Breaking News

ଚନ୍ଦ୍ର ଗ୍ରହଣ ଦିନ ଏହି ରାଶିର ଗର୍ଭବତୀ ମହିଳା ମାନେ ହୋଇ ଯାଆନ୍ତୁ ସାବଧାନ, ଦେଖନ୍ତୁ କେଉଁ ସବୁ ୫ଟି ରାଶି ଶୁଭ ଏବଂ କେଉଁ ୭ଟି ରାଶି ଅଶୁଭ !

ନମସ୍କାର ବନ୍ଧୁଗଣ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ୮ ନଭେମ୍ବର ରେ ଲାଗିବା କୁ ଯାଉଛି ଏହାର ର ପ୍ରଭାବ ରାଶି ଚକ୍ର ରେ ଥିବା ୧୨ ଗୋଟି ରାଶି ଉପରେ ପଡ଼ିଥାଏ ଏହି ଗ୍ରହଣ ଭାରତ ସମେତ ଅନ୍ୟ ଦେଶରେ ମଧ୍ୟ ପରିଲକ୍ଷିତ ହେବ ଚନ୍ଦ୍ର ଗ୍ରହଣ ର ମୁହୂର୍ତ୍ତ ହେଉଛି ସନ୍ଧ୍ୟା ୫ଘଟିକା ୩୨ମିନିଟ୍ ରୁ ୬ ଘଣ୍ଟା ୧୮ ମିନିଟ୍ ପର୍ଯ୍ୟନ୍ତ ଏବଂ ସୁଟକ କାଳ ହେଉଛି ସକାଳ ୮ ଘଣ୍ଟା ରୁ ଆରମ୍ଭ ହୋଇ ଗ୍ରହଣ ସମାପ୍ତ ହେବା ପରେ ଶେଷ ହୋଇଯିବ ଏହି ଗ୍ରହଣ ଦକ୍ଷିଣ ଏସିଆ ଆରବ ସାଗର ୟୁରୋପ ଆଫ୍ରିକା ରେ ମଧ୍ୟ ଦେଖା ଦେଖିବାକୁ ମିଳିବ | ଚନ୍ଦ୍ର ଗ୍ରହଣ କୁ ଦେଖିବା ସମୟରେ କୌଣସି ଗର୍ଭବତୀ ମହିଳା କୁ ବାହାରକୁ ଯିବ ନାହିଁ ସୂତକ ସମୟ ଆରମ୍ଭ ହେବା ପରେ କୌଣସି ପୂଜା ପାଠ ଧାର୍ମିକ କାର୍ଯ୍ୟ ଆଦି କରିବା କୁ ବାରଣ କରାଯାଇଛି |

ଏହି ସମୟରେ କୌଣସି ଧାରୁଆ ଜିନିଷ ପ୍ରୟୋଗ କରନ୍ତୁ ନାହିଁ ଏହା ସହିତ ଠାକୁର କୁ ମଧ୍ୟ ଛୁଅନ୍ତୁ ନାହିଁ ଚନ୍ଦ୍ର ଗ୍ରହଣ ସମୟରେ କେବେବି ଅପଶୟ କରିବା ଉଚିତ୍ ନୁହେଁ | ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଗ୍ରହଣ ସମୟରେ କେଉଁ ରାଶି ଉପରେ ଶୁଭ ଅଶୁଭ ପ୍ରଭାବ ପଡ଼ିବ ସେହି ବିଷୟରେ |

ମେଷ ରାଶି ବନ୍ଧୁଗଣ ବର୍ଷ ର ଶେଷ ଚନ୍ଦ୍ର ଗ୍ରହଣ ମେଷ ରାଶି ର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ ସମାଜରେ ଆପଣ କର ମାନ ସମ୍ମାନ ବୃଦ୍ଧି ହେବ ଏବଂ ଆକସ୍ମିକ ପ୍ରାପ୍ତି ହେବାର ସମ୍ଭାବନା ରହିଛି ଚାକ୍ରୀ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇ ପରେ | ବୃଷ ରାଶି ଚନ୍ଦ୍ର ଗ୍ରହଣ ରେ ଚନ୍ଦ୍ର ର ଭାବ ଆପଣ କ ଉପରେ ଅଧିକ ରହିବ ସେଥି ପାଇ ଆପଣ କୁ ଜଗି ରଖି ଚାଲିବା କୁ ରହିଛି ଗ୍ରହଣ ସମୟରେ ଆପଣ ଈଶ୍ୱର କୁ ସ୍ମରଣ କରନ୍ତୁ ଏବଂ ଆପଣ କ ସମସ୍ତ ଅଭିଳାଷ ପୂରଣ ହୋଇଯିବ |

