Breaking News

ଚାଣକ୍ୟ ନୀତି ଅନୁସାରେ କାହାରି ଆଗରେ କୁହନ୍ତୁ ନାହିଁ ଏହି ୧0ଟି କଥା, ନହଲେ ହୋଇପାରେ ଏହି ବହୁତ ବଡ଼ ଅସୁବିଦା, ଆପଣ କରୁଛନ୍ତିକି ଏହି କାମ ହୋଇଯାଆନ୍ତୁ ସାବଧାନ…

ଦର୍ଶକବନ୍ଧୁ ଚାଣକ୍ୟ କହିଛନ୍ତି ଯଦି ଆପଣ ଭାବିଛନ୍ତି କିଛି କାମ କରିବା ପାଇଁ ତେବେ କାହାରିକି କିଛି କୁହନ୍ତୁ ନାହିଁ ମୁ ଏଇ କାମ କରିବାକୁ ଯାଉଛି କର ଏପରି କରିବା ଦ୍ୱାରା ଆପଣ ସେହି କାମକୁ କେବେବି କରିପାରିବେ ନାହିଁ କେହିନା କେହି ସେହି କାମ କରିବା ସମୟରେ ବାଧା ସୃଷ୍ଟି କରିବ | ନିଜଠାରୁ ଶକ୍ତିଶାଳୀ ଲୋକନ୍କ ସହିତ ନମ୍ର ଭରେ କଥା ହେବ ଆବଶକ୍ୟ | ଯିଏ ତମ ଠାରୁ କମଜୋର ତାହା ସହିତ ବିନ୍ତ୍ରମ ହୋଇ କଥା ବର୍ଥ କର କିନ୍ତୁ ଯିଏ ତାମଠାରୁ ଶକ୍ତି ଶାଳୀ ତାହା ସହିତ ନମ୍ର ହୋଇ କଥା ବର୍ଥ କରିବା ଆବଶକ୍ୟ | ଉଧାରଣ ସ୍ୱରୂପ ଯଦି ଆପଣ ଠାରୁ ବୟସରେ ବଡ଼ ଲୋକ ଆପଣଙ୍କ ସାମ୍ନାରେ କିଛି ଖରାପ କାମ କରେ ତେବେ ତୁମେ କେବେବି ଖରାପ ଭସା କରି ଗାଳିଗୁଲଜ କରନ୍ତୁ ନାହିଁ ନମ୍ର ଭାବରେ ଶକ୍ତି ଶାଳୀ ଲୋକ ସହିତ କଥା ବର୍ଥ କରନ୍ତୁ |

ଆପଣ ଅଧିକ ସାଧା ସିଧା ବ୍ୟକ୍ତି ହୁହନ୍ତୁ ନାହିଁ କାରଣ ଏପରି ହେବ ଦ୍ୱାରା ଲୋକ ମାନେ ତୁମର ଖେତୀ କରିବେ ସେଥିପାଇଁ ନିଜକୁ ଏମିତି ତିଆରି କରନ୍ତୁ ଯେମିତି ସମ୍ନାନ ଵାଲା ଖେତୀ କରିବା ପୂର୍ବରୁ ହଜାର ଥର ଭାବିବ | ଯେମିତି ସମ୍ନାନ ଵାଲା ଖେତୀ କରିବାକୁ ଚେଷ୍ଟା କରିବ ସେମିତି ତା ମନ ଭିତରେ ଭୟ ସୃଷ୍ଟି ହେବ ଆମର ଖେତୀ କରିବା ପୂର୍ବରୁ ହଜାର ଥର ଭାବିବା ଆବଶକ୍ୟ କାରଣ ଲୋକ ମାନେ ଖେତୀ କରିବା ଡରନ୍ତି ନାହିଁ କିନ୍ତୁ ନିଜର ଖେତୀ ହେବା ପାଇଁ ସେମାନେ ଡରିଥାନ୍ତି |

କାହାରିକୁ କିଛି ସେତେବେଳେ କହିବା ଆବଶକ୍ୟ ଯେତେବେଳେ ସେ ଶୁଣିବାକୁ ଇଚ୍ଛା କରୁଥିବା | ସାଙ୍ଗ ମାନେ ତାକୁ ବୁଝ ଯାହା ଆପଣଙ୍କୁ ବୁଝିବାକୁ ସକ୍ଷମ ଥିବ ସାହାଯ୍ୟ ସେତେବେଳେ କର ଯେତେବେଳେ ସମ୍ନାନ ବାଲା ସାହାଯ୍ୟ ମାଗୁଥିବ ଯଦି ସମ୍ନାନ ବାଳ ସାହାଯ୍ୟ ମାଗୁନାହିଁ ସାମ୍ନା ଵାଲା ବୁଝିବାକୁ ସକ୍ଷମ ନୁହେଁ ଏବଂ ସାମ୍ନା ଵାଲା ଶୁଣିବାକୁ ଇଚ୍ଛା ନଥାଏ ତାହାଲେ ସାମ୍ନା ବାଳକୁ କିଚିଉଁ କୁହନ୍ତୁ ନାହିଁ ଚୁପ ଚାପି ରହିଯାନ୍ତୁ ବୁଦ୍ଧିମାନର ପରିଚୟ ହୋଇଥାଏ |

ଜୀବନରେ ଏହି 3ଜଣକ ଠାରୁ ସବୁବେଳେ ଦୁରେଇ ରୁହନ୍ତୁ | ପ୍ରଥମ ମୂର୍ଖ ଲୋକ ଦ୍ୱତୀୟ ଖରାପ ଲୋକ ତୃତୀୟ ରେ ହେଉଛନ୍ତି ଦୁଃଖୀ ଲୋକ ଯଦି ଆପଣ କୌଣସି କୌଣସି ମୂର୍ଖ ବ୍ୟକ୍ତିକୁଜ୍ଞାନ ଦେବେ ତେବେ ସେ ଜ୍ଞାନ ଆହରଣ କରିବା ପରେ ଆହୁରି ଅଧିକ ମୂର୍ଖ ହୋଇଯିବେ | ଯଦି ଆପଣ ଦୁଷ୍ଟ କିମ୍ବା ଖରାପ ଲୋକର ଆପଣ କିଛି ଭଲ ଚିନ୍ତା କରିବେ ତେବି କିନ୍ତୁ ଆପଣଙ୍କର ଖେତୀ କରିବ ଶେଷରେ ଦୁଃଖୀ ଲୋକ ଯଦି ଆପଣ ଦୁଃଖୀ ଲୋକ ସହିତ ରହିବେ ତେବେ ସେ ଆପଣଙ୍କୁ ମଧ୍ୟ ଦୁଃଖୀର ପରିଣତ କରିଦେବ ସେଥିପାଇଁ ଏହି 3 ଜଣକ ଠାରୁ ସବୁବେଳେ ଦୁରେଇ ରହିବ ଆବଶକ୍ୟ |

About odisha news

Check Also

ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |

ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …

Leave a Reply

Your email address will not be published.