Breaking News

ଚଳନ୍ତା Train ରୁ ଚୋରି କରିବା ପଡିଗଲା ମହଙ୍ଗା… ଦେଖନ୍ତୁ ୧୦ କି.ମି ଝୁଲିଲା ଚୋର ତାପରେ ଲୋକ ଚୋରା ର ଏଭଳି ଅବସ୍ତା କଲେ ଯେ ଆପଣ ମାନେ କେବେ ଭାବି ନଥିବେ !

ଦର୍ଶକବନ୍ଧୁ ବେଳେ ବେଳେ ଆମେ ଟ୍ରେନ ରେ ଗଲା ସମୟରେ ବହୁତ ସୁନ୍ଦର ପ୍ରକୃତି ତୀର ମଜା ନେଇଥାଉ ଇଚ୍ଛା ହେଉଥାଏ ଭିଡ଼ିଓ ସୁଟିଂ କରିବା ପାଇଁ ଯଦି ଆପଣ ମାନେ ଏମିତି ଝରକା ସାଇଟିରେ କିମ୍ବା ବାହାରକୁ ମୋବାଇଲେ ରଖି ଭିଡ଼ିଓ ସୁଟିଂ କରୁଛନ୍ତି ତାହାଲେ ଜାଣିରଖନ୍ତୁ |

ଏହି ଫୋଟ ଦେଖିଲା ପରେ ଜଣେଚୋର ଚୋରି କରିବା ପାଇଁ ଥରିବ ଅସଲରେ ଏ ଚୋରା ଟ୍ରେନରେ ଯାଉଥିବା ଯାତ୍ରୀଙ୍କୁ ଠାରୁ ଚୋରି କରିବା ପାଇଁ ଚେଷ୍ଟା କରୁଥିଲା ତା ବେଳେ ଖରାପ ଥିଲା ଧାରା ପଡିଯାଇଥିଲା ଚୋରର ଦୁଇ ହାତକୁ ଯାତ୍ରୀ ଜୋରେ ଟାଣି ଝରି ଥିଲେ ପାଖ ପାକି 10 କିଲୋ ମିଟର ଯାଏଁ ଚୋରା ବହୁତ ଭୁଲୁ ମାଗୁଛି ହାତ ଭାଙ୍ଗି ଯିବା ବୋଲି କିନ୍ତୁ ସେଠାରେ ଥିବା ଯାତ୍ରୀ ତାକୁ ଟାଣି କରି ଝରିଛନ୍ତି | ଏହି ଚୋରି ବିହାରରୁ ଯାଉଥିବା ଟ୍ରେନ ରେ ହୋଇଛି ଏହାକୁ ଦେଖି ଆପଣଙ୍କର କଣ ମତ ଆମକୁ କମେଣ୍ଟ କରି ଜଣାନ୍ତୁ |

ଏହି ଦୁନିଆରେ ଆପଣ ମାନେ ଦେଖି ପାରୁଥିବେ ଟ୍ରେନ ରେ ଯାତ୍ରା କରିଥିବା ବ୍ୟକ୍ତି ଟଙ୍କା ଫୋନରେ ବ୍ରିଜର ଭିଡ଼ିଓ ସୁଟିଂ କରୁଥିଲେ ଏଥିକି ସମୟରେ ଏହି ଫୋଟର ଦେଖି ପାରୁଥିବେ ଗୋଟେ ଚୋରା ବ୍ରିଜର ସାଇଟିରୁ ମୋବାଇଲି ଫୋନ ଝାଙ୍କି ନେବା ପାଇଁ ଚେଷ୍ଟା କରୁଛି ସେହି ବ୍ୟକ୍ତି ହଟାତ ଏହି ମୋବାଇଲି ଫୋନକୁ ଭିତରକୁ ଆଣି ପକାଇଥିଲେ ଆପଣ ମାନେ ଚିନ୍ତା କରିନଥିବେ ଏମିତି ଜାଗାରେ ଚୋରି ହୁଏ ବୋଲି |

ସାଙ୍ଗମାନେ ଏହି ଥିରେ ଦେଖି ପାରୁଥିବେ ଚଳନ୍ତା ଟ୍ରେନରେ ଜଣେ ବୟସ୍କ ମହିଳା ଛିଡା ହୋଇଛନ୍ତି ଚଳନ୍ତା ଟ୍ରେନରେ ଅଚାନକ ଗୋଟେ ଚୋରା ଚଢି ମହିଳାଙ୍କ ଠାରୁ ବ୍ୟାଗ ଟାଣି ନେଉଛି ଆପଣ ମାନେ ଦେଖି ପାରୁଥିବେ ସେଠାରେ ଥିବା ଲୋକ ମହିଳାଙ୍କ ହାତକୁ ଟାଣି ଆଣିଥିଲେ ନହଲେ କଣ ହୋଇଥାନ୍ତା ଯେ | ଯଦି ଟ୍ରେନରେ ଅପାଙ୍କ ସହିତ ଏମିତି ଇଛି ହେଉଛି ମନକୁ ଶାନ୍ତ କରି ସାଙ୍ଗେ ସଂଗେ ସେଠାରେ ଥିବା TTI କିମ୍ବା RPF କୁ ଶୀଘ୍ର ଜଣାନ୍ତୁ ଯଦି ଆପଣ ଟ୍ରେନ ରେ ଯାତ୍ରା କରୁଛନ୍ତି ସତର୍କରେ ଯାତ୍ରା କରନ୍ତୁ |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.