Breaking News

ଛେଳି ପେଟରୁ ମଣିଷ ଛୁଆ,ଜାଣିଲେ ଆଶ୍ଚଯ୍ୟ ହୋଇଯିବେ !

ଦର୍ଶକବନ୍ଧୁ ଆପଣ ଜାଣିଲେ ଆଚାର୍ଯ୍ୟ ହୋଇଯିବେ ଛେଳି ପେଟରୁ ମଣିଷ ଛୁଆ ଲୋକେ କହିଲେ ଏହା ତାର ପୂର୍ବଜ ଗୋଟିଏ ଛେଳି ମଣିଷ ପରି ଏକ ଛୁଆକୁ ଜନ୍ମ ଦେଇଛି ଯେଉଁ ଆମେ ଏହି ଘଟଣା କୁ ଦେଖୁଛନ୍ତି ସେମାନେ ନିଜ ଆଖିକୁ ବିଶ୍ଵସ କରି ପାରୁନାହାନ୍ତି ଏହି ମାମଲା ଆସାମ ରାଜ୍ୟର କଛାର ଜିଲ୍ଲାର ବୋଲି ଜଣା ପଡିଛି |

ଦର୍ଶକବନ୍ଧୁ ଆପଣ ମାନେ ଏପରି ଘଟଣା କେବେ ଶୁଣି ନଥିବେ ଗୋଟିଏ ପଶୁ ଏକ ମାନବ ଛୁଆ ଦେବା କଥା ଉତ୍ତର ପୂର୍ବ ରାଜ୍ୟ ଆସାମ ରେ ଏଭଳି ଏକ ଆଚାର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି ଏଠାରେ ଗୋଟିଏ ଛେଳି ମଣିଷ ପରି ଏକ ଛୁଆ ଜନ୍ମ କରିଛି | ଯେଉଁ ମାନେ ଏହି ଘଟଣା କୁ ଦେଖୁଛନ୍ତି ସେମାନେ ବିଶ୍ଵସ ମଧ୍ୟ କରି ପାରୁ ନାହାନ୍ତି |

ଏହି ମାମଲା ଅସମା ରାଜ୍ୟରେ ଘଟିଛି ଏଠାରେ ଏକ ଗାଁ ରେ ଯେତେବେଳେ ଏକ ଗୃହ ପାଳିତ ଛେଳି ଏକ ମଣିଷ ଛୁଆ ଜନ୍ମ କଲା ସେଠାରେ ଥିବା ଲୋକ ମାନେ ଦେଖି ତାଙ୍କର ହୋସ ଉଡ଼ିଗଲା | ଛେଳିଟି ଜନ୍ମ ଦେଇଥିବା ଏହି ଶିଶୁର ଗୋଡ ଓ କଂ ବେତିତ ଆଉ ସବୁ କିଛି ଠିକି ମଣିଷ ପରି ଦେଖା ଯାଉଥିଲା | ସ୍ଥାନୀୟ ଗଣ ମାଧ୍ୟମ ଅନୁଯାଇ ଏହି ଘଟଣା ଗଙ୍ଗା ନାମ ଏକ ଗ୍ରାମରେ ଜଣେ ପଶୁ ପାଳକଙ୍କ ଘରେ ଏଭଳି ଏକ ରହସ୍ୟା ମୟ ଘଟଣା ଘଟିଥିଲା

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.