Breaking News

ଛାତ୍ରଙ୍କର ଉତ୍ତରଖାତା ସାରଙ୍କୁ କରାଇଦେଲା ବେହୋସ, Emiti ଉତ୍ତର ଲେଖିଲେ ଯେ ଓଡ଼ିଶା ସାରା ହେଲା ଭାଇରାଲ…ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ କରୋନା ପରେ ସ୍କୁଲ ଖୋଲିଲା ପରୀକ୍ଷା ମଧ୍ୟ ହେଲା ସ୍କୁଲ ଆସି ଛାତ୍ର ଛାତ୍ରୀ ମାନେ ପରୀକ୍ଷା ମଧ୍ୟ ଦେଲେ | ହେଲେ ଯେତେ ବେଳେ ପରୀକ୍ଷା ଉତ୍ତର ଖାତା ସାର୍ ଦେଖିଲେ ସେତେ ବେଳକୁ ସାର୍ ଅଚାନକ ବେହୋଶ ହୋଇଗଲେ | ପରୀକ୍ଷା ଖାତାରେ ଏମିତି କିଛି ଲେଖା ଥିଲା ଯେ ଯାହାକୁ ସାର୍ ସହଜରେ ଗ୍ରହଣ କରି ପାରିନଥିଲେ |

ହସିବେ ନା ରାଗିବେ କିଛି ବୁଝପାରୁ ନଥିଲେ ଏମିତି କଣ ପାଇଁ ହେଲା ଆସନ୍ତି ଜାଣିବା ଗୋଟିଏ ପିଲାର ଭୂଗୋଳ ପ୍ରଶ୍ନ ଉତ୍ତର ଖାତା ପ୍ରଶ୍ନ ରହିଛି | ପ୍ରଦୂଷଣ କେମିତି ମୁକ୍ତ ହୋଇ ପାରିବ ଆଉ ଏହି ପ୍ରଶ୍ନ ରେ ଛାତ୍ର ଜଣଙ୍କ ଏମିତି ଉତ୍ତର ଦେଇଛନ୍ତି | ଯାହାଙ୍କୁ ଶୁଣିଲେ ଆପଣ ମାନେ ମଧ୍ୟ ଚେୟାର ରୁ ହସି ହସି ତଳକୁ ଗଡ଼ି ପଡ଼ିବେ |

ପ୍ରଶ୍ନର ଉତ୍ତର ପ୍ରଥମ ଲାଇନ ପରେ ସେ ଏମିତି ଲାଇନ ଲେଖିଛନ୍ତି ଗାଡିରୁ ବାହାରୁଥିବା ଧୁଆଁ ଓ କଳକାରଖାନାରୁ ବାହାରୁଥିବା ପାଣି ଏବଂ ପ୍ରଦୂଷିତ ଧୁଆଁ କମ୍ ହେଲେ ପ୍ରଦୂଷଣରୁ ରକ୍ଷା ପାଇ ପାରିବା ହଳଦୀ ବସନ୍ତ ଛଡେଇ ତୁ ଆଲେ ହଳଦୀ ମୁହିଁ ସୋରିଷ ଫୁଲିଆ ଛିଟ ଶାଢ଼ୀଲୋ ତତେ ଭାରି ମାନଇ ଆମେ ଏହି ପରି ସାବଧାନ ଅବଲମ୍ବନ କଲେ ପ୍ରଦୂଷଣରୁ ମୁକ୍ତି ପାଇ ପାରିବା |

ଏତିକି ଲେଖି ଉତ୍ତର ଟିକୁ କେମିତି ଶେଷ କରିଛନ୍ତି ଆମେ ଏହି ପରି ସାବଧାନ ଅବଲମ୍ବନ କଲେ ପ୍ରଦୂଷଣ ରୁ ମୁକ୍ତି ପାଇ ପରିବା | ବାସ ସରିଗଲା ପ୍ରଶ୍ନର ଉତ୍ତର ଏମିତି ଏକ ଖବର କିଛି ଦିନ ପୂର୍ବରୁ ଭାଇରାଲ୍ ହୋଇଥିଲା ଯେଉଁଥିରେ ଜଣେ ଛାତ୍ର ଗୁଆଘିଅ ଗୀତକୁ ଲେଖି ଚର୍ଚ୍ଚାକୁ ଆସିଥିଲେ | ଏମିତି ଚାଲାକ୍ ଛାତ୍ରଙ୍କୁ ଆପଣମାନେ ଯଦି କେବେ ଦେଖି ନଥିବେ ଛାତ୍ରଙ୍କର ଏପରି ଉତ୍ତର କୁ 100 ତୋପର ସଲାମ୍ |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.