Breaking News

ଚାଲୁଥିଲା ନାଟକ ଦେଖୁଥିଲେ ହଜାର ହଜାର ଲୋକ, ହଟାତ ଭକ୍ତ ଙ୍କ ଆଖି ସାମ୍ନାରେ ଦୁନିଆ Chhadi ଚାଲିଗଲେ ହନୁମାନ…

ଦର୍ଶକବନ୍ଧୁ ମୁଁ ଜଣେ କଳାକାର ଅଭିନୟ କରି ଲୋକ ମାନଙ୍କର ମନରଞ୍ଜନ କରିବା ମୋର କାମ ମୋ ଅଭିନୟ ଦେଖି ଲୋକ ମାନେ ମଧ୍ୟ ବେଶେ ଖସୁ ହୁହନ୍ତି ମୁଁ ସିନା ମୋ ଅଭିନୟ ମାଧ୍ୟମରେ ଲୋକଙ୍କୁ ଖୁସି ଦିଏ ହେଲେ ମନ ଭିତରେ ଭରି ରହିଛି ଅନେକ ଦୁଃଖ ଅନେକ କଷ୍ଟ ହେଲେ ମୁଁ ମୋ ଅଭିନୟ ମାଧ୍ୟମରେ ସେ ସବୁ କାହାକୁ ଦେଖାଏ ନାହିଁ କେବେ କାହାକୁ ଜଣାଇବା ପାଇଁ ମଧ୍ୟ ଚେଷ୍ଟା କରି ନାହିଁ | ମତେ ଯିଏ ଦେଖେ ସେ ଭାବେ ମୁଁ ବେଶେ ଖୁସି ଲୋକ ଟିଏ ପର୍ବ ପର୍ବାଣି ହେଲେ ମୁଁ ବିଭିନ୍ନ ବେଶ ହୋଇ ଅଭିନୟ କରେ ଅଭିନୟ କଲେ ମୋ ପରିବାର ଚଳେ |

ଏହି ଅଭିନୟ ହେଉଛି ଏକ ମାତ୍ର ରୋଜଗାର ମାଧ୍ୟମ ଆଉ ଯେତେବେଳେ ପ୍ରବଣ ସମୟ ଚାଲିଥାଏ ଅଭିନୟ କରିବା କିଛି ନମିଳେ ମୋ ପରିବାର ଲୋକ ଭୋକ ଓପାସରେ ନରହି ଯିବା କାଟନ୍ତି ମୋ ପରିବାର ମୁହଁ ରେ ଟିକେ ହସ ଫୁଟାଇବା ପାଇଁ ରାତି ରାତି ମୁଁ ଅନିଦ୍ରା ରହି ଯତେ କଷ୍ଟ ହେଲେ ବି ମୁହଁରେ ମିଛି ମିଚି କା ହସ ଆଣି ଅଭିନୟ କରେ | ସବୁ ଦିନ ପରି ଠିକି ସେଦିନ ମୁଁ ଅଭିନୟ କରିବା ପାଇଁ ମଞ୍ଚ ଉପରକୁ ଯାଇଥାଏ ହଟାତ ମତେ ଅସୁସ୍ଥ ଅନୁଭବ ହେଲା ଆଖି ବୁଜି ହୋଇ ଆସିଲା ତଥାପି ସେ ସବୁ ଉପରେ ନଜର ନଥାଏ ଆଉ ବିଶ୍ରାମ ନେବା ପାଇଁ ମୋ ପାଖରେ ବି ସମୟ ନଥାଏ |

