Breaking News

ଚମତ୍କାର ବାଳକ ! ମାତ୍ର ୪ ବର୍ଷ ବୟସରେ କରୁଛନ୍ତି ଏପରି କାମ , ଦେଖିଲେ ଆପଣ ବି ବିଶ୍ବାସ କରିବେନି …

ଦୁନିଆରେ ଭିନ୍ନ ଭିନ୍ନ ଲୋକଙ୍କ ପାଖରେ ଅଲଗା ଅଲଗା ପ୍ରକାରର ପ୍ରତିଭା ଲୁଚିକି ରହିଥାଏ। ତା ଛଡା ସମସ୍ତଙ୍କ ଦ୍ଵାରା ସବୁ କାମ କରିବା ସମ୍ଭବ ହେଇନଥାଏ। କାହା ପାଖେ ଭଲ ଗୀତ ଗାଇବାର କଳା ଥାଏ ତ କାହା ପାଖେ ଭଲ ନାଚିବାର ପ୍ରତିଭା ଥାଏ। ସେମିତି ଏକ ପ୍ରତିଭା ବାନ ବାଳକ ର କଥା ଆଜି ଆମେ ଆପଣଙ୍କୁ କହିବୁ ଯିଏକି ନାଚିକି କି ଗୀତ ଗାଇକି ନୁହେଁ ବରଂ ମାତ୍ର ଚାରି ବର୍ଷ ବୟସରେ ଛୁଆ ଟି ଏମିତି କିଛି କରିପାରୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ। ପିଲାଟି ଏତେ କମ ବୟସର ହେଇକି ବି ବଡ଼ ନଦୀ ହେଉ କି କୂଅ ହେଉକି ବଡ଼ ବଡ଼ ପୋଖରୀ ହେଉ ସବୁଥିରେ ପହଁରି ପହଁରି ନିର୍ଭୟରେ ଏକୂଳ ରୁ ସେକୂଳ କୁ ଯାଇ ପାରୁଛି।

ପିଲାଟିର ଏମିତି କାମରେ କେବଳ ତାଙ୍କ ଗାଁ ଲୋକେ ନୁହେଁ ତାର ବାପା ମା ବି ଆଶ୍ଚର୍ଯ୍ୟ ହେଇ ରହିଯାଆନ୍ତି। ତେବେ ଏହି ଚମତ୍କାର ବାଳକ ଟି ହେଉଛି ବେଗୁନିଆ ବ୍ଲକ ଗୁଦୁମ ଗ୍ରାମ ର କୃପାସିନ୍ଧୁ ବରାଳ ଙ୍କର ପୁଅ ସାଇ ସାଗର ଏଯାଏଁ ଭଲରେ କଥା ବି କହି ଶୁଖିନାହିଁ କି ମା କୋଳ ବି ଛାଡିନି କିନ୍ତୁ ତାର ସାହସ ଓ ଆତ୍ମବଳ ବଳରେ ସେ ଆଜି ସାରା ଗାଁ ରେ ବେଶ ପରିଚିତ। ପାଣି ରେ ତ ପହଁରୁଛି ତା ବାଦେ ବି ବହୁତ ସମୟ ଧରି ବି-ନା ନି-ଶ୍ୱା-ସ ନନେଇ ପାଣି ରେ ରହିବି ପାରୁଛି। ଯୋଉ କାମ କି ଗୋଟେ ୨୦ କି ୨୫ ବର୍ଷ ଯୁବକ ପକ୍ଷେ ବି ବେଳେବେଳେ ଅ-ସ-ମ୍ଭ-ବ ହେଇପଡ଼ିଥାଏ।

 

ଏ ବିଷୟରେ ଯେତେବେଳେ ପିଲାଟିର ବାପା ମା ଙ୍କୁ ପଚରା ଯାଇଥିଲା ସେମନେ ଉତ୍ତରରେ କହିଥିଲେ ଆମେ ପିଲାକୁ ପହଁରା ସିଖାଇନୁ ସେ ତାର ବାପା ଦାଦା ଙ୍କ ଗାଧୋଇ ବାକୁ ଗଲାବେଳେ ବଡ଼ ବଡ଼ ପିଲାଙ୍କ ଠାରୁ ଦେଖିକି ଶିଖିଛି। ଆଉ ସେ ଏତେ ବୟସରେ ଏମିତି ପହଁରୁଚି ଆମେ ବି ଦେଖିଲେ ଆଶ୍ଚର୍ଯ୍ୟ ହେଇଯାଉଛୁ କିଛି ସମୟରେ ଡ଼- ର ବି ଲାଗେ କାଳେ ପିଲା ବୁଡିଯିବ କିନ୍ତୁ ସେ ତାର ସ-ତ-ର୍କ-ତା-ର ସହ ପହଁରି ଫୁଣି କୁଳ କୁ ଫେରି ଆସେ।ଆମେ ବି ସ୍ୱପ୍ନ ରଖିଛୁ ଆମ ପିଲା ବଡ଼ ହେଲେ ଗୋଟେ ବହୁତ ବଡ଼ ଅଫିସର ହେବ ଆଉ ଦେଶରେ ନାଁ କୁ ଉଚ୍ଚା କରିବ। ପିଲାଟି ବି ତା କୁନି ପାଟିରେ ଖନେଇ ଖନେଇ କହିଲା କି ମୁଁ ବଡ଼ ହେଲେ ଗୋଟେ ବଡ଼ ପୋଲିସ ହେବି।ଏବେ ଏହି ଭିଡିଓଟି ବେଶ ଭାଇରାଲ ହେବା ସହ ଲୋକଙ୍କର ପ୍ରଂସଶା ର ପାତ୍ର ବି ହେଇପାରିଛି।

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

PM Kisan Yojana କୁ ନେଇ ବଡ ଘୋଷଣା ଏବେ ଚାଷୀଙ୍କୁ 2000 ବଦଳରେ ମିଳିବ 5000 ଟଙ୍କା, କେମିତି ପାଇବେ ଜାଣନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା କୃଶକ ମାନ ଙ୍କ ପାଇଁ …

Leave a Reply

Your email address will not be published. Required fields are marked *