ମିଥୁନ ରାଶି ଚନ୍ଦ୍ର ଗ୍ରହଣ ଶୁଭ ପ୍ରଭାବ ଆପଣ କ ଉପରେ ରହିବ କାର୍ଯ୍ୟ ଷ୍ଟାର ରେ ଆପଣ କ ପ୍ରଭାବ ବିସ୍ତାର ହେବ ଏବଂ ବିବାହିତ ଲୋକ କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଆପଣ କର ଅଟକି ରହିଥିବା କାର୍ଯ୍ୟ ଗୁଡ଼ିକ ସମ୍ପନ୍ନ ହେବ | କର୍କଟ ରାଶି ଚନ୍ଦ୍ର ଗ୍ରହଣ ଆପଣ କ ପାଇ ଅଶୁଭ ସାବ୍ୟସ୍ତ ହୋଇପାରେ ଏଥି ପାଇ ବିଶେଷ ସାବଧାନ ରୁହନ୍ତୁ ଆପଣ କାରବାର ରେ ବିସ୍ତାର ଲାଭ କରିବେ ଏବଂ ଆମଦାନୀ ରେ ବୃଦ୍ଧି ହେବ ଗୃହ ରେ ବୃଦ୍ଧ ଲୋକ କର ଆଶୀର୍ବାଦ ନେଇ ସଫଳତା ଅର୍ଜନ କରିବେ |

ସିଂହ ରାଶି ଆପଣ ବ୍ୟବସାୟ ରେ ଲାଭ ବାନ ହେବେ ଏହି ଗ୍ରହଣ ଚାଲିଥିବା ସମୟରେ ଘରୁ ବାହାରକୁ ଯାଆନ୍ତି ନାହିଁ ଏବଂ ପାରିବାରିକ ସୁଖ ପ୍ରାପ୍ତି ହେବ ବନ୍ଧୁ ମିତ୍ର କୁ ସହଯୋଗ କରିବା ପାଇଁ ଆପଣ ଆଗେଇ ଆସିବେ | କନ୍ୟା ରାଶି ଆପଣ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବେ ତଥା ସବୁ କାର୍ଯ୍ୟ କରିବା ପାଇଁ ଉତ୍ସାହିତ ରହିବେ ବ୍ୟବହିତ ଲୋକ କର ଗୃହସ୍ଥ ଜୀବନ ରେ ସୁଖ ଶାନ୍ତି ବିଦ୍ୟା ମାନ ହେବ ଏହି ଗ୍ରହଣ ଆପଣଙ୍କ ପାଇ ଅନୁକୂଳ ରହିଛି ତୁଳା ରାଶି ଏମାନ ଜୀବନ ରେ ସୁଖ ଶାନ୍ତି ବିଦ୍ୟା ମାନ ହେବ | ଚନ୍ଦ୍ର କ କୃପା କାରଣ ରୁ ସମାଜରେ ଆପଣ କ ମାନସମ୍ମାନ ଓ ପ୍ରତିଷ୍ଠା ବଜାୟ ରହିବା କୌଣସି ସ୍ଥାନରେ ନିବେଶ କରି ଆପଣ ଲାଭବାନ ହେବେ |

ବିଛା ରାଶି ଆପଣ ଭାଇ ଭଉଣୀ କ ସହିତ ଉତ୍ତମ ସମୟ ଅତି ବାହିତ କରିବେ ସନ୍ତାନ କ ପକ୍ଷରୁ ସୁଖଦ ସମାଚାର ମିଳି ପରେ ଏବଂ ଚନ୍ଦ୍ର କର ଶୁଭ ପ୍ରଭାବ ଆପଣଙ୍କ ଉପରେ ରହିବ | ଗୃହ ର ଆର୍ଥିକ ସ୍ଥିତି ସୁଦୃଢ ହେବ ଧନୁ ରାଶି ପ୍ରେମ ଜୀବନ ରେ ଏକ ନୂଆ ମୋଡ଼ ଆସିବ ସନ୍ତାନ କ ପଠା ପଢା କୁ ନେଇ ଆପଣ ସାମାନ୍ୟ ଚିନ୍ତିତ ରହି ପାରନ୍ତି ମକର ରାଶି | ଏହି ଗ୍ରହଣ ଆପଣଙ୍କ ପାଇ ଶୁଭ ସାବ୍ୟସ୍ତ ହେବ ବାଣିଜ୍ୟ ବ୍ୟବସାୟ କ୍ଷେତ୍ର ରେ ସଫଳତା ଅର୍ଜନ କରିବେ ଏବଂ ଆକସ୍ମିକ ଧନ ପ୍ରାପ୍ତି ହେବ |

କୁମ୍ଭ ରାଶି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଆପଣ କ ପାଇ ଅନୁକୂଳ ରହିବ କଳା ଆଉ ସଙ୍ଗୀତ କ୍ଷେତ୍ର ରେ ଜଡ଼ିତ ଲୋକେ ନିଜ କଳା ଦେଖେଇବା ପାଇଁ ଉତ୍ତମ ଅବସର ପ୍ରାପ୍ତ କରିବେ | ଏବଂ ଉତ୍ତମ ଜୀବନ ସାଥିକ ସହିତ ଆପଣ ଉତ୍ତମ ସମୟ ଅତି ବାହିତ କରିବେ ମୀନ ରାଶି ଚନ୍ଦ୍ର କ ଶୁଭ ପ୍ରଭାବ ଆପଣ କ ଉପରେ ରହିବ ସମାଜରେ ଆପଣ କ ର ମାନ ସମ୍ମାନ ବୃଦ୍ଧି ହେବ ଆପଣ କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା କୁ ପଡିବ |

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.