ବହୁତ ବିଳମ୍ୱ ହୋଇଗଲା ଦର୍ଶକ ମାନେ ଅଭିନୟ ଦେଖିବା ପାଇଁ ଆସି ରୁଣ୍ଡ ହୋଇସାରିଥିଲେ ଆଉ ଅଭିନୟ ଦେଖି ମଜା ନେବା ପାଇଁ ଦର୍ଶକ ମାନେ ବେଶେ ଉଚ୍ଚଅହିତ ମଧ୍ୟ ଥିଲେ ସେମାନଙ୍କର ସେହି ଉଚାହା ଆଗ୍ରହ ଦେଖି ମୁଁ ଆଉ କିଛି ନଭାବି ମଞ୍ଚକୁ ଚଡିଗଲି ଆଉ ହନୁମାନ ବେଶରେ ନାଚି ନାଚି ଦର୍ଶକ ମାନଙ୍କ ମନରେ ଖୁସି କରୁଥାଏ ଆଉ ଦର୍ଶକ ମାନେ ମଧ୍ୟ ମୋର ସେହି ନାଚକୁ ବେଶେ ଉପଭୋଗ କରିଥାନ୍ତି | ଲୋକ ମାନେ ମୋ ନାଚ ଓ ମୋ ଅଭିନୟ ଦେଖି ନିଜକୁ ହଜାଇ ଦେଇଥାନ୍ତି ଏହାରି ଭତରେ ମୁଁ ହଟାତ ତଳେ ପଡ଼ିଗଲ ମୁଁ ତଳେ ପଡିଥିବାର ଦେଖି କାହାର କିଛି ପ୍ରତି କ୍ରିୟା ନଥାଏ |

ସମସ୍ତେ ଭାବୁଛନ୍ତି ମୁଁ ବୋଧେ ଅଭିନୟ ରେ ତଳେ ପଡି ଯାଇଛି ହେଲେ ମୁଁ ସେତେବେଳକୁ ତଳେ ପଡି ମୄ-ତ୍ୟୁ ସହ ସଙ୍ଘର୍ଷ କରୁଛି ଧୀରେ ଧୀରେ ମୋର ନିଶ୍ୱାସ ଅଟକି ଗଲା ମୋ ଦେଖା ଆହୁରି ଅସୁସ୍ଥ ଅନୁଭବ ହେଲା ଶେଷରେ ଛଟପଟ ହୋଇ ମରିଗଲି | କିନ୍ତୁ ଏହି କଥା କେହି ବି ଜାଣି ପାରିଲେ ନାହିଁ ଅନେକ ସମୟ ଚାଲିଗଲା ପରେ ମୁଁ ତଳୁ ନଉଠିବାରୁ ଲୋକ ମାନଙ୍କର ସନ୍ଧେହ ହେଲା ଆଉ କିଛି ସମୟ ପରେ ଯାଇଁ ଉଠାଇ ଦେଖାନ୍ତିତ ମୋ ପ୍ରାଣ ବାୟୁ ଉଡିଯାଇଛି |

ହସ ଖୁସିରେ ବଞ୍ଚିବା କାହାକୁ ଜୀବନରେ କେବେ ହେଲେ କଷ୍ଟ ଦେବା ନାହିଁ କାହାକୁ କାବେବି ଠକିବା ନାହିଁ କାହାର କେବେ ଅମଙ୍ଗଳ ଚିନ୍ତା କରିବା ନାହିଁ ଦେଖିବେ ଆପଣଙ୍କ ଜୀବନ କାଟେ ସୁଖ ମୟ ଓ ଶାନ୍ତି ମୟ ହେବ ଏହି ଧରା ପୃଷ୍ଟ ମଣିଷ ରୂପ ଧାରଣ କରି ଆସିଥିବା ପ୍ରତେକ ମଣିଷ ଦିନେନା ଦିନେ ରଙ୍ଗ ମଞ୍ଚରେ ନିଜର ଅଭିନୟ ସାରି ଫେରିଯିବେ ଆଜ୍ଞା ଏହି ସଂସାରରେ କେହି କାହାର ନୁହେଁ ଖାଲି ମିଛ ମୋହ ମାୟାରେ ପଡି ପରିବାର ମୋ ପିଲା ଛୁଆ ସବୁ ମୋର କୋଉଥିବା ହେଲେ ମଲାବେଳେ କେହି କାହା ସାଙ୍ଗରେ ଯାଆନ୍ତି ଆଜ୍ଞା ନିଜକୁ ହିଁ ଏକା ଯିବା ପାଇଁ ପଡେ |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.