ଦର୍ଶକବନ୍ଧୁ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଅଟନ୍ତି ଯିଏ ନିଜର ନୀତି ଅନୁସାରେ ଚନ୍ଦ୍ରଗୁପ୍ତ ମଜ୍ୟକୁ ରାଜଗଦି ଉପରେ ବସେଇ ଦେଇଥିଲା ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଚାଣକ୍ୟଙ୍କ ମହତ୍ଵପୁର୍ଣ୍ୟ ନିତି ଯାହା ଆପଣଙ୍କ ଜୀବନରେ କୌଣସି ବି ମୁହୁର୍ତରେ ଆମକୁ ସାହାଯ୍ୟ କରିପାରିବ ବନ୍ଧୁଗଣ ଆଜି ଆମେ କହିବୁ କେଉଁ ମହିଳା ମାନଙ୍କୁ ବିବାହ କଲେ ଆପଣଙ୍କ ଜୀବନ ନର୍କ ପାଲଟିଯିବ ଏବଂ ମହିଳାଙ୍କ କେଉଁ ଅଙ୍ଗ ଛୁଇଁବା ଦ୍ୱାରା ଆପଣଙ୍କ ଭାଗ୍ୟ ଖୋଲିଯିବ |
ତେବେ ଦର୍ଶକବନ୍ଧୁ ଯଦି ଏହିପରି ନାରୀ ବିବାହ କରିନେଉଛନ୍ତି ତେବେ ଆପଣଙ୍କ ଜୀବନ ନର୍କ ପାଲଟିଯିବ ଏହିପରି ନାରୀକୁ ବିବାହ କଲେ ଆପଣଙ୍କ ପରିବାର ବହୁତ ଅସୁବିଧା ର ସମ୍ମୁଖୀନ ହେବେ ଦର୍ଶକବନ୍ଧୁ ଚାଣକ୍ୟ ନୀତି ଅନୁସାରେ ବୁଝାସୁଝା କରି ବିବାହ କରିବା ଉଚିତ କାହିଁକି ନା ବିବାହ କରିବା କୋୖଣସି କଣ୍ଡେଇ ଖେଳ ନୁହେଁ ଚାଣକ୍ୟ ଅନୁସାରେ ଯେଉଁ ଝିଅ ମାନଙ୍କର ଅନେକ ସମ୍ବନ୍ଦ ରହିଥାଏ ସେମାନଙ୍କୁ ଭୁଲ ରେ ମଧ୍ୟ ବିବାହ କରନ୍ତୁ ନାହିଁ | ଏମିତି ଝିଅ କେବେବି କାହାର ଉପକାର କରିପାରନ୍ତି ନାହିଁ ଏବଂ ସମୟ ପଡିଲେ ନିଜ ପତି ମାନଙ୍କୁ ମଧ୍ୟ ତ୍ୟାଗ କରିପାରନ୍ତି |
ଦର୍ଶକବନ୍ଧୁ ଚାଣକ୍ୟ ଅନୁସାରେ ଯଦି ଏହି ଝିଅ କୁ ବିବାହ କରିଛନ୍ତି ଏହାର ପରିଣାମ ବହୁତ ଭୟଙ୍କର ହେବ କିଛି ମହିଳା ମାନଙ୍କର ଧନ ର ଏମିତି ଲୋଭ ରହିଥାଏ ସେମାନେ ଧନର ପ୍ରାପ୍ତି ପାଇଁ କିଛି ବି କରିପାରନ୍ତି ଏବଂ ଆପଣଙ୍କ ଜୀବନ ନବା ପାଇଁ ମଧ୍ୟ ପଛାଇବେ ନାହିଁ ଏହିପରି ଝିଅକୁ ବିବାହ କରିବା ଦ୍ୱାରା ଘରେ ଅସନ୍ତୋଷ ର ବାତାବରଣ ରହିଥାଏ ଏବଂ ସେ ଝିଅ ର ଇଚ୍ଛା ଯଦି ପୂରଣ ନ ହେଇଥାଏ ତେବେ ସେ ଘରକୁ କଳା କନା ବୁଲେଇଦେଇଥାନ୍ତି |
ଦର୍ଶକବନ୍ଧୁ ଯେଉଁ ମହିଳା ମାନଙ୍କର ପଇସା ପ୍ରତି ପ୍ରଲୋଭାନ ରହୁଛି ଭୁଲ ରେ ବି ସେମାନଙ୍କୁ ବିବାହ କରନ୍ତୁ ନାହିଁ ଆଚାର୍ଯ୍ୟ ଚାଣକ୍ୟ ଅନୁସାରେ ନାରୀ ମାନଙ୍କ ମଧ୍ୟରେ ସନ୍ତୁଷ୍ଟ ଶବ୍ଦ ନାଲାଗିବା ଏକ ଚିନ୍ତାର ବିଷୟ ପାଲଟିଛି କୁହାଯାଏ ଯେ ଏମିତି ଝିଅ କୁ ବିବାହ କରିବା ଦ୍ୱାରା ଏବଂ ମହିଳା ମାନେ ସନ୍ତୁଷ୍ଟ ନହେବା ଦ୍ୱାରା ପୁରା ପରିବାର ବର୍ବାଦ ହେଇଯାଇଥାଏ ବନ୍ଧୁମାନେ ଧର୍ମ କୁ ମାନୁ ନଥିବା ନାରୀ କୁ କେବେବି ବିବାହ କରନ୍ତୁ ନାହିଁ |
ଦର୍ଶକବନ୍ଧୁ ଯେଉଁ ଘରେ ଝିଅ କିମ୍ବା ବୋହୂ ମାନେ ଧର୍ମ କୁ ମାନନ୍ତି ନାହିଁ ସେହିଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ଏବଂ ଘରର ସୁଖ ଶାନ୍ତି ସବୁ ଦିନ ପାଇଁ ଶେଷ ହୋଇଯାଇଥାଏ | ଆଚାର୍ଯ୍ୟଙ୍କ ଅନୁସାରେ ଆପଣ କଦାପି ସେହିପରି ଝିଅଙ୍କୁ ବିବାହ କରନ୍ତୁ ନାହିଁ ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଝିଅ ମାନଙ୍କର କେଉଁ ଅଙ୍ଗ କୁ ଛୁଇଁବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଥାଏ |
ଦର୍ଶକବନ୍ଧୁ ଆମେ ସମସ୍ତେ ଜାଣିଛନ୍ତି ସ୍ତ୍ରୀ ବିନା ପୁରୁଷଙ୍କର ଅସିତ୍ୱ ନାହିଁ ଏବଂ ସ୍ତ୍ରୀ ହିଁ ସମସ୍ତ ସୁଖ ଦୁଃଖ ର ସାଥି ଅଟେ କଣ ଆପଣ ମାନେ ଜାଣିଛନ୍ତି ମହିଳା ମାନଙ୍କ ପାଦରେ ବହୁତ ଗୁପ୍ତ କଥା ରହିଛି ଏବଂ ତାଙ୍କ ର ପାଦରେ ମା ଲଷ୍ମୀଙ୍କର ପାଦ ବାସ କରନ୍ତି କୁହାଯାଏ ନିଜ ଠାରୁ ବଡ କିମ୍ବା ସାନ ଝିଅ ର ପାଦ ଛୁଇଁ କାମ କରିବା ଦ୍ୱାରା ସଫଳ ହୋଇଥାଏ | ମାଙ୍କର ପାଦ ଛୁଇଁବା ଦ୍ୱାରା ସବୁ ପୂନ୍ୟ କର୍ମର ଫଳ ମିଳିଥାଏ |