Breaking News

ଭାଇରାଲ Video: ଚଳନ୍ତା ଟ୍ରେ-ନ ରୁ ଖ-ସି ପଡିଲେ ଯାତ୍ରୀ, ଆଉ ତା’ ପରେ ହେଲା କିଛି ଏମିତି , ଦେଖିଲେ ବିଶ୍ବାସ ହେବନି

ଆରପିଏଫ୍ ଯବାନଙ୍କ ସାହସିକତା। ଚଳନ୍ତା ଟ୍ରେ-ନ ରୁ ଖ-ସି-ପଡ଼ିଥିବା ଯାତ୍ରୀଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି ଆରପିଏଫ୍ କନଷ୍ଟେବଳ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣଙ୍କ ଦେ-ହ ଥ-ରି ଉଠିବ। ମୃ-ତ୍ୟୁ-ର ଅତି ନିକଟରୁ ନୂଆ ଜୀ-ବ-ନ ପାଇ ଫେରି ଆସିଛନ୍ତି ଯାତ୍ରୀ ଜଣକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇର ଦାଦର ରେଲୱେ ଷ୍ଟେସନ ଠାରେ । ଏହି ସମସ୍ତ ଦୃଶ୍ୟ ଷ୍ଟେସନରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।


ସୂଚନା ଅନୁଯାୟୀ, ମୁମ୍ବାଇର ଦାଦର ରେଲୱେ ଷ୍ଟେସନର ପ୍ଲାଟଫର୍ମ ରେ ଏକ ଟ୍ରେନ ଆସି ଲାଗିଥିଲା। ସମସ୍ତ ଯାତ୍ରୀ ଟ୍ରେନ ରେ ଚଢିବା ପରେ ନିର୍ଦ୍ଧିଷ୍ଟ ସମୟରେ ଟ୍ରେନ ଟି ଷ୍ଟେସନ୍ ଛାଡିଥିଲା। ହେଲେ ଏହି ସମୟରେ ହଠାତ୍ ଟ୍ରେନର ଦ୍ଵାରା ନିକଟରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କ ପା-ଦ ଖ-ସି ଯାଇଥିଲା। ଆଉ ସେ ଭରସାମ୍ୟ ହ-ରା-ଇ ଟ୍ରେନ ରୁ ଖ-ସି ପ-ଡ଼ି-ଥି-ଲେ। ଆଉ ଚଳନ୍ତା ଟ୍ରେନଟି ବ୍ୟକ୍ତି ଜଣଙ୍କୁ କିଛି ବାଟ ଘୋ-ଷା-ଡି ନେଇଥିଲା । ଏହି ଦୃଶ୍ୟ ଦେଖି ଷ୍ଟେସନରେ ଥିବା ଅନ୍ୟ ଲୋକମାନେ ଖୁବ୍ ଡ-ରି ଯା-ଇ-ଥି-ଲେ।

ତନ୍ମଧ୍ୟରୁ କିଛି ଲୋକ ବ୍ୟକ୍ତି ଜଣକ ଉଦ୍ଧାର ପାଇଁ ଧାଇଁ ଆସିଥିଲେ । ହେଲେ ତା ପୂର୍ବରୁ ସୌଭାଗ୍ୟବଶତଃ ଦେବଦୁତ ସାଜି ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ କାର୍ଯ୍ୟରତ ଆରପିଏଫ୍ ଯବାନ ଆଉ ଯାତ୍ରୀ ଜଣଙ୍କୁ ପ୍ଲାଟଫର୍ମ କୁ ଭି-ଡ଼ି ଆ-ଣି-ଥି-ଲେ। ଯବାନଙ୍କ ତତ୍ପରତା ଫଳରେ ଏକ ବଡ଼ ଧ-ର-ଣ-ର ଦୁ-ର୍ଘ-ଟ-ଣା ଘଟିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ଏଭଳି ସାହସିକତା କାର୍ଯ୍ୟ ପାଇଁ ସ୍ଥାନୀୟ ସମସ୍ତ ଲୋକ ଆରପିଏଫ୍ ଯବାନଙ୍କୁ ସାବାସୀ ଦେବା ସହିତ ଭୂରି ଭୂରି ପ୍ରଶଂସା କରିଥିଲେ।


ତେବେ ଏହି ସମସ୍ତ ଘଟଣା ଷ୍ଟେସନରେ ଥିବା ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇଛି । ଯାହାକି ଏବେ ଦ୍ରୁତ ବେଗରେ ଭାଇରାଲ ହେବାରେ ଲାଗିଛି। ଏହି ଦୃଶ୍ୟ ଦେଖିବା ପରେ ସମସ୍ତ ଲୋକ ଯବାନ ଜଣଙ୍କୁ ଏହି ସାହସିକତା କୁ ପ୍ରଶଂସା କରୁଛନ୍ତି। ତେବେ ନିକଟରେ ମଧ୍ୟ ଏହିଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା । ଯେଉଁଠି ଷ୍ଟେସନରେ ଥିବା ଜଣେ ମହିଳା କର୍ମଚାରୀ ଟ୍ରେନ ମୁଁହରୁ ଜଣେ ଛୋଟ ଝିଅର ଜୀ-ବ-ନ ବ-ଞ୍ଚା-ଇ ଦେଇଥିଲେ। ଯାହାକି ସୋସିଆଲ ମିଡିଆରେ ଭାଈରାଲ ହେବା ଫଳରେ ଅନେକ ଲୋକ ତାଙ୍କର ପ୍ରଶଂସା କରିଥିଲେ।


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଷ୍ଟେଟ ବ୍ୟାଙ୍କ ର ବଡ ଦୁର୍ନୀତି !! ଆଦିବାସୀ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୮ ଲକ୍ଷ ଗାଏବ , ଆପଣଙ୍କ ପଇସା କେତେ ସୁରକ୍ଷିତ ?

ଲୋକମାନେ ନିଜର ଟଙ୍କାକୁ ଘର ଅପେକ୍ଷା ବ୍ୟାଙ୍କରେ ରଖିବାକୁ ପସନ୍ଦ କରିଥାନ୍ତି।କାରଣ ସେଠାରେ ତାଙ୍କର ଟଙ୍କା ସୁରକ୍ଷିତ ରହିଥାଏ। ଲୋକ …

Leave a Reply

Your email address will not be published. Required fields are marked *