Breaking News

ଛୋଟ ଛୋଟ କଥାରେ କାନ୍ଦୁଥିବା ଝିଅ ହୋଇଥାନ୍ତି କିଛି ଏପରି

ନମସ୍କାର ଦର୍ଶକବନ୍ଧୁ ଆପଣ ମାନେ ଦେଖି ଥିବେ ଛୋଟ ଛୋଟ କଥା କୁ ନେଇ କାନ୍ଦି ପକାଇ ଥାନ୍ତି କଣ ଆପଣ ମାନେ ଜାଣିଛନ୍ତି କି ଛୋଟ ଛୋଟ କଥା କୁ ନେଇ କାନ୍ଧୁ ଥିବା ଝିଅ ମାନେ ଶୋଭବ ଭଲ ହୋଇଥାଏ ନ ଖରାପ ଚାଲାଣନ୍ତୁ ଜାଣିବ ଦର୍ଶକବନ୍ଧୁ ଦୁନିଆରେ ବହୁତ ଝିଅ ଅଛନ୍ତି କିନ୍ତୁ ତାଙ୍କ ଭିତରୁ ଏପରି କିଛି ଅଛନ୍ତି ଯେଉଁ ମାନେ ଛୋଟ ଛୋଟ କଥାକୁ ନେଇ କାନ୍ଦି ପକାନ୍ତି ତାଙ୍କର ଏହି ଅଭ୍ୟସକୁ ନେଇ ଲୋକ ତାଙ୍କୁ ଦୁର୍ବଳ ବୋଲି ଭାବିଥାନ୍ତି ଏବଂ ତା ସହିତ ତାଙ୍କର ପରିହାସ ମଧ୍ୟ କରିଥାନ୍ତି |

କିନ୍ତୁ ତା ନୁହେଁ ଛୋଟ ଛୋଟ କଥାରେ କାନ୍ଧୁ ଥିବା ଝିଅ ଦୁର୍ବଳ ହୋଇଥାନ୍ତି | ବନ୍ଧୁଗଣ ଛୋଟ ଛୋଟ କଥାରେ କାନ୍ଦୁଥିବା ଝିଅ ମାନଙ୍କ ଶୋଭାବ କିପରି ହୋଇଥାଏ ଆସନ୍ତୁ ଜାଣିବ | ଯଦି ଅପା ମାନେ ଭାବୁଥିବେ କଥା କଥା ରେ କାନ୍ଦି ପକଉଥିବା ଝିଅ ମାନେ ଦୁର୍ବଳ ହୋଇଥାନ୍ତି ତେବେ ସେ ଧାରଣା ଆପଣ ମାନଙ୍କର ଭୁଲୁ କାରଣ ଟିକେ ଟିକେ କଥାରେ କାନ୍ଦି ପକାଉଥିବା ଝିଅ ମାନେ ଦୁର୍ବଳ ଲିମ୍ବ ଡ୍ରପକ୍ୱ ହୋଇନଥାନ୍ତି ବରଂ ସେମାନେ ବହୁତ ସାହସୀ ହୋଇଥାନ୍ତି |

ପ୍ରଥମ ରେ ହେଉଛି କଥା କଥା ରେ କାନ୍ଦି ପକାଉଥିବା ଝିଅ ମାନେ ହୃଦୟ ରୁ ବହୁତ ସଫା ହୋଇଥାନ୍ତି ସେମାନେ ସବୁ ଦୁଃଖ କଷ୍ଟ ସହି ଯାଇପାରନ୍ତି ଯେତେ ବଡ଼ ସମସ୍ୟା ଆସିଲେ ମଧ୍ୟ ଧର୍ଯ୍ୟ ଓ ସାହସର ସହିତ ସାମ୍ନା କଇଥାନ୍ତି |

ଦୁତୀୟ ରେ ହେଉଛି ଏମାନେ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିଥାନ୍ତି କାରଣ ମୁଣ୍ଡରେ ଯାହା ଦୁଃଖ ଚିନ୍ତା ରହିଥାଏ କାନ୍ଦିବା ଦ୍ୱାରା ଏମାନଙ୍କର ଦୁଃଖ ଦୂର ହୋଯାଇଥାଏ | ଛୋଟ ଛୋଟ କଥାରେ କାନ୍ଦୁଥିବା ଝିଅ ମାନଙ୍କର ସ୍ୱାସ୍ଥ ସବୁବେଳେ ଭଲ ରହିଥାଏ |

ତୃତୀୟ ରେ ହେଉଛି ଏପରି ଝିଅ ଯଦି କାହାକୁ ହୃଦୟରୁ ଭଲ ପାଇଯାନ୍ତି ସେମାନେ ତାଙ୍କ ଠାରୁ କେବେ ବି ଅଲଗା କରିବାକୁ ଦିଅନ୍ତି ନାହିଁ | ଏମାନଙ୍କୁ ଯଦି କେହି ମିଛରେ ଚଡି ଚାଲିଯିବା କଥା କୁହେ ସେମାନେ କାନ୍ଦି ପକାନ୍ତି ଯେଉଁ ଝିଅ ମାନେ ଛୋଟ ଛୋଟ କଥାରେ କାନ୍ଦି ପକାନ୍ତି ସେମାନେ ଦୁର୍ବଳ ନୁହନ୍ତି କାରଣ ତାଙ୍କର ନିରୀହ ନିଷ୍ପତ୍ତ ଜୀବନ ଯୋଗୁଁ ଏମାନେ ଛୋଟ ଛୋଟ କଥାରେ କାନ୍ଦି ପକାନ୍ତି | ଦର୍ଶକବନ୍ଧୁ ଆପଣ ମାନେ ଜାଣିଲେ ତ ଛୋଟ ଛୋଟ କଥାରେ କାନ୍ଦି ପକାଉଥିବା ଝିଅ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.