Breaking News

ଛେଳି ଜନ୍ମଦେଲା ମଣିଷ ଛୁଆ ! ପୁରା ଘଟଣା ବିଷୟରେ ଜାଣିଲେ ଆପଣ ଆଶ୍ଚଯ୍ୟ ହୋଇଯିବେ |

ଛେଳି ଜନ୍ମ ଦେଲା ଅଦ୍ଭୂତ ଛୁଆ ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ ଏମିତି କିଛି ଘଟଣା ଯାହାକୁ ଦେଖିଲେବି ବିଶ୍ୱାସ କରିବା ସମ୍ଭବ ନୁହେଁ | ନିଜ ଆଖିକୁତ ଅବିଶ୍ୱାସ କରିହେବ ନାହିଁ ସେମିତି ଏକ ଘଟଣା ଆଖି ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ହୁଏତ ଆପଣ ମାନେ ବିଶ୍ୱାସ କରିନପାରନ୍ତି |

ଏହି ଘଟଣା ବାଲିଆ ଜିଲ୍ଲାର କୋଲବାଲିର ବେହେଲ ଗ୍ରାମରେ ଘଟିଛି ଯେଉଁଠି ଏକ ଛେଳି ଛୁଆ ଦେଇଛି ଭାବୁଥିବେ ଏଥିରେ କଣ ଅଜବ ଅଛି | ସେ ଛୁଆ ପୁରା ମଣିଷ ପରି ଦେଖାଯାଉଛି ଆପଣମାନେ ଦେଖୁଥିବା ଏହି ଫୋଟୋଟି ପୁରା ସୋସିଆଲ ମେଡିଆରେ ଭାଇରଲ ହେବାକୁ ଲାଗିଛି |

ବର୍ତ୍ତମାନେ ଭାବେ ଆପଣ ଦେଖୁଥିବେ ଏହି ଚିତ୍ରରେ ଏହି ଭଳି ଏକ ଛୁଆକୁ ଜନ୍ମ ଦେଇଛି ଛେଳି | ଦେଖନ୍ତୁ ଫୋଟୋରେ ଛୁଆଟି କିଭଳି ମଣିଷ ସଦୃଶ ଦେଖାଯାଉଛି କିନ୍ତୁ ଏହା ଛେଳି ଅଟେ ଏହି ଘଟଣା ଲୋକ ଜାଣିବା ପରେ ଲୋକ ଛୁଆକୁ ଦେଖିବା ପାଇଁ ବହୁ ଦୂର ଦୂରାନ୍ତରୁ ଆସୁଛନ୍ତି |

ଦୁଃଖର କଥା ଏହିକି ଯେ ଛେଳି ଛୁଆର ମୃତ୍ୟୁ ହୋଇଛି ସେଇ ଛେଳି ମଙ୍ଗଳବାର ୩ଟି ଛୁଆ ଦେଇଥିଲା ଦୁଇଟି ଛେଳି ଥିଲେ ତୃତୀୟଟି ସେମାନଙ୍କ ଠାରୁ ଭିନ୍ନ ଥିଲା | ସେ ଛୁଆଟିର ଆକାର ଗୋଟେ ଛୋଟ ଶିଶୁପରି ହୋଇଥିଲା ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା ,ଅବଶ୍ୟ ସେ ଛୁଆଟି କିଛି ସମୟ ପାଇଁ ଜୀବିତ ଥିଲା | ଠିକ ଗୋଟେ ଛୋଟଛୁଆ ପରି ଆଖି ହଲଚଲ କରୁଥିଲା |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.