ଦର୍ଶକବନ୍ଧୁ ଆପଣ ମାନେ ଶୁଣିଥିବେ ଛତିଆ ବଟ ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ତିତ କଟକ ରୁ ଚଣ୍ଡିଖୋଲ ଯିବା ବାଟରେ ଏହି ସ୍ତାନ ଦେଖିବାକୁ ସୁଯଗ ମିଳିବ ଶ୍ରଦ୍ଧାଳୁ ଙ୍କ ମାନେ ଅସୁମିରି ଆଶା ଥାଇକି ଏଠାରେ ସାରା ବିଶ୍ୱ ବସିଙ୍କ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ଗୁପ୍ତରେ ବାଢୁଛନ୍ତି ଏବଂ ପାପର ଭାର ବଢିବା ପରେ ସୃଷ୍ଟିର ବିନାଶ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ କଳକି ଅବତାର ରୂପ ଧାରଣ କରିବେ ରହସ୍ୟ ଏହାକି ବଳଭଦ୍ର ମୂର୍ତ୍ତି ଏପରି ସ୍ଥାପିତ ଅଛିଯେ ଆପଣ ସାମ୍ନା ରୁ ଦେଖିଲେ ପ୍ରଭୁଙ୍କ ପଛ ପାଖ ଦୃଶ୍ୟ ମାନ ହେବ |
ବଳଭଦ୍ରଙ୍କ ହାତରେ ଗୋଟିଏ ଖଣ୍ଡା ଦେଖିବାକୁ ପାଇବେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ରୂପ ଆପଣ କୋଉଠି ମଧ୍ୟ ଦେଖି ପରିବେନାହିଁ ବିଶ୍ଵସ ରହିଛି ଏଠାରେ ଗୁପ୍ତ ରୂପରେ କଲି ଯୁଗର କଳ୍କୀ ବେଶରେ ପୂଜା ପାଉଛନ୍ତି ଶ୍ରୀ ଜଗନ୍ନାଥ ଏକ କୋଠରୀ ମଧ୍ୟ ବନ୍ଦ ରହିଛି କୁହାଯାଏ ଏଠାରେ ଶ୍ରୀ ଜଗନ୍ନାଥ ପୂଜା ପାଇଥାନ୍ତି ଗୋଟିଏ ଖଣ୍ଡା ରହିଛି ଯାହାକି ଦିନ କୁ ଦିନ ଆପେ ଆପେ ବଢ଼ିବାରେ ଲାଗିଛି |
ଇତିହାସ କହେ ଏହା ହେଉଛି ଓଡ଼ିଶାର ପର୍ଯ୍ୟଟନ ସ୍ଥଳ ଯାହାକି ଚଣ୍ଡିଖୋଲ ନିକଟରେ ଅବସ୍ତିତ |ରାଜା ଚୋଡ଼ ଗଙ୍ଗ ଦେବଙ୍କ ରାଜତ୍ୱ କାଳରେ ଏହା ନିର୍ମିତ ହୋଥିଲା ମାଲିକ ରଚନା କରିଥିବା ସନ୍ଥ ହାଡ଼ି ଦାସ ଏହି ଛତିଆ ବଟ ବିଷୟରେ ମାଲିକରେ ବହୁତ କିଛି ଲେଖି ଯାଇଛନ୍ତି ମାଲିକରେ ଲେଖା ଯାଇଥିଲା 1999 ମସିହାର ମହା ବାତ୍ୟା କଥା |
ଯାହାକି ସତ ହୋଇଥିଲା ଛତିଆ ବଟ କୁ ନେଇ ଲେଖା ଯାଇଥିବା କଥାକୁ ଲୋକ ମାନେ ସେହି କଥାକୁ ମଧ୍ୟ ସେଥିକି ବିଶ୍ଵସ କରୁଛନ୍ତି | ସନ୍ଥ ହାଡ଼ି ଦାସ ଏହି ଛତିଆ ରେ ହିଁ ମୃତୁ ବାର କରିଥିଲେ ଏବଂ ଏଠାରେ ମଧ୍ୟ ତାଙ୍କର ସମାଦି ମଧ୍ୟ ଦିଆଯାଇଛି କୁହାଯାଏ ଏଠାରେ ଥିବା ବିରାଟ ବର ଗଛ ପାଇଁ ଏହା ନାମ ଛତିଆ ବଟ କରାଯାଇଛି |
ମାଳିକାରେ ଲେଖା ଯାଇଛି ଯେତେବେଳେ କଲି ଯୁଗ ଶେଷ ହେବ ସେତେବେଳେ ଜଗନ୍ନାଥ ଛତିଆ ରେ ପୂଜା ପାଇବେ ସେତେବେଳେ ସମଗ୍ରହ ବିଶ୍ୱ ନଷ୍ଟ ହୋଇଯିବ ଏବଂ ଛତିଆ ଅଞ୍ଚଳ ପାଣିରେ ଭାସିବ ଆପଣ ଯଦି ଭାରତ ମାନଚିତ୍ର ରେ ଦେଖିବେ ଏହାର ଆକୃତି ଡଙ୍ଗା ପରି ହୋଇଥାଏ |
ତେବେ ଦର୍ଶକବନ୍ଧୁ ଗର୍ବ ଅହଂକାର କୁ ଛାଡି ନିଜକୁ ପ୍ରଭୁଙ୍କ ପାଖରେ ସମର୍ପିତ ଦିଅନ୍ତୁ କାରଣ କରି କରାଉ ଥାଏ ସେହି ତା ବିନୁ ଅନ୍ୟ ଗତି ନାହିଁ | ସେ ବିପଦେ ସାହା ହୁଏ ଆଉ ଆପଦେ ଆହା କରେ ସେ ଦୁଃଖୀର ଦୁଃଖ ଉଦ୍ଧାର କରେ ଆଉ ଭକ୍ତର ମନ କଥା ବୁଝି ପାରେ ସେଥି ପାଇଁ ସାରା ବିଶ୍ୱରେ ଚର୍ଚିତ ହୋଇ ସମସ୍ତଙ୍କ ହୃଦୟର ଠାକୁର ସାଜିଛି ସେଇ |
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …