ ଦାମିନି ଙ୍କୁ ବେଶେ ଭଲ ଭାବରେ ଜାଣିଥିବେ ଯିଏକି ଅଲିଉଡ ଟେଲିଭିଜନ ଇଣ୍ଡଷ୍ଟ୍ରି ର ଏକ ଲୋକ ପ୍ରିୟ ଅଭିନେତ୍ରୀ ଅଟନ୍ତି। ଏବଂ ଆପଣ ମାନେ ଦାମିନି ଙ୍କୁ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସିନ୍ଦୂର ରେ ଅଧିକାରୀ ସିରିଏଲ ରେ ଖୁବ୍ ସୁନ୍ଦର ଅଭିନୟ କରୁଥିବା ର ମଧ୍ଯ ନିଶ୍ଚୟ ଦେଖୁଥିବେ।

ତେବେ ଦର୍ଶକବନ୍ଧୁ ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ ଆପଣ ମାନଙ୍କର ଅତି ପ୍ରିୟ ଦାମିନି ଙ୍କ ପ୍ରକୃତ ପରିବାର ବିଷୟରେ । ତେବେ ଦର୍ଶକବନ୍ଧୁ ଟେଲିଭିଜନ ଇଣ୍ଡଷ୍ଟ୍ରି ରେ ଲୋକପ୍ରିୟ ଅଭିନେତ୍ରୀ ଙ୍କ ପ୍ରକୃତ ନାମ ହେଉଛି ଚୁନି ରିଆ ।

ଚୁନି ଙ୍କ ପ୍ରକୃତ ଘର ହେଉଛି ଭଞ୍ଜ ନଗର ଗଞ୍ଜାମ । ତେବେ ଛୋଟ ବେଳୁ ଚୁନି ଙ୍କର ପାଠ ପଢିବା ସହିତ ଅଭିନୟ ରେ ବି ରୁଚି ଥିଲା ଏବଂ ଚୁନୀ । ସେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ ୨୦୦୮ ମସିହା ରେ। ଚମତ୍କାର ଅଭିନୟ କରି ଖୁବ କମ୍ ସମୟ ମଧ୍ୟ ରେ ଲୋକ ପ୍ରିୟ ହାସଲ କରିପାରିଛନ୍ତି ଚୁନି ।

ଏହା ବ୍ୟତୀତ ବୋହୁତ ସାରା ଆୱାର୍ଡ଼ ମଧ୍ୟ ମିଳିଛି ଚୁନି ଙ୍କୁ । ଏବେ ଆସନ୍ତୁ ଜାଣିବା ଚୁନି ଙ୍କ ପରିବାର ବିଷୟ ରେ । ଚୁନି ଙ୍କ ବାପା ଜଣେ ସେନାରେ ଚାକିରୀ କରିଥିଲେ । ତେବେ ଚୁନି ୨୦୧୬ ମସିହା ରେ ଭଲ ପାଇ ବିବାହ କରିଥିଲେ । ଅର୍ଥ ବ୍ୟତୀତ ଚୁନି ଙ୍କର ଗୋଟିଏ ପୁଅ ମଧ୍ୟ ଅଛି ଯାହା ଙ୍କ ନାମ ହଉଚି ହରସ ତେବେ ଦର୍ଶକବନ୍ଧୁ ଇଏ ଥିଲା ଙ୍କର ଫ୍ୟାମିଲି |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.