Breaking News

ଛାତ୍ର ଛାତ୍ରୀଙ୍କ ପାଇଁ ବଡ଼ ଖବର, ଶିଶୁ କୁ ସରକାର ଦେବେ ୧୮୦୦୦ ଟଙ୍କା ସରକାର କଲେ ବଡ଼ ଘୋଷଣା….ଦେଖନ୍ତୁ ଆପଣ ମାନେ କିପରି ପାଇବେ !

ରାଜ୍ୟରେ ଏବେ ଛାତ୍ର ଛାତ୍ରୀ ଲାଗି ଆସୁଛି ଆଉ କିଛି ବଡ଼ ଖବର ଆପଣ ମାନେ ଏହି କଥା ଜାଣିଥିବେ ଗତ ଏହି କିଛି ଦିନ ତଳେ ରାଜ୍ୟ ବଜେଟେ 2022 ଓ 2023 ରେ ଘୋଷଣା ହୋଇଥିଲା ଏହି ମଧ୍ୟରେ ଛାତ୍ର ଛାତ୍ରୀ ଙ୍କ ପାଇଁ ଅଶୁଚୀକୁ ଆଉ କିଛି ନୂଆ ସୂଚନା ଆପଣ ମାନଙ୍କ ପାଇଁ ବଡ଼ ଖୁସି ଖବର | ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ ତେବେ ଶିଶୁଙ୍କର ଉର୍ନତି ହିଁ ଭବିଷ୍ୟତରେ ଦେଶ ଘଟନ ର ସହାୟକ ହେବ ଶିଶୁ ମାନଙ୍କର ଗୁଣାତ୍ମକ ଶିକ୍ଷାର ବିକାଶ ଘଟିଲେ ଦେଶ ଆଗକୁ ଯାଇ ପାରିବ |

ତେବେ ଶିଶୁଙ୍କ ସ୍ୱାସ୍ଥ୍ୟ ଶିକ୍ଷା ବିକାଶ ଓ ସୁରକ୍ଷା ପାଇଁ ଉଭୟ କେନ୍ଦ ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ତେବେ ଚାଲିଛ 2022 ଓ 2023 ଆର୍ଥିକ ବର୍ଷର ବଜେଟରେ ରାଜ୍ୟ ସରକାର ଶିଶୁଙ୍କ ବିକାଶ ନେଇ ଅନେକ ଦିଗ ପ୍ରତି ଧ୍ୟାନ ଦେଇଛନ୍ତି | ତେବେ ପୂର୍ବ ବର୍ଷ ମାନଙ୍କରେ ରାଜ୍ୟ ସରକାର ଜଣେ ଶିଶୁ ପିଛା ଜେଟିଲି ଅର୍ଥ ଖର୍ଚ୍ଚ କରୁଥିଲେ | ଏବେ ଉକ୍ତ ରାଶିକୁ ବୃଦ୍ଧି କରିଛନ୍ତି ତେବେ ଗତ 2020 ଓ 2021 ରେ ଜଣେ ଶୁଶୁ ପିଛା 13925 ଟଙ୍କା ଖର୍ଚ୍ଚ ହେଉଥିଲା |

ସେହି ପରି 2021 ଓ 2022 ରେ 17007 ଟଙ୍କା ବୃଦ୍ଧି ପାଇଥିଲା ତେବେ 2022 ଓ 2023 ରେ ରାଜ୍ୟ ସରକାର ଜଣେ ଶିଶୁ ପିଛା 18729 ଟଙ୍କା ଖର୍ଚ୍ଚ କରିବାକୁ ଚଳିତ ବଜେଟ ରେ ସ୍ଥିର କରିଛନ୍ତି ତେବେ ମୋଟା ଖର୍ଚ୍ଚର 13 ଦଶମୀକି 19 ପ୍ରତିଶତ ଶୁଶୁଙ୍କ ପାଇଁ ଖର୍ଚ୍ଚ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି | ତେବେ ଚଳିତ ବଜେଟରେ ରାଜ୍ୟସରକାର ଶିଶୁଙ୍କ ବିକାଶ ପାଇଁ ଅଧିକ ଗୁରୁତ୍ୱ ଦେଇଛନ୍ତି |

ତେବେ ଶିଶୁଙ୍କ ପାଇଁ E ଶିକ୍ଷା ଗଙ୍ଗାଧର ମେହେର ଶିକ୍ଷା ମାନଙ୍କ ବୃଦ୍ଧି ଯୋଜନ ମିଶନ ସୁବିଦା ଯୋଜନା ମୋ ସ୍କୁଲ ଅଭିଯାନ ଆରମ୍ଭ କରିଛନ୍ତି ତେବେ ଚଳିତ ପୂର୍ଣ୍ଣାଙ୍ଗ ବଜେଟରେ ଶିଶୁ ମାନଙ୍କ ପାଇଁ 23 ଲକ୍ଷ 51608 ଟଙ୍କା ଖର୍ଚ୍ଚ ହେବ ନେଇ ଅକାଳନ କରାଯାଇଛି ଅର୍ଥ ମନ୍ତ୍ରୀ ନିରରଞ୍ଜନ ପୁଜାହାରୀ କରିଛନ୍ତି ଏଥି ସହିତ ସମଗ୍ର ଶିକ୍ଷା ମାଧ୍ୟମିକ ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ର ବିକାଶ ଓ ଶିଶୁ ସୁରକ୍ଷା ପାଇଁ ଖର୍ଚ୍ଚ କରିବା ପାଇଁ ବଜେଟରେ ନିଷ୍ପତି ନିଆଯାଇଛି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.