Breaking News

ଚୁଲବୁଲି ଶିବାନୀ ଙ୍କ ଜୀବନ ଶୈଳୀ ଓ ବୟଫ୍ରେଣ୍ଡ କେମିତି?

ହଁ ବନ୍ଧୁ ଆପଣ ମାନେ ନିଶ୍ଚିତ ଭାବ ରେ ଶିବାନୀ ସଙ୍ଗୀତା କୁ ଜାଣିଥିବେ । ଯିଏ କି ଆଗକୁ ରିଲିଜ୍ ହବା କୁ ଯାଉଥିବା ଵିଦ୍ୟାରଣ ଚଳଚ୍ଚିତ୍ର ର ନାୟିକା ଭାବେ ଦେଖିବାକୁ ମିଳିବ । ହଁ ବନ୍ଧୁ ଆଜି ଆମେ ଜାଣିବା ଉଲିଉଡ୍ ଇଣ୍ଡଷ୍ଟ୍ରି ର ନମ୍ବର ୱାନ ହିରୋଇନ୍ ଶିବାନୀ ଙ୍କ ଜୀବନ ଶୈଳୀ ବିଷୟ ରେ ଜାଣିବା । ଦର୍ଶକ ବନ୍ଧୁ ଶିବାନୀ ଙ୍କ ର ପୁରା ନାମ ହଉଛି ଶିବାନୀ ସଙ୍ଗୀତା ତାଙ୍କ ଡାକ ନା ନିକି । ଶିବାନୀ ୨୦୦୧ ମସିହା ଜୁଲାଇ ମାସ ୧୨ ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ ଓ ବର୍ତମାନ ତାଙ୍କ ବୟସ ହେଉଛି ୧୯ ବର୍ଷ ତାଙ୍କ ଜନ୍ମ ସ୍ଥାନ ହଉଛି ଭୁବନେଶ୍ବର । ସେ ବର୍ତ୍ତମାନ ଭୁବନେଶ୍ବର ରେ ରହୁଛନ୍ତି ।

ଦର୍ଶକ ବନ୍ଧୁ ଶିବାନୀ ଙ୍କ ସ୍କୁଲ୍ ଟାଇମ୍ ଅତି ବାହିତ ହେଉଛି ଭୁବନେଶ୍ଵର ଶ୍ରୀ ପବ୍ଲିକ ସ୍କୁଲ ରୁ ଏହା ସହିତ ଶିବାନୀ ଙ୍କ ର ତାଙ୍କର ପ୍ରଥମ ଫିଲ୍ମ୍ ସିଷ୍ଟର ଶ୍ରୀଦେବୀ ଯେଉଁଥିରେ କି ଓଡ଼ିଆ ଇଣ୍ଡଷ୍ଟ୍ରି ର ମେଘା ଷ୍ଟାର୍ ବାବୁଶାନ୍ ଙ୍କ ସହିତ ହିରୋଇନ୍ ଭାବେ କାମ କରିବାର ସୁଯୋଗ ମିଳିଥିଲା । ଏହି ଚଳଚ୍ଚିତ୍ର ଶିବାନୀ ଙ୍କୁ ମଧ୍ୟ ଦର୍ଶକ ମାନ ଙ୍କ ର ବହୁତ୍ ସପୋର୍ଟ ମଧ୍ୟ ମିଲିପାରିଥିଲା । ଦର୍ଶକ ବନ୍ଧୁ ସିଷ୍ଟର ଶ୍ରୀଦେବୀ ଚଳଚ୍ଚିତ୍ର କରିବା ପୂର୍ବ ରୁ ଶିବାନୀ ମଧ୍ୟ ଓଡ଼ିଆ ସିନେମା ରେ ଚାଇଲ୍ଡ ଅର୍ଟିଷ୍ଟ୍ ଭାବେ ପୂର୍ବ ରୁ କାମ କରିସାରିଥିଲେ ।

ଏହା ସହିତ ଶିବାନୀ ମଧ୍ୟ ଓଟିଭି ର ଗୋଟିଏ ଶୀରିଏଲ୍ ମଧ୍ୟ କାମ କରିଛନ୍ତି ଯାହା ର ନାମ ରହିଥିଲା ଉତ୍ତର ଦାୟୀ । ବର୍ତ୍ତମାନ ସମୟ ରେ ଉଲିଉଡ୍ ଜଗତ ର ହିରୋଇନ୍ ମାନ ଙ୍କ ମଧ୍ୟ ରେ ଶିବାନୀ ଏକ ନମ୍ୱର୍ ରେ ଅଛନ୍ତି ଏବଂ ତାଙ୍କୁ ମଧ୍ୟ ଢେର୍ ସାରା ଚଳଚ୍ଚିତ୍ର ପାଇଁ ଅଫର୍ ଆସିଛି କିନ୍ତୁ ଶିବାନୀ କେବଳ ନିଜ ମନ୍ ପସନ୍ଦ ର ଷ୍ଟୋରି କୁ ଚୂଜ୍ କରି ସେଥିରେ ହିରୋଇନ୍ ଭାବେ କାମ କରୁଛନ୍ତି ।

ଶିବାନୀ ଲଙ୍ଗ ଡ୍ରାଇଭ୍ ରେ ଯିବା ଓ ଗୀତ ଗାଇବାକୁ କୁ ପସନ୍ଦ କରନ୍ତି । ଏହା ସହିତ ତାଙ୍କର ଫେଭାରାଇଟି କରି ହେଉଛି ଚିକେନ । ଶିବାନୀ ଙ୍କ ର ଗୋଟେ ସ୍ବପ୍ନ ଅଛି ଯେ ସେ ଦିନେ ନା ଦିନେ ସେ ମିସ୍ ଇଣ୍ଡିଆ ହେବେ ଏହା ସହିତ ଶିବାନୀ ଙ୍କ ର ଫେଭରାଇଟି ପ୍ଲେସ ହଉଛି ମହାବୀର ଟେମ୍ପୁଲ୍ ଏବଂ ଶିବାନୀ ଙ୍କ ର ଫେଭରାଇଟି ସିଙ୍ଗର ହଉଛନ୍ତି ବାବୁଶାନ୍ ମହାନ୍ତି ଓ ଫେଭାରାଇଟି ଆକଟର ହଉଛନ୍ତି ଅନୁଭବ ମହାନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜ  କୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *