Breaking News

ଚନ୍ଦ୍ର Grahan ଦିନ ଅଜା ଘରକୁ ଯିବା ବେଳେ ବାଟରେ ଥିବା ମଶାଣିରେ ଦେଖିଥିଲେ ଭୁତ, ତାପର ଅଜା କଣ କରିଥିଲେ ଦେଖନ୍ତୁ !

ନମସ୍କାର ବନ୍ଧୁଗଣ ଆଜିର ଏହି ଘଟଣା କୁ ଆମର ଜଣେ ସାଙ୍ଗ କଟକ ରୁ ପଠାଇ ଛନ୍ତି ସେ ପଠେଇ ଥିବା ଏହି ଘଟଣା କୁ ଆଜି କୁ ଆପଣ ମନକୁ ଜଣେଇବା କୁ ଯାଉଛି | ମୋ ନାଁ ହେଉଛି ରମେଶ ପତ୍ର ଘର ହେଉଛି କଟକ ବଡମ୍ୱା ରେ ମୁ ଜଣେ ବିଜ୍ନେସ ମ୍ୟାନ ଆଜକୁ ପ୍ରାୟ ୧୫ ବର୍ଷ ତଳେ ଏକ ଗ୍ରହଣ ଲାଗିଥିବା ରାତିରେ ମୋ ସହିତ ଘଟି ଥିବା ଏକ ଭୟାନକ ଘଟଣା ମୋର ମନେ ପଡୁଛି ସେତେବେଳ ମତେ ପାଖା ପାଖି ୨୧ ବର୍ଷ ହୋଇଥିଲା | ସେତେବେଳେ ମୋର +୩ ପରୀକ୍ଷା ସରିଥିଲା ସରିବା ପରେ ମୁଁ ବୁଲିବା କୁ ମି ଅଜା ଘରକୁ ଯାଇଥିଲି ଏତ ମୋର ପୁରୁଣା ଅଭ୍ୟାସ ଥିଲା ଛୋଟ ବେଳୁ ମୋର ଯେତେବେଳେ ବି ପରୀକ୍ଷା ସରିଯାଏ ମୁ ଅଜା ଘରକୁ ବୁଲିବା କୁ ପଲାଏ କାରଣ ତାଙ୍କ ଗାଁ ରେ ବୋହୁତ ମଜା କରେ ନଦୀ କୂଳ ଯିବା ସାଙ୍ଗଙ୍କ ସହିତ ଖେଳିବା ଏମିତି କେତେ କଣ ବିଶେଷ କରି ମୋ ବାପା କ ନାଲି ଆଖି ଅଜା ଘରେ ଦେଖିବାକୁ ମିଳେନାହିଁ |

ଯେତେ ଭୁଲ କଲେ ମଧ୍ୟ ଅଜା ଆଇ ମତେ କିଛି ବି କୁହନ୍ତିନି ଏହି ପରୀକ୍ଷା ପରେ ମୁଁ ଅଜା ଘରକୁ ଯିବା ସଙ୍ଗେ ସଙ୍ଗେ ମୋର ତାଙ୍କ ଗାଁ ରେ ଥିବା ସାଙ୍ଗ ମାନକ ସହିତ କ୍ରିକେଟ ଖେଳ ଆରମ୍ଭ ହୋଇଯାଇଥିଲା | ଖେଳ ରେ ଏମିତି ମାତି ଥାଏ ଯେ କେତେବେଳେ ସନ୍ଧ୍ୟା ହୋଇଗଲା ମୁଁ ଜାଣେ ନାହି ଅଜା ଘରେ ପାଖା ପାଖି ତିନିଦିନ ରହିବ ପରେ ମୁ ସେଦିନ ସାଙ୍ଗମାନଙ୍କ ସହିତ ସନ୍ଧ୍ୟା ୫ ଟା ରେ କ୍ରିକେଟ ଖେଳିବା ପାଇଁ ବାହାରି ଥିଲି କିନ୍ତୁ ମତେ ବାହାରକୁ ଖେଳିବା ପାଇ ଯିବାକୁ ଆଇ ସେଦିନ ମନାକଲେ କହିଲେ ତୁ ଆଜି ବାହାରକୁ ଯାଆନା ଆଜି ହେଉଛି ପୂର୍ଣ୍ଣିମା ତିଥି ଚନ୍ଦ୍ର ରେ ସନ୍ଧ୍ୟା ବେଳକୁ ଗ୍ରହଣ ଲାଗିବ ତୁ ପିଲା ଲୋକ ବାହାରକୁ ଯିବା ଠିକ୍ ନୁହେଁ |

ମତେ ଆଇ କ କଥା ଶୁଣି ହସ ଲାଗିଥିଲା ମୁ ଆଇ କୁ କହିଥିଲି ଆଇ ଆଉ ସେହି ପୁରୁଣା ଯୁଗ ନାହିଁ ଲୋକେ ଯାଇ ଚନ୍ଦ୍ର ରେ ପହଞ୍ଚିଲାଣି ସେ ରହୁ କେତୁ ଚନ୍ଦ୍ର କୁ ଗ୍ରାସ କରିବା କଥା ସବୁ ମିଛ କିନ୍ତୁ ଆଇ ମୋ କଥା ଜମା ବି ବିଶ୍ଵାସ କରିନଥିଲା କିନ୍ତୁ ଆଇ ମତେ କହିଥିଲା ତୁ ଚନ୍ଦ୍ର ଗ୍ରହଣ ସମୟରେ ବାହାରକୁ ଯାଆନା କିନ୍ତୁ ମୁଁ ଆଇ କଥା ଜମା ବି ଶୁଣି ନଥିଲି ସେପଟେ ସାଙ୍ଗମାନେ ଡାକିଲେ ମୁଁ ବହାରିଲି ଖେଳିବା କୁ ଯିବା ପାଇଁ ଗଲାବେଳେ ଆଇ ପଛରୁ ଡାକି କହିଲା ଯା ଯା ଯାଉଛୁ ଯଦି ସନ୍ଧ୍ୟା ପୂର୍ବରୁ ଘରକୁ ପଳେଇ ଆସିବୁ ମୁ ହିଁ ମାରି ଗାଁ ମୁଣ୍ଡ ପଡିଆ କୁ ବ୍ୟଟ ଧରି ଚାଲି ଯାଇଥିଲି ସେ ଦିନ ଆରମ୍ଭ ହେବା କୁ ଡେରି ହୋଇଯାଇଥିଲା | ତେଣୁ ସାଙ୍ଗମାନେ କଥା ହେଲି କୁ ଆଜି ଖେଳ ବନ୍ଦ କରିଦେବା କାରଣ ଶୀତ ଦିନ ଯୋଗୁ ସନ୍ଧ୍ୟା ମଧ୍ୟ ଶୀଘ୍ର ହୋଇଯିବ ଆଉ କାଲି ଖେଳ ହେବ |

ଏହା କହି ସବୁ ସାଙ୍ଗ ମନେ ଗପ ମରିଥିଲୁ ଗପ କରୁ କରୁ ଜଣେ ସାଙ୍ଗ କହିଲା ଆରେ ରମେଶ ଟି ଯୋଗୁ ଆଜି ଡେରି ହେଲା ମୁଁ ସବୁ କଥା କହିଲି ମୋ ଆଇ ମନା କରିବା କଥା ମଧ୍ୟ କହିଲି ଜଣେ ସାଙ୍ଗ କହିଲା ଆରେ ହିଁ ମୋ ଜେଜେମା ମଧ୍ୟ କହୁଥିଲେ ଗ୍ରହଣ ସମୟରେ ଭୁତ ପ୍ରେତ ବାହାରନ୍ତି ତେଣୁ ଚାଲ ଶୀଘ୍ର ଆଜି ଘରକୁ ପଳେଇବା ସେମାନେ କଥା ଶୁଣି ହସି ଥିଲେ ଯାହା ଫଳରେ ସାଙ୍ଗମାନେ ମଧ୍ୟ ହସି ଥିଲେ ଆମ ହସରେ ସେ ରାଗି ଯାଇଥିଲା | କିଛି ସାଙ୍ଗ ମାନେ ମୋ କଥା କୁ ସମର୍ଥନ କରିଥିଲେ ଆଉ କିଛି ତା କଥା କୁ ଗ୍ରହଣ କୁ ନେଇ ଆମ ଭିତରେ ଧିରେ ଧୀରେ ଯୁକ୍ତି ତର୍କ ହୋଇଥିଲା |

ମୁଁ ସେମାନଙ୍କୁ ଗ୍ରହଣ ବିଷୟରେ ଯେତେ ବୁଝେଇଲି ସେମାନେ ବୁଝି ନଥିଲେ ଶେଷରେ ଆମ ଭିତରେ ବେଟ୍ ପଡ଼ିଥିଲା କି ଆଜି ରାତିରେ ମୁ ଆଉ ମୋ ସପକ୍ଷ ରେ ଥିବା କିଛି ସାଙ୍ଗ ପାଖରେ ଥିବା କବର ଖାନା ଭିତରକୁ ଯିବୁ ଆଉ ଆଉ ଗ୍ରହଣ ସମୟରେ ବାହାରୁ ଥିବା ଭୁତ କୁ ଭୁଲ୍ ପ୍ରମାଣିତ କରିବୁ ସନ୍ଧ୍ୟା ହୋଇ ରାତି ଆସିଲା ମୁଁ ଆଉ ମୋର କିଛି ସାଙ୍ଗ କବର ଖାନ ଭିତରକୁ ଗଲୁ | ମତେ ସେଠୀ କିଛି ବି ଭୟ ଲାଗୁଥାଏ କିନ୍ତୁ ଆହୁରି ଭିତରକୁ ଯିବା ପାଇଁ ମୋ ସାଙ୍ଗ ମାନେ ମତେ ବାରମ୍ବାର ମନା କଲେ କିନ୍ତୁ ମୁଁ ସେମାନଙ୍କ କଥା ଶୁଣିନଥିଲେ ମୋର ଗୋଟେ ଲକ୍ଷ ଥିଲା ଭୁତ ନ ଥିବା ପ୍ରମାଣ କରିବା କିନ୍ତୁ ସେଦିନ ସାଙ୍ଗମାନଙ୍କୁ ଛାଡି ମୁ ସେମାନଙ୍କ ଠାରୁ ଟର୍ଚ୍ଚ ନେଇ ଆହୁରି ଭିତର କୁ ଗଲି ପାଖା ପାଖି ୨୦୦ କୁ ୩୦୦ ମିଟର ମୁ କବର ଖାନ୍ ଭିତରକୁ ପକେଇଥିଲା |

ମତେ ସେଠାରେ କେବଳ କବର ହିଁ କବର ଦେଖା ଯାଉଥିଲା ଓ ମୁ ଭୁତ ବାହାରିବା କଥା ଭୁଲ ବୋଲି ପ୍ରମାଣିତ କରି ଭରିବା ବେଳେ ହଠାତ୍ ଗୋଟେ ଗଛ ରେ ଗୋଟେ ଅଜବ ଶବ୍ଦ ଶୁଭିଲା ସଙ୍ଗେ ସଙ୍ଗେକହାର ହସରେ ମୁ ଚମକି ଯାଇଥିଲି ଗଛ ଉପରୁ କିଏ ଆସିଲା ପରି ମତେ ଲାଗୁଥିଲା ମୁ ଟର୍ଚ୍ଚ ମାରି ଉପରକୁ ଦେଖିଲି ଆଉ ମୁଁ ଯା ଗାଛ ଉପରେ ଦେଖିଲି ମୁ ଚମକି ପଡ଼ିଥିଲି ଗଛ ଡାଳରେ ଏକ ଧଳା କପଡା ପିନ୍ଧିଥିବା ଲୋକ ଟିଏ ଓହଳି ଥିଲା ଭଳିଆ ମତେ ଲାଗିଲା ମୁ ଜୀବନ ବିକଳ ରେ ଦୌଡି ଆସି କବର ଖାନ ବାହାରେ ପଡ଼ି ଯାଇଥିଲି ମୋ ସାଙ୍ଗମାନେ ମତେ ଘରକୁ ଆଣିଥିଲେ |

ଅଜା ଆଉ ଆଇ ମୋ ଅବସ୍ଥା ଦେଖି ଡରି ଯାଇଥିଲେ ମୁ ସେଦିନ ଆଇ କଥା ବୁଝିନଥିଲି କିନ୍ତୁ ଏତିକି ବୁଝିଥିଲେ କି ବିଜ୍ଞାନ ଯେତିକି ଆଗକୁ ଗଲେ ମଧ୍ୟ ପୁରୁଣା ଲୋକ ମାନେ କହୁଥିବା କଥା ସବୁ ଅନ୍ଧ ବିଶ୍ବାସ ନୁହେଁ ମୁ ଦେଖିଥିବା ସେ ଗଛ ଉପରେ ଲୋକଟି ସତ୍ କି ମୋ ଭ୍ରମ ଥିଲା ମୁ ଜାଣିନି କିନ୍ତୁ ଆଜି ମଧ୍ୟ ସେ କଥା ମନେ ପଡ଼ିଲେ ମୋ ଦେହ ଥରି ଉଠେ |

About odisha news

Check Also

ଆଜି ରାତି ଠାରୁ ଏହି ସବୁ ରାଶିଙ୍କ ଘରକୁ ସ୍ୱୟଂ ମା ଲକ୍ଷ୍ମୀ, ଆପଣଙ୍କ ରାଶି ନାହିଁ ତ !

ଦର୍ଶକବନ୍ଧୁ ଜ୍ୟୋତିଷ ଅନୁସାରେ 12 ଗୋଟି ରାଶି ରହିଥାଏ ଏବଂ ଏହି 12 ରାଶି ଉପରେ ପଡୁଥିବା ଦଶା ଅନୁସାରେ …

Leave a Reply

Your email address will not be published.